ବିଶ୍ୱକପ୍‌ରେ ରୋହିତଙ୍କ ଆଉ ଏକ ଅର୍ଦ୍ଧଶତକ

ଲିଡ୍‌ସ: ଟିମ୍‌ ଇଣ୍ଡିଆର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ବିଶ୍ୱକପ୍‌ରେ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ରୋହିତ ମାତ୍ର ୪୮ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଛକାମାରି ସେ ଅର୍ଦ୍ଧଶତକ ହାସଲ କରିଥିଲେ।  ଚଳିତ ବିଶ୍ୱକପ୍‌ରେ ରୋହିତ ଆଜି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୯ଟି ମ୍ୟାଚ୍‌ରେ ଏଯାଏ ରୋହିତ ୬୦୭ ରନ୍‌ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ରୋହିତ ୫୪୪ ରନ୍‌ କରିଥିଲେ। ତେବେ ଆଜି ୬୩ ରନ୍‌ କରିବା କ୍ଷଣି […]

sar

sar

Hemant Lenka
  • Published: Saturday, 06 July 2019
  • Updated: 06 July 2019, 08:45 PM IST

Sports

Latest News

ଲିଡ୍‌ସ: ଟିମ୍‌ ଇଣ୍ଡିଆର ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ବିଶ୍ୱକପ୍‌ରେ ପୁଣି ଏକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ରୋହିତ ମାତ୍ର ୪୮ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଛକାମାରି ସେ ଅର୍ଦ୍ଧଶତକ ହାସଲ କରିଥିଲେ।  ଚଳିତ ବିଶ୍ୱକପ୍‌ରେ ରୋହିତ ଆଜି ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

୯ଟି ମ୍ୟାଚ୍‌ରେ ଏଯାଏ ରୋହିତ ