୧୯ ବର୍ଷରୁ କମ୍ ଓ ଭାରତ-ଏ ଟିମର କୋଚ୍ ହେବେ ରାହୁଲ

କୋଲକାତା: ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଟିମ୍ ଓ ଭାରତ-ଏ ଟିମର କୋଚ୍ ପଦବୀରେ ରାହୁଲ ଦ୍ରାବିଡ଼ଙ୍କୁ ଦିଆଯିବ ନିଯୁକ୍ତି। ଆଜି କୋଲକାତାରେ ବସିଥିବା ବିସିସିଆଇର ନବଗଠିତ ପରାମର୍ଶଦାତା କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏ ସଂପର୍କରେ ସୂଚନା ଦେଇ ବସିସିଆଇ ସଂପାଦକ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଦ୍ରାବିଡ ଏହି ନୂଆ ଦାୟିତ୍ୱ ନେବାକୁ ସହମତି ପ୍ରକାଶ କରିଛନ୍ତି। ତାଙ୍କୁ ଏହି ପ୍ରସ୍ତାବ ଦିଆଯିବା ପରେ ସେ ଏକ ମିନିଟରୁ କମ୍ […]

rahul

rahul

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 01:29 PM IST

Sports

Latest News

କୋଲକାତା: ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ୍ ଟିମ୍ ଓ ଭାରତ-ଏ ଟିମର କୋଚ୍ ପଦବୀରେ ରାହୁଲ ଦ୍ରାବିଡ଼ଙ୍କୁ ଦିଆଯିବ ନିଯୁକ୍ତି। ଆଜି କୋଲକାତାରେ ବସିଥିବା ବିସିସିଆଇର ନବଗଠିତ ପରାମର୍ଶଦାତା କମିଟି ବୈଠକରେ ହୋଇଛି ଏହି ନିଷ୍ପତ୍ତି। ଏ ସଂପର୍କରେ ସୂଚନା ଦେଇ ବସିସିଆଇ ସଂପାଦକ ଅନୁରାଗ ଠାକୁର କହିଛନ୍ତି ଯେ ରାହୁଲ ଦ୍ରାବିଡ ଏହି ନୂଆ ଦାୟିତ୍ୱ ନେବାକୁ ସହମତି ପ୍ରକାଶ କରିଛନ୍ତି। ତାଙ୍କୁ ଏହି ପ୍ରସ୍ତାବ ଦିଆଯିବା ପରେ ସେ ଏକ ମିନିଟରୁ କମ୍ ସମୟ ମଧ୍ୟରେ ଏଥିରେ ରାଜି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ବିସିସିଆଇର ନବଗଠିତ ପରାମର୍ଶଦାତା କମିଟିରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ସ୍ଥାନ ଦିଆଯାଇଛି। ଅନ୍ୟପଟେ ରାହୁଲଙ୍କ ଏଥିରେ ସାମିଲ କରାନଯିବା ନେଇ ଅନେକ କଥା ଶୁଣିବାକୁ ମିଳୁଥିଲା ଯାହାର ଆଜି ଅନ୍ତ ଘଟିଛି।

ଆଜି ଅନୁଷ୍ଠିତ ବୈଠକରେ ବିସିସିଆଇ ସଭାପତି ଜଗମୋହନ ଡାଲମିଁଆଙ୍କ ସମେତ ସଂପାଦକ ଅନୁରାଗ ଠାକୁର, ସଚିନ, ସୌରଭ ଓ ଲକ୍ଷ୍ମଣ ଉପସ୍ଥିତ ଥିଲେ।

ଅନୁରାଗ ଠାକୁର ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ କ୍ରିକେଟକୁ ଆଗକୁ ନେବା ଦିଗରେ ଯୋଜନା କରୁଛନ୍ତି ସଚିନ, ସୌରଭ ଓ ଲକ୍ଷ୍ମଣ। ଖୁବଶୀଘ୍ର ଏହି ତିନି ପୂର୍ବତନ ମହାନ ଖେଳାଳି ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚଙ୍କ ସଂପର୍କରେ ନିଷ୍ପତ୍ତି ନେବେ। ଏହି ଅବସରରେ ଅନୁରାଗ ଆହୁରି ମଧ୍ୟ କହିଥିଲେ ଯେ ନୂଆ ଦାୟିତ୍ୱରେ ଆସିଥିବା ସଚିନ, ସୌରଭ ଓ ଲକ୍ଷ୍ମଣ ଏଥିପାଇଁ ବିସିସିଆଇରକୁ କୌଣସି ଅର୍ଥ ନେବେ ନାହିଁ। ମାଗଣାରେ ହିଁ ସେମାନେ ବିସିସିଆଇକୁ ସାହାଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story