ଆଗାମୀ ୫ବର୍ଷ ଭାରତୀୟ ଦଳକୁ ଏକ ନମ୍ବରରେ ଦେଖିବାକୁ ଚାହୁଁଛି: ବିରାଟ

ନୂଆଦିଲ୍ଲୀ: ମୁଁ ଏପରି ଏକ ଟେଷ୍ଟଦଳ ବନେଇବାକୁ ଚାହୁଞ୍ଚି, ଯେଉଁ ଦଳ ଆଗାମୀ ୫ବର୍ଷ ବିଶ୍ୱ କ୍ରିକେଟରେ ଏକ ନମ୍ବର ହୋଇ ରହିବ ‌ବୋଲି ଭାରତୀୟ ଦଳର ନୂଆ ଟେଷ୍ଟ ଅଧିନାୟକ ବିରାଟ କୋହିଲ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମ ପାଖରେ ପ୍ରତିଭା ଓ ଯୋଗ୍ୟତାର ଅଭାବ ନାହିଁ । ଏହାକୁ ଏକାଠି କରିବା ସହ ସୂଚାରୁ ରୂପେ ସମ୍ପାଦନ କରିବାକୁ ପଡିବ । ଏଥ‍ପାଇଁ ଦଳର ପ୍ରତ୍ୟକ ଖେଳାଳିଙ୍କ ମଧ୍ୟରେ ସୁସମ୍ପର୍କ […]

viratkohli1

viratkohli1

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 11:48 AM IST

Sports

Latest News

ନୂଆଦିଲ୍ଲୀ: ମୁଁ ଏପରି ଏକ ଟେଷ୍ଟଦଳ ବନେଇବାକୁ ଚାହୁଞ୍ଚି, ଯେଉଁ ଦଳ ଆଗାମୀ ୫ବର୍ଷ ବିଶ୍ୱ କ୍ରିକେଟରେ ଏକ ନମ୍ବର ହୋଇ ରହିବ ‌ବୋଲି ଭାରତୀୟ ଦଳର ନୂଆ ଟେଷ୍ଟ ଅଧିନାୟକ ବିରାଟ କୋହିଲ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମ ପାଖରେ ପ୍ରତିଭା ଓ ଯୋଗ୍ୟତାର ଅଭାବ ନାହିଁ । ଏହାକୁ ଏକାଠି କରିବା ସହ ସୂଚାରୁ ରୂପେ ସମ୍ପାଦନ କରିବାକୁ ପଡିବ । ଏଥ‍ପାଇଁ ଦଳର ପ୍ରତ୍ୟକ ଖେଳାଳିଙ୍କ ମଧ୍ୟରେ ସୁସମ୍ପର୍କ ବଢାଇବା ଓ ବନ୍ଧୁତ୍ୱର ବାତାବରଣ ସୃଷ୍ଟି କରିବି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ଜାନୁୟାରୀର ଅଷ୍ଟ୍ରେଲିଆ ସହ ଚାଲିଥିବା ୪ଟିକିଆ ଟେଷ୍ଟ ମ୍ୟାଚର ତୃତୀୟ ମ୍ୟାଚ୍ ପରେ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇ ଦେବା ପରେ କୋହିଲ ଦଳର ଅଧିନାୟକ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos