ଛାତ୍ରଛାତ୍ରୀଙ୍କୁ ମନ୍ଦିର ବିକୁଛି ପେନ୍‌, ଫେଲ୍‌ ହେଲେ ଟଙ୍କା ଫେରସ୍ତ

ଶିରୋନାମା ପଢ଼ି ଆପଣମାନଙ୍କ ଉତ୍ସୁକତା ବଢ଼ି ଯିବଣି! ଆମେ ଆପଣମାନଙ୍କୁ ଆଉ ଅଧିକ ସସ୍‌ପେନ୍ସରେ ନ ରଖି କହି ରଖୁଛୁ ଯେ ଗୁଜରାଟର କଷ୍ଟଭଞ୍ଜନ ମନ୍ଦିରରେ ବିକ୍ରି ହେଉଛି ପେନ୍। ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଏହି ପେନ୍ ପିଲାମାନଙ୍କୁ ପରୀକ୍ଷା ପାସ୍ କରିବାରେ ସହାୟକ ହେବ। ଯଦି କୌଣସି ଛାତ୍ର ପରୀକ୍ଷାରେ ଫେଲ୍ ହୋଇଯାଆନ୍ତି ତା’ହେଲେ ପେନ୍‌ର କିଣା ମୂଲ୍ୟ ତାଙ୍କୁ ଫେରାଇ ଦିଆଯିବ। ପେନ୍‌ଟିର ଦାମ୍ କେତେ ଜାଣିଛନ୍ତି? ପୂରା ୧୯୦୦ ଟଙ୍କା। […]

pen

pen

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 12:45 PM IST

Sports

Latest News

ଶିରୋନାମା ପଢ଼ି ଆପଣମାନଙ୍କ ଉତ୍ସୁକତା ବଢ଼ି ଯିବଣି! ଆମେ ଆପଣମାନଙ୍କୁ ଆଉ ଅଧିକ ସସ୍‌ପେନ୍ସରେ ନ ରଖି କହି ରଖୁଛୁ ଯେ ଗୁଜରାଟର କଷ୍ଟଭଞ୍ଜନ ମନ୍ଦିରରେ ବିକ୍ରି ହେଉଛି ପେନ୍। ମନ୍ଦିର କର୍ତ୍ତୃପକ୍ଷ ଦାବି କରିଛନ୍ତି ଯେ ଏହି ପେନ୍ ପିଲାମାନଙ୍କୁ ପରୀକ୍ଷା ପାସ୍ କରିବାରେ ସହାୟକ ହେବ। ଯଦି କୌଣସି ଛାତ୍ର ପରୀକ୍ଷାରେ ଫେଲ୍ ହୋଇଯାଆନ୍ତି ତା’ହେଲେ ପେନ୍‌ର କିଣା ମୂଲ୍ୟ ତାଙ୍କୁ ଫେରାଇ ଦିଆଯିବ। ପେନ୍‌ଟିର ଦାମ୍ କେତେ ଜାଣିଛନ୍ତି? ପୂରା ୧୯୦୦ ଟଙ୍କା। ପେନ୍ କିଣିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ଏକ ହାତଲେଖା ବିଲ୍ ମଧ୍ୟ ଦେଉଛନ୍ତି। ଆଉ ଏଥିରେ ଲେଖା ଅଛି- ହନୁମାନ ସରସ୍ୱତୀ ଯଜ୍ଞରୁ ମିଳିଥିବା ଦେବ ଶକ୍ତିରେ ଏହି ପେନ୍‌କୁ ତିଆରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story