ଶିରୋନାମା ପଢ଼ି ଆପଣମାନଙ୍କ ଉତ୍ସୁକତା ବଢ଼ି ଯିବଣି! ଆମେ ଆପଣମାନଙ୍କୁ ଆଉ ଅଧିକ ସସ୍ପେନ୍ସରେ ନ ରଖି କହି ରଖୁଛୁ ଯେ ଗୁଜରାଟର କଷ୍ଟଭଞ୍ଜନ ମନ୍ଦିରରେ ବିକ୍ରି ହେଉଛି ପେନ୍। ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଏହି ପେନ୍ ପିଲାମାନଙ୍କୁ ପରୀକ୍ଷା ପାସ୍ କରିବାରେ ସହାୟକ ହେବ। ଯଦି କୌଣସି ଛାତ୍ର ପରୀକ୍ଷାରେ ଫେଲ୍ ହୋଇଯାଆନ୍ତି ତା’ହେଲେ ପେନ୍ର କିଣା ମୂଲ୍ୟ ତାଙ୍କୁ ଫେରାଇ ଦିଆଯିବ। ପେନ୍ଟିର ଦାମ୍ କେତେ ଜାଣିଛନ୍ତି? ପୂରା ୧୯୦୦ ଟଙ୍କା। ପେନ୍ କିଣିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ଏକ ହାତଲେଖା ବିଲ୍ ମଧ୍ୟ ଦେଉଛନ୍ତି। ଆଉ ଏଥିରେ ଲେଖା ଅଛି- ହନୁମାନ ସରସ୍ୱତୀ ଯଜ୍ଞରୁ ମିଳିଥିବା ଦେବ ଶକ୍ତିରେ ଏହି ପେନ୍କୁ ତିଆରି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।
Interview
କାହିଁକି ବାବାଙ୍କୁ ଛୁଇଁ ପାରିନି ରୋଗ?
ବାବା ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଥିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
Special
ଅମଳ ବେଳେ ଉତ୍ପାତ କରୁଛନ୍ତି ବାର୍ହା, ହାତୀ; ଚିନ୍ତାରେ କନ୍ଦମୂଳ ଚାଷୀ
ଢେଙ୍କାନାଳ କନ୍ଦମୂଳ ସ୍ୱାଦ ଓ ଚାହିଦା ମଧ୍ୟ ଭଲ ରହିଛି। ଏଠାରୁ ଅମଳ ହେଉଥିବା କନ୍ଦମୂଳ ଶ୍ରୀକ୍ଷେତ୍ର ଯାଉଛି। କୁହାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦରେ ଢେଙ୍କାନାଳ କନ୍ଦମୂଳ ଲାଗି ହେଉଛି।
Special
୧୯୭୧ ଯୁଦ୍ଧରେ ଧୂଳି ଚାଟିଥିଲା ପାକିସ୍ତାନ; ଅନୁଭୂତି ବଖାଣିଲେ ଓଡ଼ିଆ ନୌବୀର
ଡିସେମ୍ବର ୪ ତାରିଖ ରାତିରେ ଧୂଳିସାତ୍ ହୋଇଥିଲା କରାଚୀ ବନ୍ଦର। ଶତ୍ରୁ ଛାତିରେ ତାଣ୍ଡବ ରଚିଥିଲା ଭାରତୀୟ ନୌସେନା। ନିଜ ଅନୁଭୂତି ବଖାଣିଲେ 'ଅପରେସନ୍ ଟ୍ରାଇଡେଣ୍ଟ'ରେ ସାମିଲ ଓଡ଼ିଆ ନୌବୀର।