APP
ଓଡ଼ିଶା
ଦେଶ
ବିଦେଶ
ଭିଡିଓ
ରାଜନୀତି
ଖେଳ
କ୍ରିକେଟ୍
ମନୋରଂଜନ
ଓଲିଉଡ୍
ବଲିଉଡ୍
ଟେଲି ଦୁନିଆ
ଯଲିଉଡ୍
ରାଶି ଓ ବାସ୍ତୁ
ଜୀବନଶୈଳୀ
ସ୍ୱାସ୍ଥ୍ୟ
ଖାଦ୍ୟ
ସ୍ପେଶାଲ୍
ଅତିଥି ସ୍ତମ୍ଭ
ଦୁର୍ଘଟଣା
Menu
ଫଟୋ
ନିଯୁକ୍ତି
ସ୍ୱାସ୍ଥ୍ୟ
ଶିକ୍ଷା
ରାଶିଫଳ
ପାଣିପାଗ
ଅପରାଧ
ଉତ୍ସବ ଓ ପରମ୍ପରା
ବିବିଧ
ଭଲ ଖବର
ଗ୍ୟାଜେଟ
ବିଜ୍ଞାନ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
Sports
କମାଲ କରିଦେଲେ ଅଶ୍ୱିନ-ଜାଡେଜା ଯୋଡ଼ି, କମବ୍ୟାକ କଲା ଭାରତ
କ୍ରିକେଟ୍
19 September 2024
୧୪୭ ବର୍ଷରେ ପ୍ରଥମ: ଏମିତି ରେକର୍ଡ କଲେ ଯଶସ୍ୱୀ ଜୈସୱାଲ
କ୍ରିକେଟ୍
19 September 2024
ବ୍ୟାଟିଂ କରିବା ବେଳେ ରାଗିଲେ ପନ୍ତ, ଦେଖନ୍ତୁ ଭିଡିଓ
କ୍ରିକେଟ୍
19 September 2024
Latest News
ବିପଦ ସଙ୍କେତ ଊର୍ଦ୍ଧ୍ୱରେ ସୁବର୍ଣ୍ଣରେଖା: ବାଲେଶ୍ୱର ଜିଲ୍ଲାରେ ଆଉ ୯୩୪୪ ଜଣ ଲୋକଙ୍କୁ ସ୍ଥାନାନ୍ତର
Thursday, 19 September 2024
କାହିଁକି ଜୀବନ ହାରିଲେ ଫରେଷ୍ଟର? ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
Thursday, 19 September 2024
ଭରତପୁର ଥାନାର କଳା କାହାଣୀ ବଖାଣିଲେ ପୀଡ଼ିତା; କହିଲେ- ରାତିରେ ଅନ୍ତବସ୍ତ୍ର ଖୋଲି ଗୋଇଠା ମାରିଥିଲେ
Thursday, 19 September 2024
ବିଳମ୍ବ ପାଇଁ ଗାଳିଦେଲେ କଷ୍ଟମର, ଜୀବନ ହାରିଦେଲେ ଯୁବକ
Thursday, 19 September 2024
ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି
Thursday, 19 September 2024
ରାସ୍ତାରେ ଖାଲ ପାଇଁ ମୂଷାକୁ ଦାୟୀ କଲେ କର୍ମଚାରୀ, ଏମିତି ପଦକ୍ଷେପ ନେଲା କମ୍ପାନୀ
Thursday, 19 September 2024
Politics News Updates
Politics
ଉପନିର୍ବାଚନ ବିଜୟ ପରେ ବରଗଡ଼ ବରପାଲି ଠାରେ ବିଜେପୁର ଜୁହାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ- ମହାନଦୀ ଓ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ନେଇ ଲଢ଼େଇ ଜାରି ରହିବ, ବୁଣାକାର ସାମଗ୍ରୀ ଉପରୁ GST ଛାଡ଼ ପାଇଁ ଦାବି ତୀବ୍ର ହେବ, ସମଗ୍ର ବିଜେପୁରକୁ ଅଗଷ୍ଟ ୧୫ ସୁଦ୍ଧା ବିଦ୍ୟୁତକରଣ କରାଯିବ
Monday, 12 March 2018
Politics
ନୂଆପଡ଼ା ସହ ହିନ୍ଦୋଳ ଓ ଅତାବିରା NAC ମାମଲା ଏକକାଳୀନ ଶୁଣାଣି ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଆସନ୍ତା ୧୫ରେ ଶୁଣାଣି ନେଇ ଦିନ ଧାର୍ଯ୍ୟ କଲେ କୋର୍ଟ, ନୂଆପଡ଼ା NAC ମାମଲାରେ ECଙ୍କ ପକ୍ଷରୁ ଜବାବ ଦାଖଲ
Monday, 12 March 2018
Politics
