ପଦ୍ମପୁରରେ ସରକାରୀ କର୍ମଚାରୀଙ୍କୁ ପ୍ରଭାବିତ କରୁଛି ବିଜେଡି, ଫେରାଦ ହେଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରି ଶାସକ ବିଜେଡି ସପକ୍ଷରେ ଭୋଟ୍ କରାଇବାକୁ ବରିଷ୍ଠ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ଦେଶ ଦେଉଛନ୍ତି । ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଗିରଫ କରିବା ନିମନ୍ତେ ବିଜେପି ଦାବି କରିଛି । ବିଜେପିର ଏକ ପ୍ରତିନିଧି ଦଳ […]

BJP

BJP

Ordigital Desk
  • Published: Monday, 21 November 2022
  • Updated: 21 November 2022, 10:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିବାଚନରେ ଭୋଟରମାନଙ୍କୁ ପ୍ରଭାବିତ କରି ଶାସକ ବିଜେଡି ସପକ୍ଷରେ ଭୋଟ୍ କରାଇବାକୁ ବରିଷ୍ଠ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ଦେଶ ଦେଉଛନ୍ତି । ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ଶାସକ ବିଜେଡି ପାଇଁ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଗିରଫ କରିବା ନିମନ୍ତେ ବିଜେପି ଦାବି କରିଛି ।

ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ପଦ୍ମପୁର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ଶାସକ ବିଜେଡିର କାର୍ଯ୍ୟ ସମ୍ପର୍କରେ ତଥ୍ୟ-ପ୍ରମାଣ ଦାଖଲ କରିଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ଲାଗି ପଡିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦଣ୍ଡନୀୟ ଅପରାଧ ମଧ୍ୟ । ଏହା ଦ୍ୱାରା ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ଅନୁଷ୍ଟିତ ହେବାକୁ ନେଇ ସାଧାରଣରେ ବାରମ୍ବାର ପ୍ରଶ୍ନ ସୃଷ୍ଟି ହେଉଛି । ଏ ସମସ୍ତ ଅଗଣତାନ୍ତ୍ରିକ କାର୍ଯ୍ୟକୁ ରୋକ ଲଗାଇବା ଏବଂ ଆଇନ ଅମାନ୍ୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାୟିତ୍ୱ ରାଜ୍ୟ ନିର୍ବାଚନ ଅଧିକାରୀଙ୍କର । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ତଥ୍ୟ ଓ ପ୍ରମାଣ ସହିତ ବାରମ୍ବାର ଅଭିଯୋଗ କରାଯିବା ସତ୍ୱେ କୈାଣସି ସୁଫଳ ମିଳୁ ନାହିଁ । ଶାସକ ବିଜେଡିର ଏଭଳି ଅଗଣତାନ୍ତ୍ରିକ ଓ ଦଣ୍ଡନୀୟ କାର୍ଯ୍ୟରେ ତୁରନ୍ତ ଅଙ୍କୁଶ ନଲାଗିଲେ ବିଜେପି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହାସହିତ ଗତ ୨ ଦିନ ତଳେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ ପଦ୍ମପୁରଠାରେ ସରକାରୀ ଶିକ୍ଷକମାନଙ୍କ ସହିତ ଦଳୀୟ ବୈଠକ କରିଥିବାବେଳେ ଗତକାଲି ରାଜ୍ୟ ସରକାରଙ୍କ ଅନ୍ୟ ଜଣେ ମନ୍ତ୍ରୀ ମଧ୍ୟ ଅନୁରୁପ ଅଗଣତାନ୍ତ୍ରୀକ କାର୍ଯ୍ୟ କରିଛନ୍ତି । ଗତକାଲି ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଓ ଯାଜପୁର ଜିଲ୍ଲାର ବିଧାୟକ ତଥା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ସରକାରୀ କଳର ଅପବ୍ୟବହାର କରି ପୂର୍ବତନ ବିଧାୟକ ସ୍ୱର୍ଗତଃ ବିଜୟ ରଂଜନ ସିଂହ ବରିହାଙ୍କ ବାସଭବନରେ ପଦ୍ମପୁର ନିର୍ବାଚନମଣ୍ଡଳୀର ସମସ୍ତ ପଂଚାୟତରେ କାର୍ଯ୍ୟରତ ଜିଆରଏସ, ଏମବିକେ ଏବଂ ମିଶନ ଶକ୍ତି କର୍ମଚାରୀଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକରେ ଭୋଟରମାନଙ୍କୁ ପ୍ରଭାବିତ କରି ଶାସକ ବିଜେଡି ସପକ୍ଷରେ ଭୋଟ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଟଙ୍କା ବାଂଟିବାକୁ ମଧ୍ୟ କୁହାଯାଇଥିଲା । ଶାସକ ବିଜେଡି ତରଫରୁ ଏଭଳି ହୀନ କାର୍ଯ୍ୟ ଗତ ଧାମନଗର ଉପନିର୍ବାଚନରେ କରୁଥିବାର ଦେଖିବାକୁ ମଧ୍ୟ ମିଳିଥିଲା । ଏହା କେବଳ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ନୁହେଁ ବରଂ ଏକ ଧର୍ତ୍ତବ୍ୟ ଅପରାଧ । ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟ ଉପରେ ରୋକ ଲଗାନ୍ତୁ ଏବଂ ଆଇନ ଅମାନ୍ୟ କରିଥିବା ମନ୍ତ୍ରୀ ଶ୍ରୀ ଢୋଲକିଆ ଏବଂ ଯାଜପୁର ଜିଲ୍ଲାର ବରିଷ୍ଠ ବିଧାୟକ ଶ୍ରୀ ଦାସଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ରାଜ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀ ପୂଜାରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମାଣ୍ଡୋସିଲ ଡିଗ୍ରୀ କଲେଜର ଅଧ୍ୟକ୍ଷ ବିନୟ ରଂଜନ ପଣ୍ଡା ଏବଂ ଡାଭା ହାୟର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ସୁଧୀର ରଥଙ୍କୁ ମଧ୍ୟ ଗିରଫ କରାଯିବାକୁ ମଧ୍ୟ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି ହୋଇଛି ।

ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳରେ ବିଜେପି ନେତା ଜୟନ୍ତ ଜେନା, ସୁଜିତ୍ ଦାସ, ଶ୍ରୀରଂଜନ ମଙ୍ଗରାଜ, ହିତେଶ ମହାପାତ୍ର ଏବଂ ବିଶ୍ୱଜିତ୍ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story