ଭାରତୀୟ ଭାବେ କାହିଁକି କରିବେ ଗର୍ବ? ପଢ଼ନ୍ତୁ ୧୪ଟି କାରଣ, ଚଉଡ଼ା ହୋଇଯିବ ଛାତି

ନୂଆଦିଲ୍ଲୀ: ଭାରତରେ ଅନେକ ବଡ଼ ବଡ଼ ଲୋକ ଜନ୍ମ ହୋଇଛନ୍ତି। ଏମାନେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିଛନ୍ତି। ଆମର ସଂସ୍କୃତି, ପରମ୍ପରା, ବିଭିନ୍ନତା ମଧ୍ୟରେ ଏକତା ସାରା ବିଶ୍ୱକୁ ଆକର୍ଷିତ କରିଛି। ଆମ ଦେଶ ଏଯାବତ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇ ନାହିଁ। ଏବେବି ଏହା ଏକ ବିକାଶୋନ୍ମୁଖ ରାଷ୍ଟ୍ର। ତେବେ ସାରା ବିଶ୍ୱରେ ଏହାର ଆର୍ଥିକ ବିକାଶ ସବୁଠୁ ଦ୍ରୁତ ଗତିରେ ଦୌଡ଼ୁଛି। ଆମକୁ ଆହୁରି ବହୁତ ବାଟ ଚାଲିବାକୁ ଅଛି। ତେବେ ଭାରତୀୟ […]

indiaflag

indiaflag

Rakesh Mallick
  • Published: Monday, 22 May 2017
  • Updated: 22 May 2017, 11:14 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଅନେକ ବଡ଼ ବଡ଼ ଲୋକ ଜନ୍ମ ହୋଇଛନ୍ତି। ଏମାନେ ବିଶ୍ୱ ଦରବାରରେ ଭାରତକୁ ଗର୍ବିତ କରିଛନ୍ତି। ଆମର ସଂସ୍କୃତି, ପରମ୍ପରା, ବିଭିନ୍ନତା ମଧ୍ୟରେ ଏକତା ସାରା ବିଶ୍ୱକୁ ଆକର୍ଷିତ କରିଛି। ଆମ ଦେଶ ଏଯାବତ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇ ନାହିଁ। ଏବେବି ଏହା ଏକ ବିକାଶୋନ୍ମୁଖ ରାଷ୍ଟ୍ର। ତେବେ ସାରା ବିଶ୍ୱରେ ଏହାର ଆର୍ଥିକ ବିକାଶ ସବୁଠୁ ଦ୍ରୁତ ଗତିରେ ଦୌଡ଼ୁଛି। ଆମକୁ ଆହୁରି ବହୁତ ବାଟ ଚାଲିବାକୁ ଅଛି। ତେବେ ଭାରତୀୟ ଭାବେ ଗର୍ବ କରିବା ପାଇଁ ଆମ ପାଖରେ ଅନେକ ଜିନିଷ ଅଛି। ପଢନ୍ତୁ କ’ଣ ପାଇଁ ଭାରତୀୟ ଭାବେ ଆମେ ଗର୍ବ କରିବା?

୧. ସାରା ବିଶ୍ୱରେ ଭାରତରୁ ହିଁ ବାହାରନ୍ତି ଅଧିକ ଇଞ୍ଜିନିୟର।

୨. ଭାରତ ହେଉଛି ବିଶ୍ୱର ତୃତୀୟ ସାମରିକ ଶକ୍ତି।

୩. ଜାତିସଂଘର ଶାନ୍ତିରକ୍ଷା ଟିମ୍‌ରେ ଭାରତୀୟ ଯବାନଙ୍କ ସଂଖ୍ୟା ଦ୍ୱିତୀୟ ସର୍ବାଧିକ।

୪. ସାରା ବିଶ୍ୱରେ ଭାରତରେ ସବୁଠୁ ଅଧିକ ଫିଚର ଫିଲ୍ମ ନିର୍ମାଣ ହୁଏ।

୫. ବଜେଟ୍ ବାଧା ସତ୍ତ୍ୱେ ବିଶ୍ୱର ୫ ସର୍ବଶ୍ରେଷ୍ଠ ମହାକାଶ କାର୍ଯ୍ୟକ୍ରମ ମଧ୍ୟରେ ଭାରତର ସ୍ଥାନ ଅଛି।

୬. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଚନ୍ଦ୍ରାୟନ-୧ ଚନ୍ଦ୍ରରେ ପାଣି ଥିବା ନେଇ ପ୍ରଥମେ ଆବିଷ୍କାର କରିଥିଲା।

୭. ରିକନ୍‌ଷ୍ଟ୍ରକ୍‌ଟିଭ୍‌ ପ୍ଲାଷ୍ଟିକ୍‌ ସର୍ଜରୀର କଳ୍ପନା ପ୍ରଥମେ ଭାରତରେ ହିଁ ହୋଇଥିଲା।  ଏହି ପଦ୍ଧତିର କଳ୍ପନା କରିଥିଲେ ସୁଶ୍ରୁତ।

୮. ସାରା ବିଶ୍ୱରେ ଇଂରାଜୀରେ କଥାବାର୍ତ୍ତା କରୁଥିବା ଲୋକଙ୍କ ସଂଖ୍ୟା ଭାରତରେ ସର୍ବାଧିକ।

୯.  ସାରା ବିଶ୍ୱରେ ପ୍ରତି ସପ୍ତାହରେ ଭାରତୀୟମାନେ ଅଧିକ ସମୟ ପଢ଼ାପଢ଼ି କରନ୍ତି।

୧୦. ସାରା ବିଶ୍ୱରେ ସର୍ବାଧିକ ଶାକାହାରୀ ଭାରତରେ ଅଛନ୍ତି।

୧୧. ଏକ ଆକଳନରୁ ଜଣାପଡ଼ିଛି ଯେ ୨୦୨୫ ସୁଦ୍ଧା ଭାରତ ପାଖରେ ସବୁଠୁ ଅଧିକ ଶ୍ରମଶକ୍ତି ଥିବେ।

୧୨. ଭାରତରେ ଆୟୋଜିତ ହେଉଥିବା କୁମ୍ଭମେଳା ହେଉଛି ବିଶ୍ୱର ସବୁଠୁ ବଡ଼ ଶାନ୍ତିପୂର୍ଣ୍ଣ ଜନସମାବେଶ।

୧୩. ଚେସ୍ ଏବେ ଏକ ଲୋକପ୍ରିୟ ଖେଳ। ବିଶ୍ୱକୁ ଏହା ଭାରତର ଅବଦାନ।

୧୪. ଭାରତର ସିଟି ମଣ୍ଟେସୋରି ସ୍କୁଲ୍‌ରେ ସାରା ବିଶ୍ୱରେ ସବୁଠୁ ଅଧିକ ପିଲା ପାଠ ପଢ଼ନ୍ତି। ଏଠାରେ ୪୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ନ୍ତି।

ସୌଜନ୍ୟ- scoopwhoop

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story