ଭୁବନେଶ୍ୱର #AIIMS ର ଡାକ୍ତରୀ ଛାତ୍ର ସୋହେଲ ନିଖୋଜ ଘଟଣା: ଦିଲ୍ଲୀ ଗୁରୁଗ୍ରାମରେ ନିଖୋଜ ସୋହେଲଙ୍କୁ ଜାମ୍ମୁକାଶ୍ମୀରର ଏକ #ATM ଆଗରେ ସିକ୍ୟୁରିଟି ଗାର୍ଡ ଦେଖିଥିବା ସୂଚନା, ଗୁରୁଗ୍ରାମରେ ପହଞ୍ଚି ଓଡ଼ିଶା ପୋଲିସର ଏକ ଟିମ୍ ଏଟିଏମ୍ର ସିସିଟିଭି ଯାଞ୍ଚ କରୁଛି
Monday, 12 March 2018
Politics
ଦେବଗଡ଼: ରେଙ୍ଗାଲି ଜଳଭଣ୍ଡାରରେ ମାଛ ଧରିବା ବେଳେ ଅଘଟଣ; ଡଙ୍ଗା ବୁଡ଼ି ବଡ଼ଭାଇ ମୃତ, ସାନ ଭାଇ ସହ ମାଛ ଧରିବାକୁ ଯାଇଥିଲେ
Monday, 12 March 2018
Politics
ଜଟଣୀ କୁଦିଆରୀ ସ୍ଥିତ ଝାଡ଼େଶ୍ୱରୀ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ କହିଲେ- ଘଣ୍ଟାକୁ ଘଣ୍ଟା ରଙ୍ଗ ବଦଳାଉଛନ୍ତି ରାଜନେତା; ମୋ ରଙ୍ଗ କଳା, ବଦଳିଲେ ଆଉ କିଛି ଦେଖାଯିବନି
Monday, 12 March 2018
Politics
ରାଉରକେଲା: ଅଜଣା ଗାଡ଼ି ଧକ୍କାରେ ଢ଼େଙ୍କାନାଳ କାଇମାଟି ପଞ୍ଚାୟତର ସରପଞ୍ଚ ମିତାଞ୍ଜଳି ସ୍ୱାଇଁଙ୍କ ମୃତ୍ୟୁ; ରାତିରେ ଫର୍ଟିଲାଇଜର ଟାଉନ ସ୍ଥିତ ବାପ ଘରକୁ ଯାଉଥିଲେ
Monday, 12 March 2018
Politics
ଭୁବନେଶ୍ୱରର ଖାରବେଳନଗର ସ୍ଥିତ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଅଗ୍ନିକାଣ୍ଡ, ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲେ, ବ୍ୟାଙ୍କ କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ଯାଇଛି, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ
Monday, 12 March 2018
Politics
କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ଗଣ୍ଡରୁ ଡମରପୁର ଗାଁର ରଶ୍ମି ରଞ୍ଜନ ଦାସଙ୍କ ମୃତଦେହ ଠାବ, ସନ୍ଧ୍ୟାରୁ ନିଖୋଜ ଥିଲେ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
Monday, 12 March 2018
Politics
କେନ୍ଦ୍ରାପଡ଼ା: ଏସ୍ପି ଅଫିସ୍ ନିକଟରେ ମିନି ଟ୍ରକ ଓଲଟି ୨ ମୃତ, ଜଣେ ଆହତ, ଆହତ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି
Monday, 12 March 2018
Politics
ବାରିପଦା: ବାରିପଦା ଛଉପଡ଼ିଆରେ ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଉପସ୍ଥିତିରେ କୁଡୁମୀ ଅଧିକାର ସମାବେଶ, କୁଡୁମୀଙ୍କ ଅଧିକାର ଲାଗି ଯୁକ୍ତି ରଖିଲେ ହାର୍ଦ୍ଦିକ, କହିଲେ ୬୦ ବର୍ଷ ହେଲା ଅଧତ୍କାର ପାଇଁ ଚାଲିଛି ଆନ୍ଦୋଳନ, ଦାବି ଶୁଣୁ ନାହାନ୍ତି ରାଜ୍ୟ ମୁଖିଆ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ଲକ୍ଷ୍ୟ ରଖିଛି
Sunday, 11 March 2018
Politics
