ବଜେଟକୁ ଐତିହାସିକ ଓ କ୍ରାନ୍ତିକାରୀ କହିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ଆର୍ଥିକ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଭାରତ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ବଜେଟ୍ ଉପସ୍ଥାପନା କରାଯାଇଥିବାରୁ ଶ୍ରୀ ଷଡଙ୍ଗୀ ଚଳିତ ବର୍ଷର ବଜେଟକୁ ଏକ କ୍ରାନ୍ତିକାରୀ ଏବଂ ଐତିହାସିକ ବଜେଟ୍ କହିଛନ୍ତି। ଏହି ବଜେଟରେ ଢାଞ୍ଚାଗତ ସୁଧାର କରାଯାଇଛି। ବଜେଟରେ ଭାରତକୁ ଆତ୍ମନିର୍ଭର କରିବାର ଇଛା ଶକ୍ତି ପ୍ରତିଫଳିତ ହୋଇଛି। ଏହାସହ ଏହି ବଜେଟ୍ ମହିଳା ସଶକ୍ତିକରଣ, ଚାଷୀଙ୍କ […]

pratap-sarangi

pratap-sarangi

Ranjit Kumar Jena
  • Published: Sunday, 07 February 2021
  • Updated: 07 February 2021, 06:53 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ବର୍ଷର ଆର୍ଥିକ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଭାରତ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ବଜେଟ୍ ଉପସ୍ଥାପନା କରାଯାଇଥିବାରୁ ଶ୍ରୀ ଷଡଙ୍ଗୀ ଚଳିତ ବର୍ଷର ବଜେଟକୁ ଏକ କ୍ରାନ୍ତିକାରୀ ଏବଂ ଐତିହାସିକ ବଜେଟ୍ କହିଛନ୍ତି। ଏହି ବଜେଟରେ ଢାଞ୍ଚାଗତ ସୁଧାର କରାଯାଇଛି। ବଜେଟରେ ଭାରତକୁ ଆତ୍ମନିର୍ଭର କରିବାର ଇଛା ଶକ୍ତି ପ୍ରତିଫଳିତ ହୋଇଛି। ଏହାସହ ଏହି ବଜେଟ୍ ମହିଳା ସଶକ୍ତିକରଣ, ଚାଷୀଙ୍କ ଆୟ ଦ୍ୱିଗୁଣିତ କରିଥିବା ଶ୍ରୀ ଷଡଙ୍ଗୀ କହିଛନ୍ତି।

ଶ୍ରୀ ଷଡଙ୍ଗୀ କହିଛନ୍ତି, ଏହି ବଜେଟର ୬ଟି ଆଧାର ସ୍ତମ୍ବ ରହିଛି। ଗତ ବଜେଟ୍ ତୁଳନାରେ ଚଳିତ ବଜେଟରେ ସ୍ଵାସ୍ଥ୍ୟ ଏବଂ କଲ୍ୟାଣକୁ ୧୩୭ ପ୍ରତିଶତ ଅଧିକ ଅର୍ଥ ଦିଆଯାଇଛି। ଏଥିପାଇଁ ଆଗାମୀ ୬ ବର୍ଷ ମଧ୍ୟରେ ୬୪୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ବିଶେଷ କରି ଗ୍ରାମୀଣ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯିବ। ଜଳ ଯୋଗାଣ ଏବଂ ସ୍ୱଚ୍ଛ ଭାରତ ମିଶନକୁ ଅଧିକ ସୁଦୃଢ଼ କରାଯିବ। ଏହି ବଜେଟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆତ୍ମନିର୍ଭର ଭାରତକୁ ସରକାର ଗୁରୁତ୍ୱ ଦେଇଛନ୍ତି, ଯାହା ପାଉଁ ଆସନ୍ତା ୫ ବର୍ଷ ପାଇଁ ସରକାର ୧ କୋଟି ୯୭ ଲକ୍ଷ ବ୍ୟୟ ବରାଦ କରିଛନ୍ତି।

ଶ୍ରୀ ଷଡଙ୍ଗୀ ଆହୁରି କହିଛନ୍ତି,୧୩ ହଜାର କିଲୋମିଟର ନୂଆ ସଡ଼କ ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି ସରକାର। ଜାତୀୟ ରେଳ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ସମ୍ପତ୍ତି ମାଲିକାନା ଯୋଜନାକୁ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏକ ରାଷ୍ଟ୍ର ଏକ ରାସନ୍ କାର୍ଡ ଯୋଜନାକୁ କେନ୍ଦ୍ର ସରକାର ବିଶେଷ ଭାବରେ ଗୁରୁତ୍ୱ ଦେଇଛନ୍ତି।

ଏମଏସଏମଇ କ୍ଷେତ୍ରରେ ସରକାର ବଜେଟରେ ଯେଉଁ ରାଶି ଘୋଷଣା କରିଛନ୍ତି, ତାହା ସ୍ୱାଗତଯୋଗ୍ୟ। ଶିକ୍ଷା କ୍ଷେତ୍ରରେ ସରକାର ଯେଉଁ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି, ତାହା ଏକ ଐତିହାସିକ ଯୋଜନା। ଏହି ବଜେଟରୁ ଓଡ଼ିଶା ଉଜ୍ଜଳା ଯୋଜନା, ଟେକ୍ସଟାଇଲ୍ ପାର୍କ, ରେଳ ପ୍ରୋଜେକ୍ଟ, ନ୍ୟାସନାଲ ହାଇୱେ ସାଙ୍ଗକୁ ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଲାଭ ପାଇବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story