ସିଇଓଙ୍କ ବିରୁଦ୍ଧରେ ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଦ୍ୱାରା ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଂଟିବା ଏବଂ ଦୋଷୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀରେ ବିଜେପିର ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛନ୍ତି । ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଲିଖିତ ଅଭିଯୋଗ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, […]

Dharmendra Pradhan

Dharmendra Pradhan

Ordigital Desk
  • Published: Wednesday, 26 October 2022
  • Updated: 26 October 2022, 08:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଶାସକ ବିଜେଡି ଦ୍ୱାରା ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଂଟିବା ଏବଂ ଦୋଷୀଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କାର୍ଯ୍ୟାନୁଷ୍ଠାନ ନନେବା ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆଜି ନୂଆଦିଲ୍ଲୀରେ ବିଜେପିର ଏକ ପ୍ରତିନିଧି ଦଳ ଜାତୀୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛନ୍ତି ।

ଜାତୀୟ ନିର୍ବାଚନ ଆୟୋଗଙ୍କୁ ଭେଟି ଲିଖିତ ଅଭିଯୋଗ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ସରକାରୀ କର୍ମଚାରୀ ଓ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୋମାନଙ୍କୁ ଅଭୟ ବାଣୀ ଦେଉଛନ୍ତି । ଧାମନଗର ଉପନିର୍ବାଚନ ଜିତିବା ପାଇଁ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରୁଥିବା ଦୁଇଟି ସମ୍ବେଦନଶୀଳ ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଭିଡ଼ିଓ ଆଧାରରେ ବିଜେପି ସ୍ଥାନୀୟ ନିର୍ବାଚନ ଅଧିକାରୀ ଓ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ କଳର ବ୍ୟାପକ ଦୁରୂପଯୋଗ ପରିଲକ୍ଷିତ ହୋଇଛି ।

ବିଶେଷ ଭାବରେ ଜିଲ୍ଲାପାଳଙ୍କ ପରୋକ୍ଷ ନିୟନ୍ତ୍ରଣରେ ଥିବା ଗ୍ରାମ୍ୟ ଉନ୍ନୟନ , ପଂଚାୟତିରାଜ ବିଭାଗ ଏବଂ ମହିଳା ଓ ଶିଶୁକଲ୍ୟାଣ ବିଭାଗ ଗୁଡ଼ିକ ରାଜ୍ୟ ସରକାରଙ୍କ ହାତବାରିସି ସାଜିଛନ୍ତି । ଜନୈକ ମହିଳା ପଇସା ବାଂଟିବା ନେଇ ମଧ୍ୟ ବିଜେପି ପ୍ରମାଣ ଦେଇଥିଲା । ଏହାସହ ଆଉ ଏକ ନିର୍ବାଚନୀ ସଭାରେ ଶାସକ ଦଳର ନେତାମାନେ ସବୁ ସୀମାର ଉଲ୍ଲଂଘନ କରି ପଂଚାୟତକୁ ୧ କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲେ । ଏହା ସତ୍ତ୍ୱେ ଅଭିଯୋଗର ସତ୍ୟାସତ୍ୟାକୁ ନେଇ ଶାସକ ଦଳକୁ ସୁହାଇବା ଭଳି ଓଲଟା ନିର୍ବାଚନ ଅଧିକାରୀମାନେ ପ୍ରଶ୍ନ କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆକ୍ରୋଶମୂଳକ ଭାବେ ଗଣମାଧ୍ୟମରେ ପ୍ରସାରିତ ଟଙ୍କା ବଂଟାଯିବା ଭିଡିଓ ପ୍ରମାଣର ସତ୍ୟତା ନଥିବା କଥା କହୁଛନ୍ତି । ଫୋରେନସିକ୍ ପ୍ରମାଣ ନାଁରେ ଦୋଷୀଙ୍କୁ ଘଂଟ ଘୋଡ଼ାଯାଉଛି । ଏହାର ଅର୍ଥ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ କାମରେ ନିୟୋଜିତ କର୍ମଚାରୀମାନଙ୍କୁ ପରୋକ୍ଷରେ ଅଭୟ ବାଣୀ ଦେଉଛନ୍ତି । ତାଙ୍କର ମନ୍ତବ୍ୟ ଦୁର୍ନୀତି ଓ ପଇସା ବଂଟାରେ ଲିପ୍ତ ଶାସକ ଦଳର କର୍ମୀଙ୍କୁ ଆହୁରି ଦୁର୍ନୀତି ଓ ଟଙ୍କା ବାଂଟିବା ପାଇଁ ପ୍ରବର୍ତ୍ତାଉଛି । କେବଳ ସେତିକି ନୁହେଁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଏବେ ପଂଚାୟତି ବିଭାଗର ସଚିବ ଅଛନ୍ତି । ଏଠାରେ ବି କନଫିଲଫକ୍ଟ୍ ଅଫ୍ ଇନଟ୍ରେଷ୍ଟ କଥା ଆସୁଛି । ତେଣୁ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି କିପରି ନିଜ ବିଭାଗର ଅଧିକାରୀଙ୍କ ବିରୋଧରେ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story