୨୦୦୯ ଶ୍ରୀଲଙ୍କା ଟିମ୍‌ ଆକ୍ରମଣ ପଛରେ ୪ ଆତଙ୍କବାଦୀ ଥିଲେ: ପାକିସ୍ତାନ

ଲାହୋର : ୨୦୦୯ରେ ଭ୍ରମଣକାରୀ ଶ୍ରୀଲଙ୍କାଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ସେଠାରେ ୪ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଆଜି ସୂଚନା ଦେଇଛି ପାକିସ୍ତାନ। ପାକିସ୍ତାନ କହିଛି ଯେଉଁମାନେ ଆକ୍ରମଣ କରିଥିଲେ ସେମାନେଙ୍କୁ ସୁରକ୍ଷାକର୍ମୀମାନେ ଗୁଳିକରିଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ବୋଲି ପାକିସ୍ତାନ କହିଛି। ଅଦ୍ୟାବଧି ସେମାନଙ୍କର ପରିଚୟ ମିଳି ନ ଥିବା ବେଳେ ସେମାନେ କେଉଁ ଆତଙ୍କୀ ଗ୍ରୁପର ତାହା ଜଣାପଡିନାହିଁ। ଏହି ଆକ୍ରମଣରେ ୬ ଜଣ ପୋଲିସ, ୨ଜଣ ଦେଖଣାହାରୀଙ୍କର […]

pakistan-cricket-security

pakistan-cricket-security

Rakesh Mallick
  • Published: Sunday, 28 August 2016
  • Updated: 28 August 2016, 05:36 PM IST

Sports

Latest News

ଲାହୋର : ୨୦୦୯ରେ ଭ୍ରମଣକାରୀ ଶ୍ରୀଲଙ୍କାଦଳ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ସେଠାରେ ୪ ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ ବୋଲି ଆଜି ସୂଚନା ଦେଇଛି ପାକିସ୍ତାନ। ପାକିସ୍ତାନ କହିଛି ଯେଉଁମାନେ ଆକ୍ରମଣ କରିଥିଲେ ସେମାନେଙ୍କୁ ସୁରକ୍ଷାକର୍ମୀମାନେ ଗୁଳିକରିଥିଲେ। ଘଟଣାସ୍ଥଳରେ ସମସ୍ତଙ୍କର ମୃତ୍ୟୁ ଘଟିଥିଲା ବୋଲି ପାକିସ୍ତାନ କହିଛି। ଅଦ୍ୟାବଧି ସେମାନଙ୍କର ପରିଚୟ ମିଳି ନ ଥିବା ବେଳେ ସେମାନେ କେଉଁ ଆତଙ୍କୀ ଗ୍ରୁପର ତାହା ଜଣାପଡିନାହିଁ।

ଏହି ଆକ୍ରମଣରେ ୬ ଜଣ ପୋଲିସ, ୨ଜଣ ଦେଖଣାହାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ କ୍ରିକେଟ ଖେଳାଳି ଗୁରୁତର ଭାବେ ଆହତ ହୋଇଥିଲେ।

ପାକିସ୍ତାନୀ ତାଲିବାନ ଓ ଲସ୍କର-ଏ-ତୋଏବା ଏହି ଆକ୍ରମଣ କରିଥିବା ପାକିସ୍ତାନୀ ଗୁଇନ୍ଦା ବିଭାଗ ଅନୁମାନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos