ଫ୍ରେଞ୍ଚ ଓପନ୍: କ୍ୱାର୍ଟରରୁ ନାଦାଲ ବିଦା, ସେମିରେ ଜୋକୋଭିକ୍

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନର କ୍ୱାର୍ଟର ଫାଇନାଲ୍ ରାଉଣ୍ଡର ବିଦା ହୋଇଯାଇଛନ୍ତି ରାଫେଲ ନାଦାଲ। ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ୍ ତାଙ୍କୁ ୭-୫,୬-୩ ଓ ୬-୧ ସେଟରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି। ଗତକାଲି ୧୭ଟି ଗ୍ରାଣ୍ଡ୍ ସ୍ଲାମ୍ ହାସଲ କରିଥିବା ରୋଜର ଫେଡରର ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦା ହୋଇଯାଇଥିଲେ। ଦ୍ୱିତୀୟ ସିଡ୍ ଫେଡରର କ୍ୱାର୍ଟର ଫାଇନାଲରେ ସ୍ୱିଜରଲାଣ୍ଡର ଷ୍ଟାନିସ୍ଲାସ ୱାରିଙ୍କାଙ୍କ ଠାରୁ ସିଧାସଳଖ ୬-୪,୬-୩, ୭-୬ (୭-୪) ସେଟର୍ ପରାସ୍ତ […]

djokovik

djokovik

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 05:02 PM IST

Sports

Latest News

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନର କ୍ୱାର୍ଟର ଫାଇନାଲ୍ ରାଉଣ୍ଡର ବିଦା ହୋଇଯାଇଛନ୍ତି ରାଫେଲ ନାଦାଲ। ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ୍ ତାଙ୍କୁ ୭-୫,୬-୩ ଓ ୬-୧ ସେଟରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି।
ଗତକାଲି ୧୭ଟି ଗ୍ରାଣ୍ଡ୍ ସ୍ଲାମ୍ ହାସଲ କରିଥିବା ରୋଜର ଫେଡରର ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦା ହୋଇଯାଇଥିଲେ। ଦ୍ୱିତୀୟ ସିଡ୍ ଫେଡରର କ୍ୱାର୍ଟର ଫାଇନାଲରେ ସ୍ୱିଜରଲାଣ୍ଡର ଷ୍ଟାନିସ୍ଲାସ ୱାରିଙ୍କାଙ୍କ ଠାରୁ ସିଧାସଳଖ ୬-୪,୬-୩, ୭-୬ (୭-୪) ସେଟର୍ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story