ଚୀନ୍ ସମ୍ବିଧାନରେ ବଡ଼ ଧରଣର ସଂଶୋଧନ, ସି ଜିନ୍ପିଙ୍ଗ୍ ଚୀନ୍ର ଆଜୀବନ ରାଷ୍ଟ୍ରପତି ଘୋଷିତ ହେବା ନେଇ ପାରିତ ହେଲା ପ୍ରସ୍ତାବ, ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସର୍ବାଧତ୍କ ୧୦ ବର୍ଷ ଥିଲା
Sunday, 11 March 2018
Politics
ଢେଙ୍କାନାଳ-ଅନୁଗୁଳ ରାସ୍ତାର ପଶାସିଂରେ ହାତୀପଲ ଯୋଗୁଁ ରାସ୍ତାର ଉଭୟ ପଟରେ ଅଟକିଛି ଶହଶହ ଗାଡ଼ି, ହାତୀ ଘଉଡ଼ାଇବା ପାଇଁ ପହଞ୍ଚିଲେ ବନ କର୍ମଚାରୀ
Sunday, 11 March 2018
Politics
କଟକ: ରୋଗୀ ମୃତ୍ୟୁକୁ ନେଇ SCB ଡାକ୍ତର ଚିତ୍ତରଂଜନ କରଙ୍କ ବିରୋଧରେ ଏତଲା, ଗତ ଜାନୁଆରୀ ୪ରେ SCBରେ କିଡ୍ନୀ ପ୍ରତିରେପଣ ପାଇଁ ଭର୍ତ୍ତି ହୋଇଥିବା ଆଦିତ୍ୟ ପରିଜାଙ୍କ ମୃତ୍ୟୁ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ, କିଡ୍ନୀ ପ୍ରତିରୋପଣରେ ବିଳମ୍ବ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ
Sunday, 11 March 2018
Politics
କଟକ: କଟକ-ନିଆଳି ରାସ୍ତାର ପଞ୍ଚବଟୀ ପୋଲ ନିକଟରେ ଦୁର୍ଘଟଣାରେ ୩ ମୃତ, ପଲସରରେ ଯାଉଥିବା ୩ ଜଣଙ୍କୁ ଧକ୍କା ଦେଲା ଟ୍ରେଲର
Sunday, 11 March 2018
Politics
IAS ଅଧିକାରୀ ପାଣ୍ଡିଆନଙ୍କ ଘରକୁ ଗୋବର ମାଡ଼ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ପୋଲିସ, ଗିରଫ ସଂଖ୍ୟା ୧୦କୁ ବୃଦ୍ଧି
Sunday, 11 March 2018
First
Prev
1532
1533
1534
1535
1536
1537
1538
1539
1540
1541
1542
Next
Last
Trending
ବନ୍ଦେ ଭାରତର ଶୁଭାରମ୍ଭ ବେଳେ ରେଳ ଧାରଣାକୁ ଖସି ପଡ଼ିଲେ ବିଧାୟକ, ଭାଇରାଲ ହେଉଛି ଭିଡିଓ
ଭାଇରାଲ୍
17 September 2024
ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ
ଭାଇରାଲ୍
17 September 2024
୫ ବର୍ଷର ଶିଶୁକୁ ଝୁଣି ପକାଇଲେ ଏକାଧିକ ବୁଲା କୁକୁର, ଦେଖନ୍ତୁ ଭିଡିଓ
ଭାଇରାଲ୍
16 September 2024
Photos
ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍
Weather
17 January 2023
ଆଖିକୁ ଝଲସାଇ ଦେଉଛି କଳିଙ୍ଗ ଷ୍ଟାଡିୟମ
Hokey
16 January 2023
Videos
ଇଏ ସେହି କାଳି କନିଆଁ ଯାହାଙ୍କ ପ୍ରେମ କାହାଣୀ ଜହ୍ନରେ ଲଗାଇଥିଲା ନିଆଁ…
Entertainment
12 March 2021
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ କାଢ଼ିଥିଲେ ଗୋଡ଼
Entertainment
21 February 2021
ଜେଲରୁ ଫେରି କୋଟିଏ ଟଙ୍କା ଶୁଝିଥିଲେ ଯାତ୍ରା ସୁପରଷ୍ଟାର କୁନା
Entertainment
18 February 2021
About Odisha Reporter
Contact Us
Privacy Policy
© 2024 - Odisha Reporter. All Rights Reserved.