ଡର କାହାକୁ ଭୟ କାହାକୁ, ନବୀନ ଅଛନ୍ତି ଚଉବାହାକୁ !

ଆଜି କଟକର ବକ୍ସିବଜାର ଛକରେ ଏକ ଚାହା ଷ୍ଟଲରେ ବିଜେଡିର  ଜଣେ ନେତାଙ୍କ ସହ ଦେଖା ହୋଇଗଲା। ଯଦିଓ ତାଙ୍କ ସହ ସେମିତି ପରିଚୟ ନଥିଲା ତଥାପି ତାଙ୍କ ହାବଭାବରୁ ସେ ଜଣେ ୨୨ କ୍ୟାରେଟ୍‌  ଛାମୁଆ ନେତା ବୋଲି ଜଣାପଡ଼ୁଥିଲେ । ପୁଣି ସେପଟେ ନିଜ ଅଞ୍ଚଳ ତଥା କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ସରକାରର ସମାବେଶ ଥିବାରୁ ସେ ଭାରି ଉତ୍ସାହିତ ଥିଲେ। ଏକଦ୍‌ମ ବ୍ୟସ୍ତ ବି ଥିଲେ। ତାଙ୍କ ଠାଣି ଏବଂ ଚାହାଣୀରୁ […]

maxresdefault

maxresdefault

Tapas Behera
  • Published: Thursday, 05 March 2020
  • Updated: 07 March 2020, 03:15 PM IST

Sports

Latest News

ଆଜି କଟକର ବକ୍ସିବଜାର ଛକରେ ଏକ ଚାହା ଷ୍ଟଲରେ ବିଜେଡିର  ଜଣେ ନେତାଙ୍କ ସହ ଦେଖା ହୋଇଗଲା। ଯଦିଓ ତାଙ୍କ ସହ ସେମିତି ପରିଚୟ ନଥିଲା ତଥାପି ତାଙ୍କ ହାବଭାବରୁ ସେ ଜଣେ ୨୨ କ୍ୟାରେଟ୍‌  ଛାମୁଆ ନେତା ବୋଲି ଜଣାପଡ଼ୁଥିଲେ । ପୁଣି ସେପଟେ ନିଜ ଅଞ୍ଚଳ ତଥା କଟକ ବାଲିଯାତ୍ରା ପଡ଼ିଆରେ ବିଜେଡି ସରକାରର ସମାବେଶ ଥିବାରୁ ସେ ଭାରି ଉତ୍ସାହିତ ଥିଲେ। ଏକଦ୍‌ମ ବ୍ୟସ୍ତ ବି ଥିଲେ। ତାଙ୍କ ଠାଣି ଏବଂ ଚାହାଣୀରୁ  ଲାଗୁଥିଲା ଯେମିତି  ତାଙ୍କ ଉପରେ ସଭା ଆୟୋଜନର ଅଧା ଦାୟିତ୍ୱ ତାଙ୍କ ଉପରେ ଅଛି ।

କଥା ପ୍ରସଙ୍ଗରେ ଆମେ ଗୋଟିଏ କଥା ପଚାରିଦେଲୁ। ଆପଣମାନେ ଜାଣିଥିବେ ଏବେ ପଲ୍ଲୀଠୁ ଦିଲ୍ଲୀ ଏବଂ ଚାହା ଦୋକାନରୁ ଆରମ୍ଭ କରି ପାୱାର କରିଡରର ଚେମ୍ବର ପର୍ଯ୍ୟନ୍ତ ସବୁଠି କରୋନା ଚର୍ଚ୍ଚା। ଯଦିଓ ଆଜି ଦିନରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଟକରେ ବିଜେଡି ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ସମାବେଶ ସହ କରୋନାର କୌଣସି ବିଶେଷ ସମ୍ପର୍କ ନାହିଁ ତଥାପି ଏହାକୁ ଏକ ଅପ୍ରସଙ୍ଗ ବୋଲି କହିହେବନି। କାରଣ ଏହି ସମାବେଶର ଗୋଟିଏ ଦିନ ପୂର୍ବରୁ ବିଜେଡି ସରକାରଙ୍କ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି।

