‘କବର ଶ୍ରେଣୀଗୃହ’- ଦିଆଯାଏ ମରଣ ପୂର୍ବର ଅନୁଭୂତି

ଦିଆଯାଉଛି ମରିବା ପୂର୍ବର ଅନୁଭୂତି। ତାହା ପୁଣି ଶ୍ରେଣୀ ଗୃହରେ। ଶୁଣି ଆଶ୍ଚର୍ଯ୍ୟ ହେଉଥିବେ! କିନ୍ତୁ କଥାଟା ସତ। ଚୀନର ୩୦ ବର୍ଷୀୟା ଲ୍ୟୁ ଖୋଲିଛନ୍ତି ଏମିତି ଏକ ଶ୍ରେଶୀ। ମାନସିକ ସ୍ତରରେ ଚିନ୍ତିତ ମହିଳାଙ୍କ ପାଇଁ ସେ ଖୋଲିଛନ୍ତି ଏହି ଶ୍ରେଣୀ। ଆଉ ତାଙ୍କ ଶ୍ରେଣୀର ନାମ ‘ଗ୍ରେଭ୍ କ୍ଲାସ୍‌ରୁମ୍‌’ ବା ‘କବର ଶ୍ରେଣୀଗୃହ’। ଏଠାରେ ମହିଳାମାନଙ୍କୁ କବରରେ ଶୁଆଇ ଦିଆଯାଏ। ଏଭଳି କରିବା ପଛରେ ଉଦ୍ଦେଶ୍ୟ ହେଉଛି- ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଯେପରି […]

graveclassroom

graveclassroom

Rakesh Mallick
  • Published: Friday, 10 March 2017
  • Updated: 10 March 2017, 12:25 PM IST

ଦିଆଯାଉଛି ମରିବା ପୂର୍ବର ଅନୁଭୂତି। ତାହା ପୁଣି ଶ୍ରେଣୀ ଗୃହରେ। ଶୁଣି ଆଶ୍ଚର୍ଯ୍ୟ ହେଉଥିବେ! କିନ୍ତୁ କଥାଟା ସତ। ଚୀନର ୩୦ ବର୍ଷୀୟା ଲ୍ୟୁ ଖୋଲିଛନ୍ତି ଏମିତି ଏକ ଶ୍ରେଶୀ। ମାନସିକ ସ୍ତରରେ ଚିନ୍ତିତ ମହିଳାଙ୍କ ପାଇଁ ସେ ଖୋଲିଛନ୍ତି ଏହି ଶ୍ରେଣୀ। ଆଉ ତାଙ୍କ ଶ୍ରେଣୀର ନାମ ‘ଗ୍ରେଭ୍ କ୍ଲାସ୍‌ରୁମ୍‌’ ବା ‘କବର ଶ୍ରେଣୀଗୃହ’। ଏଠାରେ ମହିଳାମାନଙ୍କୁ କବରରେ ଶୁଆଇ ଦିଆଯାଏ। ଏଭଳି କରିବା ପଛରେ ଉଦ୍ଦେଶ୍ୟ ହେଉଛି- ଆତ୍ମହତ୍ୟା କରିବା ପୂର୍ବରୁ ଜଣେ ଯେପରି ଅନୁଭବ କରେ ସେମାନଙ୍କ ମନରେ ମଧ୍ୟ ସେଭଳି ଭାବନା ଜାଗ୍ରତ କରାଇବା।

ତେବେ ଏଭଳି ଏକ ଶ୍ରେଣୀ ଗୃହ କରିବାକୁ ଲ୍ୟୁଙ୍କ ମୁଣ୍ଡକୁ କାହିଁକି ଜୁଟିଲା। କଥାଟା ହେଉଛି ଏମିତି। ୩ ବର୍ଷ ତଳେ ଲ୍ୟୁଙ୍କୁ ତାଙ୍କ ସ୍ୱାମୀ ଛାଡ଼ି ଦେଲେ। ଏହା ପରେ ସେ ଆତ୍ମହତ୍ୟା କରିବାକୁ ଚାହିଁଥିଲେ। ପରେ ସେ ଅନୁଭବ କଲେ ଯେ ତାଙ୍କ ଭଳି ଲକ୍ଷ ଲକ୍ଷ ମହିଳା ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି। ଏହା ଚିନ୍ତା କରି କରି କବର ଶ୍ରେଣୀଗୃହ କଥା ତାଙ୍କ ମୁଣ୍ଡକୁ ଆସିଲା। ତାଙ୍କ ଶ୍ରେଣୀଗୃହରେ ୬ଟି କବର ରହିଛି। ମାନସିକ ଚାପରେ ରହିଥିବା ମହିଳାମାନଙ୍କୁ କବର ମଧ୍ୟରେ ଶୁଆଇ ଶିକ୍ଷା ଦିଅନ୍ତି। ସେ ନିଜ ଅନୁଭବରୁ ସେହି ମହିଳାମାନଙ୍କ ଚାପ କମ୍‌ କରିବାକୁ ଚେଷ୍ଟା କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story