APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
ସହିଦ ଜବାର ଓ ପ୍ରତ୍ୟାଶା ପାଇବେ ଓସ୍ଜା ବାର୍ଷିକ ପୁରସ୍କାର
ଖେଳ
10 January 2025
ସ୍ମୃତି ମନ୍ଧାନାଙ୍କ ନାଁରେ ଯୋଡ଼ି ହେଲା ଏମିତି ରେକର୍ଡ
କ୍ରିକେଟ୍
10 January 2025
ହିନ୍ଦୀ ଆମର ରାଷ୍ଟ୍ରୀୟ ଭାଷା ନୁହେଁ: ଚର୍ଚ୍ଚାରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବୟାନ
କ୍ରିକେଟ୍
10 January 2025
Latest News
୨୦୨୬ କୋଟି କ୍ଷତି ସହିଛି ଦିଲ୍ଲୀ: ବିଜେପି ଟାର୍ଗେଟରେ ଆପ୍
Saturday, 11 January 2025
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
Saturday, 11 January 2025
ସାଙ୍ଘାତିକ ଅଭିଯୋଗ: ୫ ବର୍ଷ ଯାଏ ୬୪ ଜଣ ମୋର ଯୌନ ଶୋଷଣ କରିଛନ୍ତି
Saturday, 11 January 2025
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
Saturday, 11 January 2025
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
Saturday, 11 January 2025
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
Saturday, 11 January 2025
Politics News Updates
Politics
ଭୁବନେଶ୍ୱର ବୁଦ୍ଧନଗର ଅଞ୍ଚଳରେ ହତ୍ୟାକାଣ୍ଡ: ଏକ ଘରୋଇ ସଂସ୍ଥାର ଅଫିସ୍ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର; ମୃତକ ଜଣେ ମେରାଇନ୍ ଇଂଜିନିୟର, ନାଁ ବୈଜୟନ୍ତ ପ୍ରସାଦ ମହାନ୍ତି, ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ, ଲକ୍ଷ୍ମୀସାଗର ପୋଲିସ ଦ୍ୱାରା ଜଣେ ଯୁବକ ଓ ଯୁବତୀ ଅଟକ
Thursday, 28 June 2018
Politics
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଚାଲିଛି ଶ୍ରୀଜିଉଙ୍କ ଧାଡ଼ି ପହଣ୍ଡି,୧୦୮ କୁମ୍ଭ ସୁବସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ; ମହାପ୍ରଭୁ ଜଗନ୍ନାଥ ୩୫, ବଳଭଦ୍ର ୩୩ ଓ ମା’ ସୁଭଦ୍ରା ୨୨ ଗରା ଜଳରେ ସ୍ନାନ କରିବେ
Thursday, 28 June 2018
Politics
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ଶ୍ରୀଜିଉଙ୍କ ସ୍ନାନ ଉତ୍ସବ, ସ୍ନାନମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୁରତି
Thursday, 28 June 2018
Politics
କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଲେ,ଜଳ ନିଷ୍କାସନ ପାଇଁ ସହରରେ ୧୪୦ଟି ପମ୍ପ୍ କାର୍ଯ୍ୟକ୍ଷମ ଅଛି, ଆଉ ୨ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ ଲାଗି ବ୍ୟବସ୍ଥା ହେଉଛି, ଆଜି ସନ୍ଧ୍ୟା ସୁଦ୍ଧା ସହରରୁ ଜଳ ନିଷ୍କାସିତ ହୋଇଯିବା ସମ୍ଭାବନା
Wednesday, 27 June 2018
Politics
ବର୍ଷା ଯୋଗୁଁ ସୂର୍ଯ୍ୟ ମନ୍ଦିର ପରିସରରେ ପାଣି; ପର୍ଯ୍ୟଟକ ହନ୍ତସନ୍ତ,ପାଣି ନିଷ୍କାସନ ପାଇଁ ଥିବା ୨ଟି ମୋଟରରୁ ଗୋଟିଏ ଅଚଳ
Wednesday, 27 June 2018
Politics
ଥେରୁବାଲି ଇମ୍ଫା ଆଗରେ ପୁଣି ଆନ୍ଦୋଳନକୁ ଦୁଃଖଦାୟକ କହିଲେ ଇମ୍ଫା କର୍ତ୍ତୃପକ୍ଷ;କହିଲେ,ସ୍ଥାନୀୟ ଲୋକଙ୍କ ସମସ୍ତ ଦାବି ପୂରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି,ଲୋକେ ଦାବି କରୁଥିବା ଆମ୍ବୁଲାନ୍ସ ବୁକ୍ ହୋଇସାରିଛି, କିଛି ଗାଁର ଆଲୋକୀକରଣ ବ୍ୟବସ୍ଥା ପାଇଁ ସାମଗ୍ରୀ ପହଞ୍ଚି ସାରିଛି, ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା ପରେ ଆଲୋକୀକରଣ କାମ ହେବ
Wednesday, 27 June 2018
Politics
