ପୌର ନିର୍ବାଚନ ପାଇଁ ଦଳୀୟ ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମକର୍ତ୍ତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୌର ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇଛନ୍ତି। ପଂଚାୟତ ନିର୍ବାଚନରେ ମିଳିଥିବା ବିପୁଳ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ପୌର ନିର୍ବାଚନରେ ସେହି ସମାନ ସଫଳତାକୁ ଦୋହରାଇବାକୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି। ନବୀନ ଆଜି ଦଳର ମନ୍ତ୍ରୀ, […]

Chief-Minister-Naveen-Patnaik

Chief-Minister-Naveen-Patnaik

Ordigital Desk
  • Published: Wednesday, 02 March 2022
  • Updated: 02 March 2022, 09:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର କର୍ମକର୍ତ୍ତାମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୌର ନିର୍ବାଚନ ଜିତିବାର ଗୁରୁମନ୍ତ୍ର ଦେଇଛନ୍ତି। ପଂଚାୟତ ନିର୍ବାଚନରେ ମିଳିଥିବା ବିପୁଳ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ପୌର ନିର୍ବାଚନରେ ସେହି ସମାନ ସଫଳତାକୁ ଦୋହରାଇବାକୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଛନ୍ତି।

ନବୀନ ଆଜି ଦଳର ମନ୍ତ୍ରୀ, ବିଧାୟକ, ସାଂସଦ ଓ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ବିରୋଧୀ ଦଳର ଅପପ୍ରଚାର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ପଂଚାୟତ ନିର୍ବାଚନରେ ଓଡ଼ିଶାବାସୀ ଆସ୍ଥା ପ୍ରକଟ କରିଛନ୍ତି। ଏହି ବିଜୟ ଗଣତାନ୍ତ୍ରିକ ନିର୍ବାଚନରେ ନୂଆ ରେକର୍ଡ ସୃଷ୍ଟି କରିଛି। ଏହି ଫଳାଫଳ ଆଗକୁ ଆହୁରି କଠି ପରିଶ୍ରମ କରିବାକୁ ପ୍ରେରଣା ଦେବ। ପଂଚାୟତ ନିର୍ବାଚନରେ ବିରୋଧୀ ଦଳ ଅନେକ ଅପପ୍ରଚାର କରିଛନ୍ତି । ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ ଓ ନେଗେଟିଭ ପଲିଟିକ୍ସ କରିଛନ୍ତି। ଆଗାମୀ ପୌର ନିର୍ବାଚନରେ ସେଭଳି ଅପପ୍ରଚାର ସେମାନେ ପୁଣିଥରେ କରିବେ । ତେଣୁ ଲୋକଙ୍କ ଆଗରେ ବିରୋଧୀ ଦଳର ‘ଅପପ୍ରଚାରର ମୁଖା ଖୋଲିବା କାମ ହେଉଛି ଆମ ଦଳର ପ୍ରତ୍ୟେକ ଭାଇଭଉଣୀଙ୍କ ଦାୟିତ୍ୱ’ । ବିରୋଧୀ ଦଳର ମିଛ ଓ ନେଗେଟିଭ ପଲିଟିକ୍ସକୁ ଆମର ସକରାତ୍ମକ ତଥା ସତ ଉଦ୍ୟମ ଜରିଆରେ ହିଁ ମୁକାବିଲା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ପଂଚାୟତ ନିର୍ବାଚନରେ ଯେଭଳି କଠିନ ପରିଶ୍ରମ କରିଥିଲେ, ସେଭଳି ପୌର ନିର୍ବାଚନରେ ମଧ୍ୟ ସେହିଭଳି ଉଦ୍ୟମ ଜାରି ରଖିଲେ ପୁଣିଥରେ ଲୋକଙ୍କ ଆସ୍ଥା ଓ ଆଶୀର୍ବାଦ ଲାଭ କରିପାରିବେ। ବିରୋଧୀ ଦଳଙ୍କୁ ଦେଖାଇ ଦେବା ମିଛ ଓ ଛଳନାର ରାଜନୀତି ଓଡ଼ିଶାର କାମ କରିବ ନାହିଁ। ରାଜନୀତିର ଅର୍ଥ କେବଳ କ୍ଷମତା ନୁହେଁ। ଗୋଟିଏ ଗଣତନ୍ତ୍ରରେ ଲୋକମାନେ ହିଁ ହେଉଛନ୍ତି, କ୍ଷମତାର ସ୍ରୋତ। ରାଜ୍ୟର ସବୁଠୁ ଦୁର୍ଗମ ଅଂଚଳରେ ରହୁଥିବା ସାଧାରଣ ଲୋକଟିର ବିଶ୍ୱାସ ହେବା ଦରକାର ।

ପଲିଟିକ୍ସ, ଟ୍ରାନ୍ସଫରମେଟିଭ୍ ଗଭର୍ଣ୍ଣାନ୍ସ ଓ ପିପୁଲସ ଏମପାୱାମେଣ୍ଟ ହେଉଛି ଆମର ହଲମାର୍କ । ସହରାଂଚଳରେ ଅନେକ ଭଲ କାମ ହୋଇଛି। ସହରର ଗରିବ ଲୋକଙ୍କ ପାଇଁ ଜାଗା ମିଶନ ଏକ ନୂଆ ବେଂଚମାର୍କ ସୃଷ୍ଟି କରିଛି। ଷ୍ଟ୍ରିଟଲାଇଟଠାରୁ ଆରମ୍ଭ କରି ଇନ୍ଦୋର ଷ୍ଟାଡ଼ିୟମ, ଭଲ ପିଇବା ପାଣିଠୁ ଆରମ୍ଭ କରି ଅତ୍ୟାଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ମିଶନ ଶକ୍ତିରେ ମା’ ମାନଙ୍କ ପାଇଁ ରୋଜଗାର ନୂଆ ନୂଆ ସୁଯୋଗ, ୱାର୍ଡସ୍ତରରେ ଭିତ୍ତିଭୂମି ଓ ନାଗରିକ ସୁବିଧା, ଅନଲାଇନ୍ ମ୍ୟୁନିସପାଲଟି ସେବା, ସବୁ ବର୍ଗର ଲୋକଙ୍କ ପାଇଁ ପ୍ରତିବଦ୍ଧତାର ସହ କାମ କରିଛୁ ସେସବୁ ଲୋକଙ୍କ ନିକଟରେ ପହଂଚାଇବାକୁ ନବୀନ ପରାମର୍ଶ ଦେଇଛନ୍ତି ।

https://twitter.com/bjd_odisha/status/1499047548350496768?s=20&t=KJCPuAwf67-hjzlnLkVFHw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story