APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ସରକାରଙ୍କ ୧୦୦ ଦିନର ହିସାବ ଦେଲେ, ୫ ବର୍ଷର ରୋଡମ୍ୟାପ୍ ରଖିଲେ ମୁଖ୍ୟମନ୍ତ୍ରୀ
Thursday, 19 September 2024
ମୋହନ ସରକାରରେ ପ୍ରଥମ: ଦୁର୍ନୀତିଗ୍ରସ୍ତ ବରିଷ୍ଠ ରାଜସ୍ୱ ସହାୟକ ବରଖାସ୍ତ
Thursday, 19 September 2024
୨୧ ପର୍ଯ୍ୟନ୍ତ ଗୁଡ଼ୁପୋଖରୀ ବଜାରରେ BNSS ୧୬୩ ଧାରା
Thursday, 19 September 2024
ବିପଦ ସଙ୍କେତ ଊର୍ଦ୍ଧ୍ୱରେ ସୁବର୍ଣ୍ଣରେଖା: ବାଲେଶ୍ୱର ଜିଲ୍ଲାରେ ଆଉ ୯୩୪୪ ଜଣ ଲୋକଙ୍କୁ ସ୍ଥାନାନ୍ତର
Thursday, 19 September 2024
କାହିଁକି ଜୀବନ ହାରିଲେ ଫରେଷ୍ଟର? ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
Thursday, 19 September 2024
ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା; କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ
Thursday, 19 September 2024
Politics News Updates
Politics
ବନ୍ୟା ନିୟନ୍ତ୍ରଣ ନେଇ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସୂଚନା: ତେଲ୍ ଓ ହାତୀ ନଦୀ ପାଣି ପାଇଁ ମହାନଦୀରେ ବନ୍ୟା ଆସିଛି, ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି, ହୀରାକୁଦ ଜଳସ୍ତର ବଢୁଛି, ଦିନ ୧୨ଟା ସୁଦ୍ଧା ଜଳସ୍ତର ୬୧୮.୫୩ ଫୁଟ୍ ରହିଛି
Monday, 23 July 2018
Politics
ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା ପରେ ଜଳ ସଂପଦ ସଚିବଙ୍କ ସୂଚନା: ଆଜି ଦିନ ୩ଟା ସୁଦ୍ଧା ମୁଣ୍ଡଳିରେ ୭.୫ ଲକ୍ଷ କ୍ୟୁସେକ୍ ପାଣି ଯିବ, ଜଳ ପ୍ରବାହ ଦ୍ୱାରା କ୍ଷୁଦ୍ର/ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି
Monday, 23 July 2018
Politics
ମାଛରେ ଫର୍ମାଲିନ୍ ନାହିଁ ବୋଲି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ: ୨୦ଟି ଜିଲ୍ଲାରୁ ୧୩୭ଟି ମାଛ ନମୂନା ସଂଗ୍ରହ ହୋଇଛି, ୮୯ଟି ନମୂନାର ପରୀକ୍ଷା ସରିଛି, ଫର୍ମାଲିନ୍ ନାହିଁ, ଅଯଥା ଆତଙ୍କିତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ
Monday, 23 July 2018
Politics
ଛତ୍ରପୁର: ଋଷିକୁଲ୍ୟା ନଦୀରେ ଭାସିଗଲେ ୧୦ରୁ ଅଧିକ କୃଷ୍ଣସାର ମୃଗ; ହଠାତ୍ ପାଣି ମାଡ଼ି ଆସିବାରୁ ବିଲରେ ଥିବା ମୃଗ ଭାସିଗଲେ
Monday, 23 July 2018
Politics
ଭୁବନେଶ୍ୱର: ଦୟା ନଦୀ କୂଳ ଲଙ୍ଘିଲା; ୩୦ ଗାଁ ପାଣି ଘେରରେ, ଜଟଣୀ ବ୍ଳକ୍ ପାଣ୍ଡିଆବିଲର ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ସ୍ଥାୟୀ ବ୍ୟବସ୍ଥା ଦାବିରେ ଜଟଣୀ-କଣାସ ରାସ୍ତା ଅବରୋଧ
Monday, 23 July 2018
Politics
ବନ୍ୟା ମୁକାବିଲା ନେଇ ଆଜି ଦିନ ୧୨ଟା ୧୫ରେ ସଚିବାଳୟରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Monday, 23 July 2018
Politics
ମହାନଦୀରେ ମଧ୍ୟମ ଧରଣର ବନ୍ୟା ନେଇ SRCଙ୍କ ସୂଚନା: ଦୁଇଦିନର ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି, ମୁଣ୍ଡଳିଠାରେ ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେବ, ଏଥିପାଇଁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି
Monday, 23 July 2018
Politics
ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ, ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଛୁଇଁଛି, ଧାନମଣ୍ଡଳ ଓ ଭଣ୍ଡାରୀପୋଖରୀ ଅଞ୍ଚଳ ପ୍ରଭାବିତ ହୋଇପାରେ,୮ରୁ ୯ଟି ପଞ୍ଚାୟତ ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି
Monday, 23 July 2018
Politics
ସମ୍ଭାବ୍ୟ ବନ୍ୟାକୁ ନେଇ ବନ୍ୟା ନିୟନ୍ତ୍ରଣ ସେଲ୍ର ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା: ମୁଣ୍ଡଳିରେ ଜଳସ୍ତର ବଢ଼ିଛି, ୭ ଲକ୍ଷ ୧୧ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି, ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି, ନଦୀକୂଳିଆ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୁହାଯାଇଛି
Monday, 23 July 2018
Politics
ଭଦ୍ରକ: ବଢ଼ି ଚାଲିଛି ବୈତରଣୀ ନଦୀର ଜଳସ୍ତର; ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ରହିଛି , ଜଳସ୍ତର ରହିଛି ୧୭.୮୦ ମିଟର
Monday, 23 July 2018
Politics
କଟକ: ମୁଣ୍ଡଳି ଠାରେ ବୃଦ୍ଧି ପାଉଛି ମହାନଦୀର ଜଳସ୍ତର; ଦିନ ୧୦ଟା ସୁଦ୍ଧା ସେକେଣ୍ଡକୁ ୭ ଲକ୍ଷ ୧୧ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଛି, ଜଳସ୍ତର ୯୦.୧ ଫୁଟ୍ ରହିଛି
Monday, 23 July 2018
Politics
ରାଉରକେଲା: ଗୋରୁ ଚାଲାଣକୁ କେନ୍ଦ୍ର କରି ଗୁଳିମାଡ଼; ୩ ଆହତ, ଆହତଙ୍କୁ ଝାଡ଼ଖଣ୍ଡ ସିମଡେଗା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି
Monday, 23 July 2018
Politics
ବାଙ୍କି: ସିମିଳପୁର-ବିଲିପଡ଼ା ରାସ୍ତାର କଣିଆନାଳ ନିକଟ ପୋଲ ଉପରେ ବନ୍ୟାଜଳ; ଯାତାୟାତ ବାଧାପ୍ରାପ୍ତ
Monday, 23 July 2018
Politics
ନରସିଂହପୁର: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ; ମା’ଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କଲା ଦେବତ୍ତୋର ବିଭାଗ
Monday, 23 July 2018
Politics
ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବଢୁଛି; ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁଯାୟୀ, ସକାଳ ୬ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର ୬୧୫ ଫୁଟ୍ ରହିଛି, ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି, ଆସନ୍ତାକାଲି ଜଳ ଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ
Monday, 23 July 2018
First
Prev
1429
1430
1431
1432
1433
1434
1435
1436
1437
1438
1439
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.