ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌କୁ ନେଇ ରାହଣେ କହିଲେ ଏମିତି କଥା

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଟିମ୍‌ ଅଷ୍ଟ୍ରେଲିଆର ଦୁଇ ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥ୍ ଓ ଡେଭିଡ୍‌ ୱାର୍ଣ୍ଣର ନଥିବାରୁ ଟିମ୍‌ ଇଣ୍ଡିଆର ପଲା ଭାରୀ ରହିଛି ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି। ଏପରି କି ଦୀର୍ଘ ୭୦ ବର୍ଷ ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁଙ୍କୁ ମାତ୍ ଦେଇପାରିବାର ସୁଯୋଗ ରହିଛି ବୋଲି ସେମାନେ କହୁଛନ୍ତି। ହେଲେ କ୍ରିକେଟ୍‌ ବିଶେଷଜ୍ଞଙ୍କ ଏହି ମତ ସହ ଟିମ୍‌ […]

ra

ra

Hemant Lenka
  • Published: Tuesday, 04 December 2018
  • Updated: 04 December 2018, 06:34 PM IST

Sports

Latest News

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଟିମ୍‌ ଅଷ୍ଟ୍ରେଲିଆର ଦୁଇ ଷ୍ଟାର ଖେଳାଳି ଷ୍ଟିଭ ସ୍ମିଥ୍ ଓ ଡେଭିଡ୍‌ ୱାର୍ଣ୍ଣର ନଥିବାରୁ ଟିମ୍‌ ଇଣ୍ଡିଆର ପଲା ଭାରୀ ରହିଛି ବୋଲି କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି।

ଏପରି କି ଦୀର୍ଘ ୭୦ ବର୍ଷ ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁଙ୍କୁ ମାତ୍ ଦେଇପାରିବାର ସୁଯୋଗ ରହିଛି ବୋଲି ସେମାନେ କହୁଛନ୍ତି। ହେଲେ କ୍ରିକେଟ୍‌ ବିଶେଷଜ୍ଞଙ୍କ ଏହି ମତ ସହ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ଏକମତ ହୋଇ ପାରି ନାହାନ୍ତି। ସ୍ମିଥ୍‌ ଓ ୱାର୍ଣ୍ଣରଙ୍କ ବିନା ମଧ୍ୟ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ଜିତିବାକୁ ପ୍ରବଳ ଦାବିଦାର ବୋଲି ସେ କହିଛନ୍ତି।

ଏଡିଲେଡ୍‌ରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, “ ମୁଁ ଭାବୁଛି ଯେଉଁ ଟିମ୍‌ ଘରୋଇ ପରିବେଶରେ ଖେଳିବ, ତା’ ପାଖରେ ସିରିଜ୍‌ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମୁଁ ଭାବୁଛି, ଅଷ୍ଟ୍ରେଲିଆ ତା’ ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ଜିତିବାର ପ୍ରବଳ ଦାବିଦାର ରହିଛି। ଆମେ ଅଷ୍ଟ୍ରେଲିଆକୁ କେବେ ହେଲେ ହାଲୁକା ଭାବେ ନେଇପାରିବୁ ନାହିଁ।

ହଁ ଏଇଟା ସତ ଯେ ସେମାନେ ସ୍ମିଥ ଓ ୱାର୍ଣ୍ଣରଙ୍କ ଅନୁପସ୍ଥିତିକୁ ଅନୁଭବ କରିବେ, ହେଲେ ଏହା ମ୍ୟାଚ୍‌ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ। ଆମେ ସେମାନଙ୍କର ବୋଲିଂ ଆକ୍ରମଣ ଦେଖିଛୁ। ସେମାନଙ୍କ ପାଖରେ ଉଚ୍ଚଶ୍ରେଣୀର ବୋଲର ଅଛନ୍ତି। ଟେଷ୍ଟ ମ୍ୟାଚ୍‌ ଜିତିବାକୁ ହେଲେ ଭଲ ବୋଲିଂ କରିବାକୁ ପଡ଼େ। ତେଣୁ ଅଷ୍ଟ୍ରେଲିଆ ପାଖରେ ଟେଷ୍ଟ ମ୍ୟାଚ୍‌ ଜିତିବାର ଯଥେଷ୍ଟ ସୁଯୋଗ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story