କୋହଲିଙ୍କୁ ଉସକାଇଲେ ଅନୁଷ୍କା, କହିଲେ ଏମିତି କଥା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସବୁ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। କ୍ରିକେଟ୍ ମଇଦାନରୁ ଦୂରେଇ ରହିବା କଷ୍ଟ କ’ଣ, ତାହା କ୍ରିକେଟରଙ୍କଠାରୁ ଭଲଭାବେ ହୁଏତ କେହି ଜାଣିନଥିବେ। ଏହା ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଅନୁଷ୍କା ଜୋରରେ ଚିତ୍କାର କରି କୋହଲିଙ୍କୁ କହୁଛନ୍ତି, ଏ କୋହଲି ଚୌକା ମାର୍‌, କ’ଣ କରୁଛୁ। ଅନୁଷ୍କାଙ୍କ […]

virushka

virushka

Ranjit Kumar Jena
  • Published: Friday, 17 April 2020
  • Updated: 17 April 2020, 08:57 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସବୁ କ୍ରିକେଟର୍ ନିଜ ନିଜର ଘରେ ଅଛନ୍ତି। କ୍ରିକେଟ୍ ମଇଦାନରୁ ଦୂରେଇ ରହିବା କଷ୍ଟ କ'ଣ, ତାହା କ୍ରିକେଟରଙ୍କଠାରୁ ଭଲଭାବେ ହୁଏତ କେହି ଜାଣିନଥିବେ। ଏହା ମଧ୍ୟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଅନୁଷ୍କା ଜୋରରେ ଚିତ୍କାର କରି କୋହଲିଙ୍କୁ କହୁଛନ୍ତି, ଏ କୋହଲି ଚୌକା ମାର୍‌, କ'ଣ କରୁଛୁ। ଅନୁଷ୍କାଙ୍କ ମୁହଁରୁ ଏଭଳି କଥା ଶୁଣି ପାଖରେ ବସିଥିବା କୋହଲି ଭିନ୍ନ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ତେବେ କୋହଲି କିଛି କହିନାହାନ୍ତି, କାରଣ ତାଙ୍କୁ ସାମାନ୍ୟ ଅଜବ ଲାଗୁଥିଲା।

ଅନୁଷ୍କା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଛନ୍ତି। ଏହା ସହ ସେ କହିଛନ୍ତି ଯେ କାହିଁକି କୋହଲିଙ୍କୁ ଏଭଳି ଉସକାଉଥିଲେ। ଅନୁଷ୍କା ଲେଖିଛନ୍ତି, ମୋତେ ଲାଗୁଛି ବର୍ତ୍ତମାନ ବିରାଟ୍ କୋହଲି କ୍ରିକେଟକୁ ବହୁତ ମନେ ପକାଉଛନ୍ତି, କାରଣ ମଇଦାନରେ ତାଙ୍କୁ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ସମର୍ଥନ ମିଳେ। ମୁଁ ଚାହେଁ କୋହଲି ନିଜର ପ୍ରତି ପ୍ରଶଂସକଙ୍କୁ ମିସ୍ କରିବା ଦରକାର। ତେଣୁ ମୁଁ ତାଙ୍କୁ (କୋହଲି) ଏହିଭଳି ଅଭିଜ୍ଞତା ଦେବାକୁ ପ୍ରୟାସ କରୁଥିଲି।

କ୍ରିକେଟ୍ ମଇଦାନରୁ ଦୂରରେ ଥିବା ପତି କୋହଲିଙ୍କ ମୁହଁରେ ସାମାନ୍ୟ ହସ ଫୁଟାଇବା ପାଇଁ ଅନୁଷ୍କାଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରୟାସକୁ ସୋଶାଲ ମିଡିଆରେ ଖୁବ୍ ପସନ୍ଦ କରାଯାଇଛି। ବର୍ତ୍ତମାନ ସାରା ଦେଶ ଲକଡାଉନ୍ ଚାଲିଥିବାରୁ ଉଭୟ ବିରାଟ୍ ଓ ଅନୁଷ୍କା ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ନିଜର ପ୍ରଶଂସକଙ୍କ ମନ ଜିଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story