୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଖେଳିବେନି ମେସୀ

ବୁନୋସ୍‌ ଆରିସ୍‌ (ଆର୍ଜେଣ୍ଟିନା): ଭିନେଜୁଏଲା ବିପକ୍ଷ ୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଖେଳିବେନି ଆର୍ଜେଣ୍ଟିନାର ଷ୍ଟ୍ରାଇକର ଲିଓନେଲ ମେସୀ। ଜଙ୍ଘ ମାଂସପେଶୀ ଟାଣି ହୋଇଯିବା କାରଣରୁ ସେ ଏହି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଦଳର କୋଚ୍‌ ଇଡ୍‌ଗାର୍ଡୋ ବୌଜା କହିଛନ୍ତି। ସେ କହିଛନ୍ତି,‘ଜଙ୍ଘ ମାସଂପେଶୀ ଟାଣି ହୋଇଯାଇଥିବା କାରଣରୁ ଭିଏନ୍‌ଜୁଏଲା ବିପକ୍ଷ ୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ମେସୀ ଖେଳିବେ ନାହିଁ। ଆମେ ତାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ତାଙ୍କୁ ବିଶ୍ରାମ […]

lionel-messi-argentina-0309

lionel-messi-argentina-0309

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 10:49 PM IST

Sports

Latest News

ବୁନୋସ୍‌ ଆରିସ୍‌ (ଆର୍ଜେଣ୍ଟିନା): ଭିନେଜୁଏଲା ବିପକ୍ଷ ୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଖେଳିବେନି ଆର୍ଜେଣ୍ଟିନାର ଷ୍ଟ୍ରାଇକର ଲିଓନେଲ ମେସୀ। ଜଙ୍ଘ ମାଂସପେଶୀ ଟାଣି ହୋଇଯିବା କାରଣରୁ ସେ ଏହି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ଦଳର କୋଚ୍‌ ଇଡ୍‌ଗାର୍ଡୋ ବୌଜା କହିଛନ୍ତି।

ସେ କହିଛନ୍ତି,‘ଜଙ୍ଘ ମାସଂପେଶୀ ଟାଣି ହୋଇଯାଇଥିବା କାରଣରୁ ଭିଏନ୍‌ଜୁଏଲା ବିପକ୍ଷ ୨୦୧୮ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ମେସୀ ଖେଳିବେ ନାହିଁ। ଆମେ ତାଙ୍କୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହୁଁ। ତାଙ୍କୁ ବିଶ୍ରାମ ନେବାକୁ କୁହାଯାଇଛି। ଆମେ ଆଶା କରୁଛୁ ସେ ବିଶ୍ରାମ ନେବେ।”

ମେଣ୍ଡୋଜାରେ ୟୁରୁଗୁଏ ବିପକ୍ଷରେ ୧-୦ ଗୋଲ ଦେଇ ଅବସର ଘୋଷଣା କରି ପୁଣି ଦଳକୁ ଫେରିଥିଲେ ମେସୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story