ଏଥିରେ କରୋନା ପ୍ରତିଷେଧକ ପାଇଁ କେତେକ ଉପାୟ କହିଛନ୍ତି। ନିଜେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କୌଣସି ଜାଗାରେ ବଡ଼ ସଭାସମିତି ଆୟୋଜନ ନକରିବା, କରମର୍ଦ୍ଦନ ଓ ଆଲିଙ୍ଗନ ନକରିବା ଆଦି ନେଇ କେତେ କଣ କହିଛନ୍ତି। ତେଣୁ ଆଲୋଚନା ଛଳରେ କରୋନା ଭୟ ଥିବା ସତ୍ତ୍ୱେ ସରକାର କେମିତି ସମାବେଶ କରୁଛି ବୋଲି ପ୍ରଶ୍ନ କରିବାରୁ ନେତା ଜଣକ ଏହାକୁ ଯାତ୍ରା ମାର୍କା ହସ ହସି ହାଲୁକାରେ ନେଇଥିଲେ। ଟିକେ ନିରବ ହୋଇ ଏକ ଲମ୍ବା ଚଉଡ଼ା ଡାଇଲଗଟିଏ ମାରିଥିଲେ। କହିଥିଲେ, ଓଡ଼ିଶାର ଯେ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି ଏଠି କାହାରି କିଛି ହେବନି। ଆମେ କହିଲୁ କରୋନା ଏକପ୍ରକାର କରାଳରୂପ ଧାରଣ କଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ହେଲଥ୍‌ ଏମରଜେନ୍ସି ଜାରି ହେଲାଣି। ସବୁଠି ଏକ ପ୍ରକାର କୋକୁଆ ଭୟ ଖେଳିଗଲାଣି। ପ୍ରଶ୍ନ ଅଧା ଶୁଣି ନେତା ଜଣକ ସଙ୍ଗେ ସଙ୍ଗେ ରିଆକ୍ଟିଭ୍‌ ମୁଡ୍‌କୁ ପଳାଇ ଆସିଲେ।

କହିଲେ, ଏ କି କରାଳ ରୂପ? ଅତିତରେ ଆମେ ଫାଇଲିନ, ହୁଡ଼ୁଡୁଡ଼ ଭଳି କରାଳ ବାତ୍ୟାର ସଫଳ ମୁକାବିଲା କରି ପୁରସ୍କାର ପାଇଛେ। ଆଉ କରୋନା ଯଦି ଓଡ଼ିଶା ପାଇଁ ସେମିତି ଭୟଙ୍କର ରୂପ ଆଣେ ତାକୁ ବି ମୁକାବିଲା କରିବାକୁ ଆମ ନବୀନବାବୁ ସକ୍ଷମ। ଏତିକି କହିଲା ବେଳକୁ ଢେର ଟାଇମ ହୋଇଯାଇଥିଲା। ଆଉ ନେତା ଜଣକ ତରବର ହୋଇ ସେଠାରୁ ଚାଲିଯାଇଥିଲେ। ତେବେ ଏହି ନେତାଙ୍କ କଥା ଶୁଣି ଆମର ଗୋଟି ଗୀତ ମନେ ପଡ଼ିଲା। ସେଇଟା ହେଉଛି ଡର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚଉବାହାକୁ। ଏବେ ଏହି ପଂକ୍ତିଟିକୁ ଯଦି ସେଇ ବାବୁ ଜଣକ କହିଥାନ୍ତେ ସେ ହୁଏତ ଏୟା କହିଥାନ୍ତେ ଡର କାହାକୁ ଭୟ କାହାକୁ ନବୀନ ଅଛନ୍ତି ଚଉବାହାକୁ...।

-ତାପସ ବେହେରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story