ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଅବସର ନେଇପାରନ୍ତି ମୋର୍‌ତାଜା

ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ମାଶରାଫେ ମୋର୍‌ତାଜା ଆସନ୍ତା ୨୦୧୬ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅବସର ନେଇପାରନ୍ତି। ଟି-୨୦ ବିଶ୍ୱକପ୍‌ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି(୨୦୧୭)ରହିଛି। ଏହାପୂର୍ବରୁ ବିଶ୍ୱକପ୍‌ ତାଙ୍କର ଶେଷ ଶୃଙ୍ଖଳା ହୋଇପାରେ ବୋଲି ସେ ଆଜି ସୂଚନା ଦେଇଛନ୍ତି। ୩୨ ବର୍ଷୀୟ ମୋର୍‌ତାଜା କହିଛନ୍ତି,“ ଗୋଟିଏ କଥା ସତ୍ୟ, ମୁଁ ଦୀର୍ଘ ସମୟ ଧରି ଖେଳିବି ନାହିଁ। ଭଗବାନଙ୍କ ଆଶୀର୍ବାଦରୁ ଯଦି ମୁଁ ଶାରୀରିକ ଭାବେ ଫିଟ୍ ରହେ ତେବେ ୨୦୧୬ ବର୍ଷ ସାରା […]

mashraf-mortaza-pc-gen-700

mashraf-mortaza-pc-gen-700

Rakesh Mallick
  • Published: Saturday, 05 March 2016
  • Updated: 05 March 2016, 02:41 PM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶର ଅଧିନାୟକ ମାଶରାଫେ ମୋର୍‌ତାଜା ଆସନ୍ତା ୨୦୧୬ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଅବସର ନେଇପାରନ୍ତି। ଟି-୨୦ ବିଶ୍ୱକପ୍‌ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି(୨୦୧୭)ରହିଛି। ଏହାପୂର୍ବରୁ ବିଶ୍ୱକପ୍‌ ତାଙ୍କର ଶେଷ ଶୃଙ୍ଖଳା ହୋଇପାରେ ବୋଲି ସେ ଆଜି ସୂଚନା ଦେଇଛନ୍ତି।

୩୨ ବର୍ଷୀୟ ମୋର୍‌ତାଜା କହିଛନ୍ତି,“ ଗୋଟିଏ କଥା ସତ୍ୟ, ମୁଁ ଦୀର୍ଘ ସମୟ ଧରି ଖେଳିବି ନାହିଁ। ଭଗବାନଙ୍କ ଆଶୀର୍ବାଦରୁ ଯଦି ମୁଁ ଶାରୀରିକ ଭାବେ ଫିଟ୍ ରହେ ତେବେ ୨୦୧୬ ବର୍ଷ ସାରା ଖେଳିବି। ଏହାପରେ ମୁଁ ଆଉ ବେଶୀ ଶୃଙ୍ଖଳା ଦୀର୍ଘ ଦିନ ଧରି ଖେଳି ପାରିବି ବୋଲି ମୁଁ ଭାବୁ ନାହିଁ।” ମୋର୍‌ତାଜା ଦୀର୍ଘ ୧୫ ହେବ ବାଂଲାଦେଶକୁ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story