୨୬ବର୍ଷ ହେଲାଣି: ବେସାହାରା ରୋଗୀଙ୍କୁ ଖାଇବାକୁ ଦେଉଛନ୍ତି ଏହି ସର୍‌ଦାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁର୍‌ମିତ୍‌ ସିଂ, ପାଟ୍‌ନାର ଜଣେ ରେଡିମେଡ୍‌ ଡ୍ରେସ୍‌ ଦୋକାନି। କିନ୍ତୁ ଆଖପାଖର ଲୋକ ତାଙ୍କୁ ଦୋକାନୀ ଭାବେ ନୁହେଁ, ବରଂ ଜଣେ ଦେବଦୂତ ଭାବେ ଗ୍ରହଣ କରିଛନ୍ତ। କାରଣ ଜାଣି ଆପଣ ବି ଗୁରମିତ୍‌ଙ୍କ ବଦାନ୍ୟତା ପାଇଁ ମଥାନତ କରିବେ। ଆଜି ନୁହେଁ, ଦୀର୍ଘ୨୬ବର୍ଷ ହେବ ଏକ ମହତ୍‌ କାମ ଜାରି ରଖିଛନ୍ତି ଗୁର୍‌ମିତ୍‌। ପ୍ରତିଦିନ ରାତିରେ ସେ ପାଟନା ହସ୍ପିଟାଲରେ ରହୁଥିବା ବେସାହାରା ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି। ପାଟ୍‌ନା ମେଡିକାଲ୍‌ କଲେଜ୍‌ ଆଣ୍ଡ […]

singh800_1474956593_800x420

singh800_1474956593_800x420

Biswobandita Swain
  • Published: Friday, 07 December 2018
  • Updated: 07 December 2018, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁର୍‌ମିତ୍‌ ସିଂ, ପାଟ୍‌ନାର ଜଣେ ରେଡିମେଡ୍‌ ଡ୍ରେସ୍‌ ଦୋକାନି। କିନ୍ତୁ ଆଖପାଖର ଲୋକ ତାଙ୍କୁ ଦୋକାନୀ ଭାବେ ନୁହେଁ, ବରଂ ଜଣେ ଦେବଦୂତ ଭାବେ ଗ୍ରହଣ କରିଛନ୍ତ। କାରଣ ଜାଣି ଆପଣ ବି ଗୁରମିତ୍‌ଙ୍କ ବଦାନ୍ୟତା ପାଇଁ ମଥାନତ କରିବେ। ଆଜି ନୁହେଁ, ଦୀର୍ଘ୨୬ବର୍ଷ ହେବ ଏକ ମହତ୍‌ କାମ ଜାରି ରଖିଛନ୍ତି ଗୁର୍‌ମିତ୍‌। ପ୍ରତିଦିନ ରାତିରେ ସେ ପାଟନା ହସ୍ପିଟାଲରେ ରହୁଥିବା ବେସାହାରା ରୋଗୀଙ୍କୁ ଖାଦ୍ୟ ଯୋଗାଉଛନ୍ତି।

ପାଟ୍‌ନା ମେଡିକାଲ୍‌ କଲେଜ୍‌ ଆଣ୍ଡ ହସ୍ପିଟାଲ୍‌ର ‘ଲାୱାରିସ୍‌’ ୱାର୍ଡ। ଯେଉଁଠି ବେସାହାରା ରୋଗୀମାନେ ରୁହନ୍ତି। ପ୍ରତ୍ୟେକ ଦିନ ରାତି ୯ଟା ହେଲେ ସେଠାକୁ ପହଞ୍ଚି ଯାଆନ୍ତ ଗୁର୍‌ମିତ୍‌। ଆଉ ଚଟାପଟ୍‌ ରୋଗୀଙ୍କୁ ମୁହଁରେ ହସ ଦେବାକୁ ଖାଇବାକୁ ଦିଅନ୍ତି। କେତେବେଳେ ରୋଗୀ ହାତରେ ଖାଆନ୍ତି ତ କେତେବେଳ ରୋଗୀମାନଙ୍କୁ ସେ ନିଜ ହାତରେ ଖୁଆଇ ଦିଅନ୍ତି।

ଗୁର୍‌ମିତ୍‌ଙ୍କୁ ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳେନି। ନିଜ ପଇସାରେ ସେ ରୋଗୀଙ୍କ ପାଇଁ ଖାଇବା କିଣନ୍ତି ଏହଂ ଭିନ୍ନକ୍ଷମ ରୋଗୀଙ୍କୁ ସେଠାକୁ ଯାଇ ଖୁଆଇ ଦିଅନ୍ତି।

କେବଳ ଏତିକି ନୁହେଁ, କୌଣସି ରୋଗୀର ଦେହ ଖରାପ ହେଲେ ଗୁର୍‌ମିତ୍‌ ହସ୍ପିଟାଲରେ ରହି ତାଙ୍କ ସେବା ମଧ୍ୟ କରନ୍ତି। ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ରକ୍ତଦାନ ବି କରନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ମଧ୍ୟରୁ କିଛି ରୋଗୀ କୁହନ୍ତି, ଯଦି ଏହି ସରଦାର ନ ଥାନ୍ତେ ତେବେ ସେମାନେ କେବେଠୁ ମରି ଯାଇଥାନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story