ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଅବସର ନେବେ ଆଫ୍ରିଦି

ମୋହାଲି: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେବେ ପାକିସ୍ତାନର ଅଧିନାୟକ ସାହିଦ ଆଫ୍ରିଦି। ଏନେଇ ସେ ସ୍ପଷ୍ଟ ସଂକେତ ଦେଇଛନ୍ତି। ଗତକାଲି ନ୍ୟୁଜିଲାଣ୍ଡଠାରୁ ୨୨ ରନ୍‌ରେ ହାରିଯିବା ପରେ ଆଫ୍ରିଦି କହିଥିଲେ ଯେ ମାର୍ଚ୍ଚ ୨୫ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ତାଙ୍କର ଶେଷ ମ୍ୟାଚ୍ ହୋଇପାରେ। ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଗତକାଲି କହିଥିଲା ଯେ ଏହି ଟୁର୍ଣ୍ଣାମେଣ୍ଟ ପରେ ଆଫ୍ରିଦି ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେବେ। ଏ ନେଇ […]

afridi

afridi

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 11:41 AM IST

Sports

Latest News

ମୋହାଲି: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେବେ ପାକିସ୍ତାନର ଅଧିନାୟକ ସାହିଦ ଆଫ୍ରିଦି। ଏନେଇ ସେ ସ୍ପଷ୍ଟ ସଂକେତ ଦେଇଛନ୍ତି।

ଗତକାଲି ନ୍ୟୁଜିଲାଣ୍ଡଠାରୁ ୨୨ ରନ୍‌ରେ ହାରିଯିବା ପରେ ଆଫ୍ରିଦି କହିଥିଲେ ଯେ ମାର୍ଚ୍ଚ ୨୫ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ତାଙ୍କର ଶେଷ ମ୍ୟାଚ୍ ହୋଇପାରେ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟ ଗତକାଲି କହିଥିଲା ଯେ ଏହି ଟୁର୍ଣ୍ଣାମେଣ୍ଟ ପରେ ଆଫ୍ରିଦି ଟ୍ୱେଣ୍ଟି-ଟ୍ୱେଣ୍ଟି ଫର୍ମାଟରୁ ଅବସର ନେବେ। ଏ ନେଇ ବୋର୍ଡ ଓ ଆଫ୍ରିଦିଙ୍କ ମଧ୍ୟରେ ବୁଝାମଣା ହୋଇସାରିଛି।

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ଏଯାବତ ୩ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ହାରିଛି ଓ ଗୋଟିଏରେ ଜିତିଛି। ଦଳ ମାର୍ଚ୍ଚ ୧୬ରେ କୋଲକାତାରେ ବାଂଲାଦେଶକୁ ହରାଇଥିଲା। ତେବେ ତା’ପରେ ଭାରତ ଠାରୁ ହାରି ଯାଇଥିଲା। ଏହା ପରେ ଗତକାଲି ନ୍ୟୁଜିଲାଣ୍ଡଠାରୁ ପୁଣି ହାରିଗଲା। ଭାରତଠାରୁ ହାରିବା ପରେ ଆଫ୍ରିଦି ଖୁବ୍ ସମାଲୋଚିତ ହୋଇଥିଲେ।

ପାକିସ୍ତାନର ଏହାର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨୫ ତାରିଖରେ ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story