ଖାସ୍‌ ମହିଳାଙ୍କ ଖାସ୍‌ କାହାଣୀ: ଏମାନେ ଅପରାଜିତା

ଭୁବନେଶ୍ୱର: ଭାରତ ଏବେ ଏକ ଦ୍ରୁତ ବିକଶିତ ଦେଶ ଭାବେ ଉଭା ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ ବହୁ ଦେଶକୁ ପଛକୁ ପକାଇ ବିଶ୍ୱଶକ୍ତି ହେବା ଆଡକୁ ଗତି କରୁଛି। ସେ ପୁରୁଷ ହୁଅନ୍ତୁ ଅବା ମହିଳା ସବୁ ଭାରତୀୟଙ୍କର ଏଥିରେ ସହଯୋଗ ରହିଛି। ବିଶେଷ କରି ମହିଳାମାନେ ଆଉ ଚାରିକାନ୍ଥର ଘରେ ବାନ୍ଧି ହୋଇ ରହିବା ବଦଳରେ ପୁରୁଷଙ୍କ ଭଳି ସମାନ ଅଧିକାର ଦାବି କରୁଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଏକ ଶୁଭ ଲକ୍ଷଣ। […]

womens_day

womens_day

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 06:31 PM IST

Sports

Latest News

ଭୁବନେଶ୍ୱର: ଭାରତ ଏବେ ଏକ ଦ୍ରୁତ ବିକଶିତ ଦେଶ ଭାବେ ଉଭା ହୋଇଛି। ବିଭିନ୍ନ କ୍ଷେତ୍ରରେ ଭାରତ ବହୁ ଦେଶକୁ ପଛକୁ ପକାଇ ବିଶ୍ୱଶକ୍ତି ହେବା ଆଡକୁ ଗତି କରୁଛି। ସେ ପୁରୁଷ ହୁଅନ୍ତୁ ଅବା ମହିଳା ସବୁ ଭାରତୀୟଙ୍କର ଏଥିରେ ସହଯୋଗ ରହିଛି। ବିଶେଷ କରି ମହିଳାମାନେ ଆଉ ଚାରିକାନ୍ଥର ଘରେ ବାନ୍ଧି ହୋଇ ରହିବା ବଦଳରେ ପୁରୁଷଙ୍କ ଭଳି ସମାନ ଅଧିକାର ଦାବି କରୁଛନ୍ତି। ଯାହା ଦେଶର ଭବିଷ୍ୟତ ପାଇଁ ଏକ ଶୁଭ ଲକ୍ଷଣ।

ତେବେ ଆଜି ବିଶ୍ୱ ମହିଳା ଦିବସ ଅବସରରେ ଏମିତି କିଛି ମହିଳାଙ୍କୁ ମନେ ପକାଇବା ଯେଉଁମାନେ ପୁରୁଷ ପ୍ରଧାନ ଭାରତୀୟ ସମାଜରେ ସବୁ ବାଧାବିଘ୍ନକୁ ଅତିକ୍ରମ କରି ପ୍ରଥମ ମହିଳା ଭାବେ ନିଜ ନାଁ ସ୍ୱର୍ଣ୍ଣ ଅକ୍ଷରରେ ଲେଖି ପାରିଛନ୍ତି।

ଦୁର୍ବା ବାନାର୍ଜୀ: ୧୯୫୬ ମସିହାରେ ଇଣ୍ଡିଆନ ଏୟାରଲାନ୍‌ରେ ପ୍ରଥମ ମହିଳା ବ୍ୟବସାୟୀକ ପାଇଲଟ୍‌ ଭାବେ ଦୁର୍ବା ବାନାର୍ଜୀଙ୍କ ନାମ ରହିଛି। ପିଲାଟେ ଦିନରୁ ଉଡାଜାହାଜ ପ୍ରତି ଓ ଆକାଶରେ ଉଡିବା ପାଇଁ ତାଙ୍କର ଥିଲା ଅହେତୁକ ଆଗ୍ରହ। ଯାହା ତାଙ୍କୁ ପାଇଲଟ୍‌ ଭାବେ କ୍ୟାରିୟର କରିବାକୁ ପ୍ରେରଣା ଯୋଗାଇଥିଲା।

ସୁରେଖା ଶଙ୍କର ଯାଦବ: ଭାରତର ପ୍ରଥମ ମହିଳା ଟ୍ରେନ୍‌ ଡ୍ରାଇଭର (ଲୋକ ପାଇଲଟ) ହେଉଛନ୍ତି ସୁରେଖା ଶଙ୍କର ଯାଦବ। ୧୯୮୮ ମସିହାରେ ସେ ଏହି ଅନନ୍ୟ କୃତିତ୍ୱ ହାସଲ କରିଥିଲେ।

ହୋମାଇ ୱାଇରାବାଲା: ପ୍ରଥମ ଫଟୋ ସାମ୍ବାଦିକ ହେଉଛନ୍ତି ହୋମାଇ ୱାଇରାବାଲା। ୧୯୩୦ ମସିହାରେ ସେ ସାମ୍ବାଦିକତାକୁ କ୍ୟାରିୟର କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଯାଇଥିଲେ।

ଭି. ସରିଥା: ଭି. ସରିଥା ହେଉଛନ୍ତି ଦେଶର ପ୍ରଥମ ବସ୍‌ ଡ୍ରାଇଭର। ୨୦୧୪ରେ ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିସି)ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।

ସେହିପରି ଭାରତର ମିଜାଇଲ ପ୍ରୋଜେକ୍ଟରର ପ୍ରଥମ ମହିଳା ଇଂଜିନିୟର ଭାବେ ଟେସି ଥୋମସ୍‌, ପ୍ରଥମ ୧୦୦ ପ୍ରତିଶତ ଅନ୍ଧ ଆଇଏଫ୍‌ଏସ୍‌ ଭାବେ ବେନୋ ଜେଫିନ୍‌ ଏନ୍‌ଏଲ୍‌, ପ୍ରଥମ ଆଇଏଏସ୍‌ ଅଫିସର ଭାବେ ଇଶା ବସନ୍ତ ଯୋଷୀ ଏବଂ ମାଉଣ୍ଟ ଏଭରେଷ୍ଟ ଚଢିବାରେ ପ୍ରଥମ ମହିଳା ଭାବେ ବଚେନ୍ଦ୍ରୀ ପାଲ ନାଁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story