ପନ୍ତଙ୍କୁ ଏମିତି ପ୍ରଶଂସା କଲେ ପୃଥ୍ୱୀ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ ଟିମର ସାଥୀ ଖେଳାଳି ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି। ପୃଥ୍ୱୀ କହିଛନ୍ତି, ‘ଯୁବକଙ୍କ ମଧ୍ୟରେ ପନ୍ତ ସବୁଠାରୁ ଶ୍ରେଷ୍ଠ ଫିନିସର୍।’ ୨୧ ବର୍ଷୀୟ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଆଇପିଏଲର ଏଲିମିନେଟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ପନ୍ତ ମାତ୍ର ୨୧ ବଲରେ ୪୯ ରନର ଇନିଂସ ଖେଳିଥିଲେ। ମ୍ୟାଚ୍ ପରେ ପୃଥ୍ୱୀ କହିଥିଲେ, ‘ସାଧାରଣତଃ ଟି-୨୦ ମ୍ୟାଚରେ […]

aptn

aptn

Hemant Lenka
  • Published: Thursday, 09 May 2019
  • Updated: 09 May 2019, 06:27 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ' ଟିମର ସାଥୀ ଖେଳାଳି ଋଷଭ ପନ୍ତଙ୍କୁ ପ୍ରଶଂସା କରିଛନ୍ତି। ପୃଥ୍ୱୀ କହିଛନ୍ତି, 'ଯୁବକଙ୍କ ମଧ୍ୟରେ ପନ୍ତ ସବୁଠାରୁ ଶ୍ରେଷ୍ଠ ଫିନିସର୍।' ୨୧ ବର୍ଷୀୟ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଆଇପିଏଲର ଏଲିମିନେଟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ପନ୍ତ ମାତ୍ର ୨୧ ବଲରେ ୪୯ ରନର ଇନିଂସ ଖେଳିଥିଲେ।

ମ୍ୟାଚ୍ ପରେ ପୃଥ୍ୱୀ କହିଥିଲେ, 'ସାଧାରଣତଃ ଟି-୨୦ ମ୍ୟାଚରେ ଅଧିକ ଚାପ ରହିଥାଏ। ମ୍ୟାଚ୍ ଜିତିବା ନେଇ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲି। ଠିକଣା ସମୟରେ ମଧ୍ୟ ପନ୍ତ ଚମତ୍କାର ବ୍ୟାଟିଂ କରିଥିଲେ। ମୋ ମତରେ, ପନ୍ତ ଯୁବ ଖେଳାଳିଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଫିନିସର୍। ପନ୍ତ ଏଭଳି ଜଣେ ଖେଳାଳି, ଯିଏ ସେ ସର୍ବଦା ଆମ ପାଇଁ ମ୍ୟାଚରେ ସୁଯୋଗ ସୃଷ୍ଟି କରିଥାନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦେଖିବାକୁ ମିଳିଛି। ଦୁର୍ଭାଗ୍ୟବଶତଃ ସେ ଆମ ପାଇଁ ଫିନିଶ୍ କରିପାରି ନଥିଲେ, କିନ୍ତୁ ଶେଷରେ କୀମୋ ପଲ୍ ଭଲ ପ୍ରଦର୍ଶନ କରି ଆମକୁ ଜିତାଇଥିଲେ।' ସୂଚନାଯୋଗ୍ୟ, ଦିଲ୍ଲୀ ବିଜୟରେ ପୃଥ୍ୱୀ ଶ' ୫୬ ରନର ଇନିଂସ୍ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story