ପୃଥିବୀ ମୁହାଁ ସୌର ଝଡ଼: କାମ କରିବନି ମୋବାଇଲ ନେଟଓ୍ୱର୍କ, ଟିଭି!

ନୂଆଦିଲ୍ଲୀ: ଦିନେ ଦୁଇ ଦିନ କାମ କରିନପାରେ ମୋବାଇଲ ନେଟଓ୍ୱର୍କ ଏବଂ ଜିପିଏସ। କାରଣ ପୃଥିବୀ ଆଡକୁ ଅଗ୍ରସର ହେଉଛି ସୋଲାର ଷ୍ଟର୍ମ ବା ସୌର ଝଡ଼। ଏବେ ଏହି ସୌର ଝଡ଼ ଘଣ୍ଟା ପିଛା ୧.୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ଆଜି କିମ୍ୱା ଆସନ୍ତାକାଲି ଏହି ସୌର ଝଡ଼ ୪୮ ଘଣ୍ଟା ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଏହି ଖବର ଲେଖାହେବାର ୧୫ ଘଣ୍ଟା ପୂର୍ବରୁ ସ୍ପେସ ଓ୍ୱେଦର ନାମକ ଏକ ଓ୍ୱେବସାଇଟ୍ […]

solar-strom

solar-strom

Subhransu Sekhar
  • Published: Sunday, 11 July 2021
  • Updated: 12 July 2021, 10:59 AM IST

Sports

Latest News

ନୂଆଦିଲ୍ଲୀ: ଦିନେ ଦୁଇ ଦିନ କାମ କରିନପାରେ ମୋବାଇଲ ନେଟଓ୍ୱର୍କ ଏବଂ ଜିପିଏସ। କାରଣ ପୃଥିବୀ ଆଡକୁ ଅଗ୍ରସର ହେଉଛି ସୋଲାର ଷ୍ଟର୍ମ ବା ସୌର ଝଡ଼। ଏବେ ଏହି ସୌର ଝଡ଼ ଘଣ୍ଟା ପିଛା ୧.୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ଆଜି କିମ୍ୱା ଆସନ୍ତାକାଲି ଏହି ସୌର ଝଡ଼ ୪୮ ଘଣ୍ଟା ମଧ୍ୟରେ ପୃଥିବୀ ସହ ଧକ୍କା ହୋଇପାରେ। ଏହି ଖବର ଲେଖାହେବାର ୧୫ ଘଣ୍ଟା ପୂର୍ବରୁ ସ୍ପେସ ଓ୍ୱେଦର ନାମକ ଏକ ଓ୍ୱେବସାଇଟ୍ ଏହି ରିପୋର୍ଟ ଦେଇଛି।

ତେବେ ପୃଥିବୀ ସହିତ ଏହି ସୌର ଝଡ଼ ମାଡ଼ ହେବା ବେଳେ ରଙ୍ଗ ବେରଙ୍ଗର ତରଙ୍ଗ ଦେଖିବାକୁ ମିଳିବ। ଏହା ପୃଥିବୀର ଉତ୍ତର ଏବଂ ଦକ୍ଷିଣ ପୋଲରେ ଏହି ତରଙ୍ଗ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ହେଲେ ଏହାର ପ୍ରଭାବ କିନ୍ତୁ ପୃଥିବୀ ଉପରେ ପଡ଼ିବ। ଧରାପୃଷ୍ଠରେ ଲୋକମାନେ ବ୍ୟବହାର କରୁଥିବା ଜିପିଏସ, ମୋବାଇଲ ନେଟଓ୍ୱର୍କ ଏବଂ ସାଟେଲାଇଟି ଟିଭି ସହିତ ବିଭିନ୍ନ ରେଡିଓ ଫ୍ରିକ୍ୟୁଏନସି କାମ କରିବ ନାହିଁ ବୋଲି ସ୍ପେସ ଓ୍ୱେଦର ଡଟ କମରେ ପ୍ରକାଶିତ ଖବରରେ ଉଲ୍ଲେଖ ରହିଛି।

ପୃଥିବୀରେ ଥିବା ଚୁମ୍ବକୀୟ ପୃଷ୍ଠ ଆମ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ସୃଷ୍ଟି ହୋଇଛି। ଏହା ଆମକୁ ସୂର୍ଯ୍ୟଙ୍କଠାରୁ ବାହାରୁଥିବା ବିପଜ୍ଜନକ କିରଣରୁ ରକ୍ଷା କରିଥାଏ। ଯେତେବେଳେ ବି ଦୃତ ଗତିରେ ଏକ ସୌର ଆଲୋକ ପୃଥିବୀ ଆଡକୁ ଆସେ ସେତେବେଳେ ଚୁମ୍ବକୀୟ ପୃଷ୍ଠକୁ ଧକ୍କା ଦିଏ।

ଯଦି ଏହି ସୌର ଝଡ଼ ଦକ୍ଷିଣ ଦିଗରେ ଆସି ପୃଥିବୀର ବିପରୀତ ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହେବ ତା’ହେଲେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ପିଆଜ ଚୋପା ପରି ମେଲେଇ ଯିବ। ଏହି କାରଣରୁ, ପୃଥିବୀ ପୃଷ୍ଠରେ ଏକ ଚୁମ୍ବକୀୟ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟରେ ପୃଥିବୀରେ ଥିବା ଚୁମ୍ବକୀୟ ପ୍ରଭାବ ହ୍ରାସ ପାଏ। ଏହା ପ୍ରାୟ ୬ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥାଏ। କିଛିଦିନ ପରେ କିନ୍ତୁ ପୁଣିଥରେ ଚୁମ୍ବକୀୟ କ୍ଷେତ୍ର ପୂର୍ବାବସ୍ଥାକୁ ଫେରିଆସିବ ବୋଲି ବିଜ୍ଞାନ କୁହେ। ପୂର୍ବାବସ୍ଥାକୁ ଫେରିବା ପାଇଁ ୪୮ ଘଣ୍ଟା ଆବଶ୍ୟକ ବୋଲି କୁହାଯାଉଛି। ତେଣୁ ଏହି ଅବଧି ମଧ୍ୟରେ ଚୁମ୍ୱକୀୟ ଶକ୍ତି ଉପରେ ନିର୍ଭରଶୀଳ ଥିବା ମୋବାଇଲ ନେଟଓ୍ୱର୍କ, ଜିପିଏସ, ସାଟେଲାଇଟ୍ ଟିଭି ଏବଂ ରେଡିଓ ଫ୍ରିକୁଏନ୍ସ କାମ କରିବ ନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story