ବିଦେଶରେ ଜମୁଛି ‘ଯୋଗ’ ବେପାର: ଚୀନରେ ମାଲାମାଲ୍ ଭାରତୀୟ ପ୍ରଶିକ୍ଷକ

ନୂଆଦିଲ୍ଲୀ: ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମାନବ ସମାଜ ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ।  ଏବେ ସମଗ୍ର ବିଶ୍ୱ ଯୋଗର ଉପକାରୀତାକୁ ବୁଝିଲା ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି। ଭାରତର ଯୋଗ ରାଜଧାନୀ କୁହାଯାଉଥିବା ରିଷିକେଶରେ ଯେ।ଗର ପ୍ରଚାର ପ୍ରସାର ଶୀର୍ଷରେ ପହଞ୍ଚିଛି। ଭାରତର ବହୁ ଯୋଗ ପ୍ରଶିକ୍ଷକ  ଦକ୍ଷିଣ ପୂର୍ବ ଏସିଆ ସହ ଚାଇନାରେ ମଧ୍ୟ ଯାଇ ଯୋଗ ଶିକ୍ଷା ପ୍ରଦାନ କରୁ ଆସୁଛନ୍ତି। ବର୍ତ୍ତମାନ ପାଖାପାଖି ୧୫୦୦ ଭାରତୀୟ  ଯୋଗ ପ୍ରଶିକ୍ଷକ ଏବେ […]

yoga

yoga

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 05:58 PM IST

Sports

Latest News

ନୂଆଦିଲ୍ଲୀ: ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ମାନବ ସମାଜ ପାଇଁ ଯୋଗ ନିତ୍ୟାନ୍ତ ଆବଶ୍ୟକ।  ଏବେ ସମଗ୍ର ବିଶ୍ୱ ଯୋଗର ଉପକାରୀତାକୁ ବୁଝିଲା ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି। ଭାରତର ଯୋଗ ରାଜଧାନୀ କୁହାଯାଉଥିବା ରିଷିକେଶରେ ଯେ।ଗର ପ୍ରଚାର ପ୍ରସାର ଶୀର୍ଷରେ ପହଞ୍ଚିଛି।

ଭାରତର ବହୁ ଯୋଗ ପ୍ରଶିକ୍ଷକ  ଦକ୍ଷିଣ ପୂର୍ବ ଏସିଆ ସହ ଚାଇନାରେ ମଧ୍ୟ ଯାଇ ଯୋଗ ଶିକ୍ଷା ପ୍ରଦାନ କରୁ ଆସୁଛନ୍ତି। ବର୍ତ୍ତମାନ ପାଖାପାଖି ୧୫୦୦ ଭାରତୀୟ  ଯୋଗ ପ୍ରଶିକ୍ଷକ ଏବେ ଚୀନ୍‌ରେ ଯୋଗ ଶିକ୍ଷା ପ୍ରଦାନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୭୦ରୁ ୮୦ ପ୍ରତିଶତ ପ୍ରଶିକ୍ଷକ ରିଷିକେଶ ଓ ହରିଦ୍ୱାର ଅଞ୍ଚରୁ ଯାଇ ସେଠାରେ ସ୍କୁଲ୍‌ଗୁଡ଼ିକରେ ଯୋଗ ଶିଖାଉଛନ୍ତି।

ଆଶିଷ ବହୁଗୁଣା ନାମକ ଜଣେ ଭାରତୀୟ ଯୋଗ ପ୍ରଶିକ୍ଷକ ଚୀନ୍‌ରେ ୧୦ ବର୍ଷରୁ ଅଧିକ ସମୟ ଧରି ଯୋଗ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ତାଙ୍କୁ ଗତବର୍ଷ ଚୀନ୍ ପକ୍ଷରୁ ସବୁଠୁ ସୁନ୍ଦର ଯୋଗ ପ୍ରଶିକ୍ଷକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି।  ବର୍ତ୍ତମାନ ଚୀନ୍‌ରେ ଲେ।କମାନେ ଯେ।ଗ ଉପରେ ଅଧିକ ଧ୍ୟାନ ଦେଉଥିବା ଲକ୍ଷ୍ୟ କରାଯାଇଛି ।

ଏକ ସର୍ଭେରୁ ଜଣାପଡିଛି ଯେ ବେଜିଂରେ ୨୦୦୯ରେ ୪ ନିୟୁତ ଲୋକ ଯୋଗସହ ଜଡ଼ିତ ଥିବା ବେଳେ ୨୦୧୪ରେ ଏହା ବୃଦ୍ଧି ପାଇ ୧୦ ନିୟୁତ ହେ।ଇଯାଇଛି ।

ରିଷିକେଶର ଆଉ ଜଣେ ଯେ।ଗ ପ୍ରଶିକ୍ଷକ ହେଲେ ମୋହନ ଭଣ୍ଡାରୀ ଯିଏକି ପ୍ରଥମେ  ଯୋଗଗୁରୁ ଭାବେ ଚୀନ୍‌ ଯାଇ ଶିକ୍ଷା ପ୍ରଦାନ କରିଆସୁଛନ୍ତି । ସେ ୨୦୦୩ରୁ ଯାଇ ଚୀନ୍‌ରେ ଯେ।ଗ ଶିକ୍ଷା ଦେଇ ଆସୁଛନ୍ତି । ଏବେ ସେ ସେଠାରେ ଏକ ଯେ।ଗ ସ୍କୁଲ ଖେ।ଲି ପାଖାପାଖି ୯ହଜାର ଛାତ୍ରଙ୍କୁ  ଯୋଗଶିକ୍ଷା ପ୍ରଦାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story