ବୟସ ମାନୁନି ଟାଟୁ ବଜାର: ରଙ୍ଗୀନ ହେଉଛି ରାଜଧାନୀର ମନ

ଭୁବନେଶ୍ୱର(ରାକେଶ ମଲ୍ଲିକ): ନିଜକୁ ସଜେଇବାକୁ ସମସ୍ତଙ୍କର ଇଚ୍ଛା। ଏଥିପାଇଁ ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବିଶେଷ କରି ଯୁବପୀଢ଼ିଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିଥାଏ। କିଏ ହେୟାର ଷ୍ଟାଇଲ୍‌ଉପରେ ଗୁରୁତ୍ୱ ଦେଇଥାନ୍ତି ତ ଆଉ କିଏ ଡ୍ରେସ୍‌ଉପରେ। ଏବେ ଆଉ ଏକ ଟ୍ରେଣ୍ଡ ବେଶ ପପୁଲାର ହେବାରେ ଲାଗିଛି। ତାହା ହେଲା ନିଜ ଶରୀରକୁ ବିଭିନ୍ନ ଡିଜାଇନର ଟାଟୁ କାଟିବା ବା ଚିତା କୁଟାଇବା। ରାଜଧାନୀରେ ବଢୁଥିବା ଟାଟୁ ସଉକକୁ […]

spine-tatt0

spine-tatt0

Rakesh Mallick
  • Published: Thursday, 16 March 2017
  • Updated: 17 March 2017, 10:04 AM IST

Sports

Latest News

ଭୁବନେଶ୍ୱର(ରାକେଶ ମଲ୍ଲିକ): ନିଜକୁ ସଜେଇବାକୁ ସମସ୍ତଙ୍କର ଇଚ୍ଛା। ଏଥିପାଇଁ ପ୍ରାୟ ସମସ୍ତେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। ବିଶେଷ କରି ଯୁବପୀଢ଼ିଙ୍କ ମଧ୍ୟରେ ଏହି ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳିଥାଏ। କିଏ ହେୟାର ଷ୍ଟାଇଲ୍‌ଉପରେ ଗୁରୁତ୍ୱ ଦେଇଥାନ୍ତି ତ ଆଉ କିଏ ଡ୍ରେସ୍‌ଉପରେ। ଏବେ ଆଉ ଏକ ଟ୍ରେଣ୍ଡ ବେଶ ପପୁଲାର ହେବାରେ ଲାଗିଛି। ତାହା ହେଲା ନିଜ ଶରୀରକୁ ବିଭିନ୍ନ ଡିଜାଇନର ଟାଟୁ କାଟିବା ବା ଚିତା କୁଟାଇବା। ରାଜଧାନୀରେ ବଢୁଥିବା ଟାଟୁ ସଉକକୁ ନେଇ ଆଜି ଆମର ଏହି ଉପସ୍ଥାପନା।

କଲେଜ ପଢୁଆ ପିଲା ହୁଅନ୍ତୁ ଅବା ଚାକିରି କରିଥିବା ବ୍ୟକ୍ତି ପ୍ରାୟ ସମସ୍ତେ ନିଜ ଶରୀରରେ ଟାଟୁ କରିବାକୁ ପସନ୍ଦ କରିଥାନ୍ତି। ଟାଟୁ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନାହିଁ। ତଥାପି ୧୬ରୁ ୩୦ ବର୍ଷର ଯୁବକ, ଯୁବତୀଙ୍କ ମଧ୍ୟରେ ଟାଟୁ ସଉକ ଅଧିକ ଦେଖିବାକୁ ମିଳୁଛି।

ପୂର୍ବର ପାରମ୍ପରିକ ପଦ୍ଧତି ସ୍ଥାନରେ ଏବେ ମେସିନରେ କରାଯାଉଛି ଟାଟୁ। ପାରମ୍ପରିକ ଉପାୟର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ର ଗ୍ଧରୋଟାରୀଗ୍ଦ।

ସାଧାରଣତଃ ଟାଟୁ କାଟିବା ବେଳେ ମେସିନ ଯେଉଁ ଶଦ୍ଦ କରିଥାଏ ସେଥିରେ ଟାଟୁ କରୁଥିବା ଲୋକ ଡରିଯାଇଥାନ୍ତି। ତେବେ ରୋଟାରୀ ଏପରି ଏକ ମେସିନ ଯେଉଁଥିରେ କୌଣସି ଶଦ୍ଦ ହୋଇ ନ ଥାଏ। ଏହାଦ୍ୱାରା ଟାଟୁ କରିଥିବା ଲୋକେ ଭୟଭୀତ ହୋଇ ନ ଥାନ୍ତି।

ଟାଟୁ କରିବାକୁ ଅନ୍ୟ ଏକ ଆଧୁନିକ ଯନ୍ତ୍ର ହେଉଛି କଏଲ। ତେବେ ଏଥିରେ ଟାଟୁ ବନାଇବା ବେଳେ ଏହା ଶଦ୍ଦ କରିଥାଏ। ଏଥିପାଇଁ ଅଧିକାଂଶ ଏଥିରେ ଟାଟୁ କରିବାକୁ ପସନ୍ଦ କରି ନ ଥାନ୍ତି।

