ରାଜକୁମାରୀ ବିକ୍ରି କରୁଛନ୍ତି ଚା’, ପକୋଡ଼ି

ଇତିହାସ କହେ ମୋଗଲ ଶାସନ କାଳରେ ଭାରତ ସମୃଦ୍ଧିଶାଳୀ ଥିଲା। ତେବେ ରାଜରାଜୁଡ଼ା ଗଲା ପରେ ସେହି ମୋଗଲ ଦାୟାଦମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଏବେ ଆଦୌ ସମୃଦ୍ଧ ନୁହେଁ। ଏମିତିକି କିଛି ଉତ୍ତରାଧିକାରୀ ଏବେ ପେଟପୋଷିବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁଲତାନ ବେଗମ୍। ସେ ହେଉଛନ୍ତି ଭାରତର ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ଅଣ ନାତୁଣୀ ବୋହୂ। ଏବେ ସେ କୋଲକାତାର ଏକ ବସ୍ତିରେ ଦୁଇଟି ବଖରା […]

sultan

sultan

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 12:24 PM IST

Sports

Latest News

ଇତିହାସ କହେ ମୋଗଲ ଶାସନ କାଳରେ ଭାରତ ସମୃଦ୍ଧିଶାଳୀ ଥିଲା। ତେବେ ରାଜରାଜୁଡ଼ା ଗଲା ପରେ ସେହି ମୋଗଲ ଦାୟାଦମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଏବେ ଆଦୌ ସମୃଦ୍ଧ ନୁହେଁ। ଏମିତିକି କିଛି ଉତ୍ତରାଧିକାରୀ ଏବେ ପେଟପୋଷିବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୁଲତାନ ବେଗମ୍। ସେ ହେଉଛନ୍ତି ଭାରତର ଶେଷ ମୋଗଲ ସମ୍ରାଟ ବାହାଦୂର ଶାହ ଜାଫରଙ୍କ ଅଣ ନାତୁଣୀ ବୋହୂ। ଏବେ ସେ କୋଲକାତାର ଏକ ବସ୍ତିରେ ଦୁଇଟି ବଖରା ବିଶିଷ୍ଟ ଘରେ ରହୁଛନ୍ତି। ୬ ନାତିନାତୁଣୀଙ୍କ ଯତ୍ନ ନେଉଛନ୍ତି। ରାସ୍ତାରେ ସର୍ବସାଧାରଣଙ୍କ ପାଇଁ ଲାଗିଥିବା ଟ୍ୟାପ୍‌ ତଳେ ବାସନ ଓ ଲୁଗାପଟା ସଫା କରୁଛନ୍ତି। ୨୦୦୩ରେ ସରକାର ତାଙ୍କୁ ଏକ ଘର ଦେଇଥିଲେ। କିନ୍ତୁ ସ୍ଥାନୀୟ ଗୁଣ୍ଡାମାନେ ତାଙ୍କୁ ସେଠାରୁ ବେଦଖଲ କରି ଦେଲେ।

ସେ ମାତ୍ର ୬୦୦୦ ଟଙ୍କା ପେନ୍‌ସନ୍ ପାଉଛନ୍ତି। ଏତିକିରେ ତାଙ୍କ ପରିବାର ଚଳିପାରୁନି। ସେଥିପାଇଁ ସେ ଏକ ଜଳଖିଆ ଦୋକାନ ଦେଇଛନ୍ତି। ଏଥିରେ ସେ ଚା, ସିଙ୍ଗଡ଼ା, ଆଳୁଚପ୍ ଓ ପକୋଡ଼ି ବିକୁଛନ୍ତି।

ସୁଲତାନ୍ ବେଗମ୍ କହିଛନ୍ତି ଯେ ସରକାର ତାଙ୍କ ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ ତାଜ ମହଲ ଓ ଲାଲ କୀଲ୍ଲାରୁ ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। କିନ୍ତୁ ସେ ଦାରିଦ୍ର୍ୟ ଜୀବନ ବିତାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story