ଖୋଲିଲା ବାଣୀବିହାର: ପରିଚୟପତ୍ର ଦେଖାଇ ଭିତରକୁ ଯାଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାଇନ-ଏ-ଡାଏ ହଟିବା ପରେ ଆଜିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଛି।  ଛାତ୍ରଛାତ୍ରୀମାନେ ପରିଚୟପତ୍ର ଦେଖାଇ କ୍ୟାମ୍ପସ୍ ଓ ହଷ୍ଟେଲକୁ ଯାଉଛନ୍ତି। ବାଣୀବିହାର ସ୍ଥିତି ଉପରେ କମିଶନରେଟ୍ ପୋଲିସ ନଜର ରଖିଛି।   ଛାତ୍ର ସଂସଦ ନିର୍ବାଚନକୁ ନେଇ ଗଣ୍ଡଗୋଳ ଦେଖାଦେବା ପରେ ପୂଜା ଛୁଟି ପୂର୍ବରୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିଲା।