ଯୁବ ବିଜେଡିର ପୁର୍ନଗଠନ: ୧୫୯ଜଣଙ୍କୁ ଥଇଥାନ, ନିଜ ଟିମ୍ ବାଛିପାରିଲେନି ଯୁବ ସଭାପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ବିଜେଡି ପଦକ୍ଷେପ ନେଇଛି । ୨୦୨୦ ସେପ୍ଟେମ୍ବର ମାସରେ ଯୁବ ବିଜେଡିର ପୁନର୍ଗଠନ କରିଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଯୁବ ବିଜେଡିର ନବକଳେବର କରି ଏକ ବିଶାଳ ଟିମ୍ ଗଠନ କରିଛନ୍ତି । ନୂତନ ଭାବେ ୬୦ଜଣଙ୍କୁ ଯୁବ ବିଜେଡି ରାଜ୍ୟ କର୍ମକର୍ତ୍ତା ତାଲିକାରେ ସାମିଲ କରାଯାଇଛି ଓ କର୍ମକର୍ତ୍ତାଙ୍କ ସଂଖ୍ୟା […]

bjd flag

bjd flag

Ordigital Desk
  • Published: Friday, 19 August 2022
  • Updated: 19 August 2022, 08:19 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଭିତରେ ଥିବା ଅସନ୍ତୋଷକୁ ଦୂର କରିବା ପାଇଁ ବିଜେଡି ପଦକ୍ଷେପ ନେଇଛି । ୨୦୨୦ ସେପ୍ଟେମ୍ବର ମାସରେ ଯୁବ ବିଜେଡିର ପୁନର୍ଗଠନ କରିଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୁଣିଥରେ ଯୁବ ବିଜେଡିର ନବକଳେବର କରି ଏକ ବିଶାଳ ଟିମ୍ ଗଠନ କରିଛନ୍ତି । ନୂତନ ଭାବେ ୬୦ଜଣଙ୍କୁ ଯୁବ ବିଜେଡି ରାଜ୍ୟ କର୍ମକର୍ତ୍ତା ତାଲିକାରେ ସାମିଲ କରାଯାଇଛି ଓ କର୍ମକର୍ତ୍ତାଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ପାଇଛି । ୨ ବର୍ଷ ପୂର୍ବେ ଯୁବ ବିଜେଡିରେ ମୋଟ ରାଜ୍ୟ ପଦାଧିକାରୀଙ୍କ ସଂଖ୍ୟା ୯୯ରେ ସୀମିତ ଥିଲା । ଏହାସହିତ ୩୫ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କୁ ମଧ୍ୟ ପୁନଃନିଯୁକ୍ତି ମିଳିଛି । ତେବେ ଯୁବ ସଭାପତି ବ୍ୟୋମକେଶ ରାୟ ନିଜ ଟିମ୍ ବାଛିପାରିନଥିବା ଜଣାପଡ଼ିଛି ।

ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି ପଦବୀକୁ ୧ରୁ ୩କୁ ବୃଦ୍ଧି କରାଯାଇଛି । ବରିଷ୍ଠ ଉପସଭାପତି ପଦ ୩ରେ ସୀମିତ ଥିଲେ ମଧ୍ୟ ଛାତ୍ର ବିଜେଡିର ପୂର୍ବତନ ସଭାପତି ରାଣାପ୍ରତାପ ପାତ୍ରଙ୍କୁ ସଂଗଠନରୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି । ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାୟକ ନିଜର ପଦ ବଜାୟ ରଖିଥିବାବେଳେ ଶୁଭେନ୍ଦୁ ମଙ୍ଗରାଜ ଓ ଦୀପ୍ତିରଞ୍ଜନ ମାର୍ଥାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ମାର୍ଥା ପୂର୍ବରୁ ଯୁବ ବିଜେଡିର ବରିଷ୍ଠ ଉପସଭାପତି ଥିଲେ । ଅଭିନେତ୍ରୀ ଏଲିନା ଦାଶ ପୂର୍ବଭଳି ଯୁବ ବିଜେଡିର ମହାସଚିବ ଭାବେ କାର୍ଯ୍ୟ କରିବେ ।

ସେହିପରି ୭ଟି ଜୋନ ସଭାପତି ଭାବେ ଭୁବନେଶ୍ୱର- ବିଜୟ କେତନ ସାହୁ, କଟକ-ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ-ନଚିକେତା ସ୍ୱାଇଁ,ବଲାଙ୍ଗିର-ମନୀନ୍ଦ୍ର ମହାନ୍ତି, ସମ୍ବଲପୁର-ଦେବାଶୀଷ ପରିଡ଼ା, କୋରାପୁଟ-ତାପସ ତ୍ରିପାଠୀ ଓ ବାଲେଶ୍ୱର-ଜୟରାମ ଦାସଙ୍କୁ ନିଯୁକ୍ତି ମିଳିଛି । ପୂର୍ବରୁ ଏମାନେ ଜୋନ୍ ସଭାପତି ଭାବେ କାର୍ଯ୍ୟ କରୁଥିବାବେଳେ ନୂତନ ଭାବେ ବାଲେଶ୍ୱର ଜୋନ୍ ସୃଷ୍ଟି କରାଯାଇ ଜୟରାମ ଦାସଙ୍କୁ ଅବସ୍ଥାପିତ କରାଯାଇଛି । ସେହିପରି ୧୩ଜଣ ଉପସଭାପତି, ୪୬ଜଣ ସାଧାରଣ ସମ୍ପାଦକ, ୬୩ଜଣ ସମ୍ପାଦକ ଓ ୨୩ଜଣ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ୩୫ଟି ସାଂଗଠନିକ ଜିଲ୍ଲାରେ ନିଯୁକ୍ତି ପାଇଥିବା ଯୁବ ସଭାପତିଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ ପୁନଃନିଯୁକ୍ତି ମିଳିଛି ।

ସୂଚନାଯୋଗ୍ୟ, ୨୦୨୦ ସେପ୍ଟେମ୍ବର ୨୩ତାରିଖରେ ଯୁବ ବିଜେଡିର ପୁନର୍ଗଠନ ହୋଇଥିଲା । କାର୍ଯ୍ୟକାରୀ ସଭାପତି ଓ ମହାସଚିବ ପଦବୀରେ ଜଣେ ଲେଖାଏଁ ନେତାଙ୍କୁ ନିଯୁକ୍ତି ମିଳିଥିଲା । ବରିଷ୍ଠ ଉପସଭାପତି ଭାବେ ୩ଜଣ, ଜୋନ୍ ସଭାପତି ୬ଜଣ,ଉପସଭାପତି ୧୦ଜଣ, ସାଧାରଣ ସମ୍ପାଦକ ୨୮ଜଣ, ସମ୍ପାଦକ ୩୫ଜଣ ଓ ଯୁଗ୍ମ ସମ୍ପାଦକ ଭାବେ ୨୫ଜଣଙ୍କୁ ଥଇଥାନ କରାଯାଇଥିଲା । ଆଜି ପ୍ରକାଶିତ ତାଲିକାରେ ଏହି ପଦବୀ ସଂଖ୍ୟାକୁ ୯୯ରୁ ୧୫୯କୁ ବୃ୍‌ଦ୍ଧି କରାଯାଇଛି । ୩୫ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କୁ ମିଶାଇଲେ ଏହି ସଂଖ୍ୟା ୧୯୪ ଛୁଇଁବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯୁବ ବିଜେଡି ସଭାପତି ଭାବେ ବିଧାୟକ ବ୍ୟୋମକେଶ ରାୟ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କୁ ନିଜ ଟିମ୍ ଚୟନର ସୁଯୋଗ ମିଳିନଥିବା ଜଣାପଡ଼ିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସମ୍ପାଦକ ଶ୍ରୀ ଦାସ ଏହି ତାଲିକା ଗଣମାଧ୍ୟମକୁ ଜାରି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story