ଡିଏମ୍ଏଫ୍ ପ୍ରସଙ୍ଗରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ: କହିଲେ-ଏଭଳି ଫଣ୍ଡାର କ’ଣ ଆବଶ୍ୟକ ରହିଛି, ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡର ୯୦ ପ୍ରତିଶତ ଖର୍ଚ୍ଚ କରାଯାଉନାହିଁ, ଖଣିଅଞ୍ଚଳ ପ୍ରଭାବିତ ଲୋକଙ୍କ ପାଇଁ କଲ୍ୟାଣମୂଳକ କାମ କରାଯାଉନି
Wednesday, 27 June 2018
Politics
ସମ୍ବଲପୁର: ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଆଜି ହୀରକୁଦ ବନ୍ଦ ଡାକରା, ଗତକାଲି ଦୁର୍ଗା ମନ୍ଦିର ଛକରେ ଡମ୍ପର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା
Wednesday, 27 June 2018
Politics
ବାରିପଦା: ବାରମ୍ବାର ଫୋନ୍ କରିବା ପରେ ବି ଆସିଲାନି ୧୦୨ ଆମ୍ବୁଲାନ୍ସ, ଡାକ୍ତରଖାନା ଅାସିବା ବେଳେ ଅଟୋରେ ପ୍ରସବ କଲେ ମହିଳା; ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଫୁଲବାଡ଼ିଆ ଗାଁର ଘଟଣା, ମାଆ, ନବଜାତ ଶିଶୁ ସୁସ୍ଥ; ବାରମାଇଲି ଡାକ୍ତରଖାନାରେ ଭର୍ତ୍ତି
Tuesday, 26 June 2018
Politics
ଜିଲ୍ଲା ଓ ଜୋନ୍ କମିଟି ଘୋଷଣା ପୂର୍ବରୁ ପିସିସିର ଗୁରୁତ୍ୱପୂର୍ଣ୍ଣ ବୈଠକ: ସଭାପତି ନିରଞ୍ଜନ ପଟ୍ଟନାୟକ, AICC ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଓ ପିସିସିର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ; ବୈଠକରେ ନୂଆ କମିଟି ଗଠନ ନେଇ ଆଲୋଚନା ସମ୍ଭାବନା
Tuesday, 26 June 2018
Politics
ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ଜାମିନ: ଅନ୍ତରୀଣ ଜାମିନର ସର୍ତ୍ତ ଆଧାରରେ ଜାମିନ ମଂଜୁର
Tuesday, 26 June 2018
Politics
କଟକ: ଏସସିବି କାଜୁଆଲଟି ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟଣା; ଏସସିବି ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ, ସମସ୍ତ ବିଭାଗର ଏଚଓଡି, ସମସ୍ତ ଆଇସିୟୁ ଇନଚାର୍ଜ,PWD, ମେଡିକାଲ ଫାୟାର ଓ ବିଦ୍ୟୁତ ବିଭାଗ କର୍ମଚାରୀ ଉପସ୍ଥିତ
Tuesday, 26 June 2018
Politics
ରାଜ୍ୟର ବିଭିନ୍ନ ସହରରେ ମାତିଲେ ଏଟିଏମ୍ ଲୁଟେରା: ବ୍ରହ୍ମପୁରରେ ଗୋଟିଏ ରାତିରେ ୩ଟି SBI ATMରୁ ଲୁଟ୍ ଉଦ୍ୟମ; ହଳଦିଆପଦର SBI ATMରୁ ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଲେ, ରାଉରକେଲା କୁଆଁରମୁଣ୍ଡା SBI ଏଟିଏମ୍ରୁ ମଧ୍ୟ ଲୁଟ୍ ସୂଚନା
Tuesday, 26 June 2018
Politics
ଏୟାରପୋର୍ଟ ରନୱେକୁ ସନ୍ଦିଗ୍ଧ ଯୁବକ ପଶିଯିବା ଘଟଣା: ଅଟକ ସନ୍ଦିଗ୍ଧ ଯୁବକଙ୍କ ପରିଚୟ ଜାଣିଲା ପୋଲିସ; ଡୁମୁଡୁମା ଅଞ୍ଚଳର କ୍ରିଷ୍ଣା ରାଉତ, ବାପା ସତ୍ୟପ୍ରିୟ ରାଉତ, କ୍ରିଷ୍ଣାଙ୍କର ମାନସିକ ବିକୃତି ଥିବା ବାପା ସତ୍ୟପ୍ରିୟଙ୍କ ସୂଚନା
Tuesday, 26 June 2018
Politics
ଭୁବନେଶ୍ୱର: ସରିଲା ପ୍ରଥମ ପର୍ଯ୍ୟାୟ ମେଡିକାଲ ନାମଲେଖା ପଞ୍ଜୀକରଣ; ଆଜିଠୁ ୨୯ ଯାଏଁ ୧୨ଟି ନୋଡାଲ ସେଣ୍ଟରରେ ଡକ୍ୟୁମେଣ୍ଟ ଯାଞ୍ଚ, ୩୦ ତାରିଖରେ ପ୍ରକାଶ ପାଇବ ଷ୍ଟେଟ୍ ମେରିଟ୍ ଲିଷ୍ଟ
Tuesday, 26 June 2018
First
Prev
1503
1504
1505
1506
1507
1508
1509
1510
1511
1512
1513
Next
Last
Trending
କିଛି କାମ କରୁନାହାନ୍ତି, କିନ୍ତୁ ବର୍ଷକୁ ଅର୍ଜୁଛନ୍ତି ୬୯ ଲକ୍ଷ
ଭାଇରାଲ୍
09 January 2025
ଜୀଇଁଛି…ମାଲ୍ ମାରିକି ଶୋଇଛି
ଭାଇରାଲ୍
02 January 2025
ଶୀତ ରାତିରେ ପ୍ଲାଟଫର୍ମରେ ଶୋଇଥିଲେ ଲୋକେ, ପାଣି ମାଡ଼ କଲେ ସଫେଇ କର୍ମଚାରୀ
ଭାଇରାଲ୍
29 December 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2025 - Odisha Reporter. All Rights Reserved.