ଟାଟୁର କିଛି ନିର୍ଦ୍ଦିଷ୍ଟ ଡିଜାଇନ୍‌ନାହିଁ। ଯିଏ ଯେଉଁଭଳି ଡିଜାଇନ କହିଥାନ୍ତି ଟାଟୁ ସେଣ୍ଟର ପକ୍ଷରୁ ସେପରି ଡିଜାଇନ କରାଯାଇଥାଏ। କିଛି ଟାଟୁ ସେଣ୍ଟର ନିଜସ୍ୱ ଡିଜାଇନ ପ୍ରସ୍ତୁତ କରି ଗ୍ରାହକଙ୍କୁ ଯୋଗାଇ ଦେଉଥିବା ବେଳେ ଆଉ କିଛି ସେଣ୍ଟରରେ ଗ୍ରାହକଙ୍କ ଡିଜାଇନକୁ ମଡିଫାଏ କରାଯାଇ ଆହୁରି ଅଧିକ ଆକର୍ଷିତ କରାଯାଇଥାଏ।

ଟାଟୁ ବନାଇବାକୁ ନେଇ କିଛି ନିର୍ଦ୍ଦିଷ୍ଟ ପାରିଶ୍ରମିକ ନାହିଁ। ଟାଟୁର ଡିଜାଇନ ଓ ଆକାରକୁ ନେଇ ଅର୍ଥ ଦେବାକୁ ପଡିଥାଏ। କିଛି ଟାଟୁ ସେଣ୍ଟର ସ୍କୋୟାର ଇଞ୍ଚକୁ ୩୦୦ ଟଙ୍କା ନେଉଥିବା ବେଳେ ଆଉ କିଛି ସେଣ୍ଟର ୩୫୦ରୁ ୪୦୦ ଟଙ୍କା ନେଉଛନ୍ତି।

ଟାଟୁ କରିବାକୁ ରାଜଧାନୀରେ ଏକାଧିକ ସେଣ୍ଟର ରହିଛି। ସହିଦ ନଗରରେ ରହିଛି ‘ବି-୨୧ ହେୟାର ବିୟୁଟି ଓ ସ୍ପା’ ସେଣ୍ଟର। ଏଠାରେ ହେୟାର ଷ୍ଟାଇଲଠାରୁ ଆରମ୍ଭ କରି ମେକ୍‌ଅପ, ହେୟାର କଲର ଓ ଟାଟୁ କରାଯାଇଥାଏ। ସେଣ୍ଟରର ଟାଟୁ ଆର୍ଟିଷ୍ଟ ମାଣିକ ଖରା କହିଛନ୍ତି,“ଟାଟୁ କରିବାକୁ ବହୁତ ଗ୍ରାହକ ଆସୁଛନ୍ତି। ତେବେ ଆମେ ପ୍ରଥମେ ସ୍କ୍ରିନ୍‌ଟେଷ୍ଟ କରିଥାଉ। ଟାଟୁ ବନାଇବାକୁ ଯଦି ସ୍ପିନ୍‌ପରଫେକ୍ଟ ନ ଥାଏ ତେବେ ଆମେ ଟାଟୁ ନ ବନାଇବାକୁ ପରାମର୍ଶ ଦେଇଥାଉ। ବିଶେଷ କରି ବୟସ୍କ ଲୋକ, ଡାଏବେଟିସ୍‌ଓ ପ୍ରେଗେନ୍ସି ମହିଳାଙ୍କୁ ଟାଟୁ ବନାଇବା ମନା।”

ସେ କହିଛନ୍ତି,“ଆମେ ନିଜର ଡିଜାଇନ ପ୍ରସ୍ତୁତ କରି ଗ୍ରାହକଙ୍କୁ ଦେଖାଉଛୁ। ଯଦି ଗ୍ରାହକଙ୍କ ପସନ୍ଦ ଆସିଲା ଆମେ ଟାଟୁ ବନାଉଛୁ। କିଛି ଗ୍ରାହକ ଆମ ଡିଜାଇନରେ ନିଜର କିଛି ପସନ୍ଦ ଯୋଡିବାକୁ କହିଥାନ୍ତି। ଗ୍ରାହକଙ୍କ ଆଗ୍ରହ ଦେଖି ଆମେ ତାଙ୍କ ପସନ୍ଦକୁ ଆମ ଡିଜାଇନ୍‌ରେ ଆଡ କରିଥାଉ। ସେହିପରି ଗ୍ରାହକମାନେ ଆଣୁଥିବା ନିଜର ଡିଜାଇନ୍‌ରେ ଆମେ ଟାଟୁ ବନାଇ ଥାଉ। ଆବଶ୍ୟକ ବେଳେ ସେମାନଙ୍କ ଟାଟୁରେ କିଛି ନୂଆ ଆଡ କରିବାକୁ ପରାମର୍ଶ ଦେଇଥାଉ, ଗ୍ରାହକ ଯଦି ଆମ ପରାମର୍ଶ ଗ୍ରହଣ କରନ୍ତି ତେବେ ଆମେ ତାଙ୍କ ଡିଜାଇନ ଓ ଆମ ଡିଜାଇନ ମିଶାଇ ଟାଟୁ ବନାଇଥାଉ।”

ସେହିପରି ସହିଦ ନଗରରେ ଥିବା ‘ଇଙ୍କ ଷ୍ଟୋରେଜ୍‌ ଦ ଟାଟୁ ଷ୍ଟୁଡିଓ’ର ମାଲିକ ଜିତେନ ପାଢୀ କହିଛନ୍ତି,“କଏଲ ମେସିନରେ ଅଧିକ ଶଦ୍ଦ ହେଉଥିବାରୁ ଆମେ ରୋଟାରୀ ମେସିନ ଅଧିକ ବ୍ୟବହାର କରୁଛୁ। ଟାଟୁର କିଛି ନିର୍ଦ୍ଦିଷ୍ଟ ଡିଜାଇନ ନାହିଁ। ଗ୍ରାହକ ଯେପରି ଡିଜାଇନ ନେଇ ଆମ ପାଖକୁ ଆସିଥାନ୍ତି ଆମେ ତାଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଟାଟୁ ବନାଇ ଦେଇଥାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story