'ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି'

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଏବେ ଜନ୍ମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଛି। ପରିବେଶବିତ୍ ବା ଗବେଷକ ଦାବି କରିଛନ୍ତି ଯେ ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି। ଏଭଳି ସ୍ଥିତି କିଛି ବର୍ଷ ହେବ ଆରମ୍ଭ ହୋଇଯାଇଛି। ଏବେ ଯେଉଁ ଛୋଟ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କ ଗୁପ୍ତାଙ୍ଗ ଛୋଟ ରହୁଥିବା ଗବେଷକ ଦାବି କରିଛନ୍ତି। ଶାନ୍ନା ସ୍ୱାନ ‘କାଉଣ୍ଟ ଡାଉନ୍’ ନାମକ ଏକ ବହି ଲେଖିଛନ୍ତି। ଯେଉଁଥିରେ ମଣିଷ କିଭଳି ପ୍ରଦୂଷଣର ସାମ୍ନା କରୁଛି […]

pollution

pollution

Subhransu Sekhar
  • Published: Saturday, 27 March 2021
  • Updated: 27 March 2021, 07:47 PM IST

Sports

Latest News

ନୂଆଦିଲ୍ଲୀ: ମାତ୍ରାଧିକ ପ୍ରଦୂଷଣ ଏବେ ଜନ୍ମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଛି। ପରିବେଶବିତ୍ ବା ଗବେଷକ ଦାବି କରିଛନ୍ତି ଯେ ପ୍ରଦୂଷଣ ପାଇଁ ପୁରୁଷଙ୍କ ଗୁପ୍ତାଙ୍ଗ ଛୋଟ ହୋଇଯାଉଛି। ଏଭଳି ସ୍ଥିତି କିଛି ବର୍ଷ ହେବ ଆରମ୍ଭ ହୋଇଯାଇଛି। ଏବେ ଯେଉଁ ଛୋଟ ଛୁଆ ଜନ୍ମ ହେଉଛନ୍ତି ସେମାନଙ୍କ ଗୁପ୍ତାଙ୍ଗ ଛୋଟ ରହୁଥିବା ଗବେଷକ ଦାବି କରିଛନ୍ତି।

ଶାନ୍ନା ସ୍ୱାନ ‘କାଉଣ୍ଟ ଡାଉନ୍’ ନାମକ ଏକ ବହି ଲେଖିଛନ୍ତି। ଯେଉଁଥିରେ ମଣିଷ କିଭଳି ପ୍ରଦୂଷଣର ସାମ୍ନା କରୁଛି ସେ ବାବଦରେ ଲେଖା ହୋଇଛି। ଯାହାକି ଆଗାମୀ ପିଢ଼ୀ ପାଇଁ ଉଦବେଗଜନକ ବିଷୟ ବୋଲି ସେ ଲେଖିଛନ୍ତି। ଯାହାକି ପ୍ରଜନନ ଦିଗରେ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଇଛି।

ଏହି ପ୍ରଦୂଷଣ ବଢ଼ିବା ପଛରେ ଗବେଷକ ଜଣଙ୍କ phthalates (ଫଥାଲେଟ୍) ନାମକ କେମିକାଲକୁ ଦାୟୀ କରିଛନ୍ତି। ଏହି କେମିକାଲ ପ୍ଲାଷ୍ଟିକ ତିଆରିରେ ବ୍ୟବହାର ହୁଏ। ଆଉ ଏହି କେମିକାଲ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ୱାରା ମଣିଷ ଶରୀରରେ ଏଣ୍ଡୋକ୍ରାଇନ୍ ସିଷ୍ଟମ ପ୍ରଭାବିତ ହେଉଛି।

ଶାନ୍ନା ସ୍ନାନ ଗବେଷଣା କରି କହିଛନ୍ତି, ଆଧୁନିକ ସମାଜରେ ଶୁକ୍ରାଣୁ ସଂଖ୍ୟା ମଧ୍ୟ ମଣିଷ ଶରୀରରେ କମିବାରେ ଲାଗିଛି। ଯାହାକି ଉଭୟ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ ବିକାଶରେ ପରିବର୍ତ୍ତନ କରୁଛି। ଏଭଳି ହେଲେ ମାନବ ଜାତିର ଭବିଷ୍ୟତ ବିପଦମୁହାଁ।

Phthalates ବାବଦରେ ଗବେଷକ ଜଣଙ୍କ ପରୀକ୍ଷା କରି କହିଛନ୍ତି ଯେ ଗର୍ଭରେ ଶିଶୁଟି ଥିବା ବେଳେ ଫଥାଲେଟ୍ସ୍ ସଂସ୍ପର୍ଶରେ ଆସିଥାଏ। ଆଉ ଜନ୍ମ ହେବା ବେଳେ ଏହି କେମିକାଲର ସଂସ୍ପର୍ଶରେ ଆସିବା ଦ୍ୱାରା ଛୋଟ ଛୁଆର ଗୁପ୍ତାଙ୍ଗ ପ୍ରଭାବିତ ହୋଇଥାଏ। ସେହିପରି ବିଭିନ୍ନ ପ୍ଲାଷ୍ଟିକ ଖେଳଣା ଏବଂ ପ୍ଲାଷ୍ଟିକ କଭର ଭର୍ତ୍ତି ଖାଇବା ଜିନିଷରେ ଛୋଟ ଛୁଆ ହାତ ମାରିଥାଏ। ଆଉ ସେହି ହାତକୁ ପାଟିରେ ପୁରାଇବା ପରେ ଏହି କେମିକାଲ ଶରୀର ମଧ୍ୟକୁ ଯାଇଥାଏ। ଆଉ ଏହାର ପ୍ରଭାବ ଶୁକ୍ରାଣୁ ତିଆରିରେ କ୍ଷତି ପହଞ୍ଚାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story