ଖୋଲିଲା ବାଣୀବିହାର: ପରିଚୟପତ୍ର ଦେଖାଇ ଭିତରକୁ ଯାଉଛନ୍ତି ଛାତ୍ରଛାତ୍ରୀ

<p>ଭୁବନେଶ୍ୱର: ସାଇନ-ଏ-ଡାଏ ହଟିବା ପରେ ଆଜିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଛି।&nbsp; ଛାତ୍ରଛାତ୍ରୀମାନେ ପରିଚୟପତ୍ର ଦେଖାଇ କ୍ୟାମ୍ପସ୍ ଓ ହଷ୍ଟେଲକୁ ଯାଉଛନ୍ତି। ବାଣୀବିହାର ସ୍ଥିତି ଉପରେ କମିଶନରେଟ୍ ପୋଲିସ ନଜର ରଖିଛି।&nbsp;&nbsp; ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଦେଖାଦେବା ପରେ ପୂଜା ଛୁଟି ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା।</p>

Ordigital Desk
  • Published: Monday, 09 October 2017
  • Updated: 09 October 2017, 11:24 AM IST

Sports

Latest News

<p>ଭୁବନେଶ୍ୱର: ସାଇନ-ଏ-ଡାଏ ହଟିବା ପରେ ଆଜିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଛି।&nbsp; ଛାତ୍ରଛାତ୍ରୀମାନେ ପରିଚୟପତ୍ର ଦେଖାଇ କ୍ୟାମ୍ପସ୍ ଓ ହଷ୍ଟେଲକୁ ଯାଉଛନ୍ତି। ବାଣୀବିହାର ସ୍ଥିତି ଉପରେ କମିଶନରେଟ୍ ପୋଲିସ ନଜର ରଖିଛି।&nbsp;&nbsp; ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଦେଖାଦେବା ପରେ ପୂଜା ଛୁଟି ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos