ମଣିଷ ଗଢ଼ିଲା ପ୍ଲାଷ୍ଟିକ୍ ଖିଆ ମାଛ

ବେଜିଂ: ଚୀନ୍‌ର ବୈଜ୍ଞାନିକ କେତେ ଚତୁର। ତା’ର ଏକ ନୂଆ ଉଦାହରଣ ସାମ୍ନାକୁ ଆସିଛି। ଏବେ ମାଛ ପ୍ଲାଷ୍ଟିକ୍‌ ଖାଇବ । ସେ ପ୍ଲାଷ୍ଟିକ୍‌ଗୁଡିକ ନିଜ ଖାଦ୍ୟ ରୂପେ ଗ୍ରହଣ କରିବ। ତେବେ ସତ ସତିକା ନୁହେଁ ଏକ କୁତ୍ରିମ ମାଛ ଏଭଳି କରିବ। ଚୀନର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସିଚୁଆନ ବିଶ୍ୱବିଦ୍ୟାଳୟ କିଛି ବୈଜ୍ଞାନିକ ଏଭଳି ଏକ ନିଆରା ରୋବଟ୍ ତିଆରି କରିଛନ୍ତି, ଯାହାକୁ ରୋବଟ୍ ମାଛ ବୋଲି କୁହାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଅବିକଲ ମାଛ […]

FISH

FISH

Madhupriya Mistry
  • Published: Wednesday, 13 July 2022
  • Updated: 13 July 2022, 04:53 PM IST

Sports

Latest News

ବେଜିଂ: ଚୀନ୍‌ର ବୈଜ୍ଞାନିକ କେତେ ଚତୁର। ତା'ର ଏକ ନୂଆ ଉଦାହରଣ ସାମ୍ନାକୁ ଆସିଛି। ଏବେ ମାଛ ପ୍ଲାଷ୍ଟିକ୍‌ ଖାଇବ । ସେ ପ୍ଲାଷ୍ଟିକ୍‌ଗୁଡିକ ନିଜ ଖାଦ୍ୟ ରୂପେ ଗ୍ରହଣ କରିବ। ତେବେ ସତ ସତିକା ନୁହେଁ ଏକ କୁତ୍ରିମ ମାଛ ଏଭଳି କରିବ।

ଚୀନର ଦକ୍ଷିଣ-ପଶ୍ଚିମରେ ସ୍ଥିତ ସିଚୁଆନ ବିଶ୍ୱବିଦ୍ୟାଳୟ କିଛି ବୈଜ୍ଞାନିକ ଏଭଳି ଏକ ନିଆରା ରୋବଟ୍ ତିଆରି କରିଛନ୍ତି, ଯାହାକୁ ରୋବଟ୍ ମାଛ ବୋଲି କୁହାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଅବିକଲ ମାଛ ଭଳି ଦେଖାଯାଉଥିବା ଏହି ରୋବଟ୍‌ ମାଛ, ଛୋଟ ଛୋଟ ପ୍ଲାଷ୍ଟିକ୍‌ ଗୁଣ୍ଡକୁ ଖାଦ୍ୟ ଭଳି ଗିଳି ଯାଉଛି।

ये मछली सिर्फ आधा इंच की है. छूने पर असली जैसी महसूस होती है. (फोटोः सिचुआन यूनिवर्सिटी)

ଏହି ମାଛର ଆକାର ମାତ୍ର ୧.୩ ସେଣ୍ଟିମିଟର ବା ପ୍ରାୟ ଅଧା-ଇଞ୍ଚ। ଛୁଇଁଲେ ବି ଅବିକଲ ମାଛ ଭଳି ଲାଗିବ। ଏହି ରୋବଟ୍‌ ମାଛକୁ ସମୁଦ୍ର ଭିତରେ ଛାଡ଼ିବାକୁ ଯୋଜନା କରାଯାଇଛି। ଯାହା ଫଳରେ ସମୁଦ୍ରରେ ପଡ଼ି ରହିଥିବା ଛୋଟ ଛୋଟ ପ୍ଲାଷ୍ଟିକ୍‌ ଖଣ୍ଡକୁ ଏହି ରୋବଟ୍‌ ମାଛ ଖାଇଦେବ। ଏହା ସମୁଦ୍ରକୁ ପରିଷ୍କାର ରଖିବାରେ ସହାୟକ ହେବ ବୋଲି କହିଛନ୍ତି ଏହି ନିଆରା ରୋବଟ୍‌କୁ ତିଆରି କରିଥିବା ବୈଜ୍ଞାନିକ ୱାଙ୍ଗ ୟୁୟାନ୍‌।

ଏହି ମାଛକୁ ସମୁଦ୍ର ଭିତରେ ଯଦି କୌଣସି ବଡ଼ ମାଛ ଗିଳିଦିଏ। ତେବେ ବଡ଼ ମାଛରେ କୌଣସି କ୍ଷତି ହେବ ନାହିଁ ବୋଲି ଏହି କୁତ୍ରିମ ମାଛକୁ ପ୍ରସ୍ତୁତ କରିଥିବା ବୈଜ୍ଞାନିକ କହିଛନ୍ତି। ଏହି ରୋବଟକୁ ଗିଳି ଦେବା ଜୈବୀକ ପ୍ରକ୍ରିୟାରେ ହଜମ କରି ହେବ। ନିଜ ଆକାର ତୁଳନାରେ ତିନିଗୁଣ ଅଧିକ ବେଗରେ ଏହି ରୋବର୍ଟ ମାଛ ଗତି କରିପାରୁଛି। ବର୍ତ୍ତମାନ, ଏହି ରୋବୋଟିକ୍ ମାଛ ନିଅର୍‌ ଇନଫ୍ରାରେଡ୍ ଲାଇଟ୍ (NIR) ଦିଗରେ ଗତି କରୁଛି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ଚୀନୀ ବୈଜ୍ଞାନିକମାନେ କହିଛନ୍ତି, 'ଆଗକୁ ଏଭଳି ଅନେକ ଛୋଟ ଛୋଟ ଆକାରର ମାଛ ଭଳି ରୋବଟ ତିଆରି କରାଯିବ, ଯାହାକୁ ଆଗକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯିବ। ଭବିଷ୍ୟତରେ ଏହି ରୋବଟ୍‌ ମାଛକୁ ମଣିଷ ଶରୀର ଭିତରକୁ ଛାଡ଼ି ଦେଲେ ହାନିକାରକ ଭୂତାଣୁକୁ ଆରାମରେ ନିୟନ୍ତ୍ରଣ କରାଯାଇ ପାରିବ। ଚୀନ୍‌ରେ ପ୍ରସ୍ତୁତ ହୋଇଥିବା ଏହି ରୋବଟ୍‌ ମାଛକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା।

https://twitter.com/ReutersScience/status/1547026775263154176?s=20&t=MBI8naaPcmYZzihHNb0e9g

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story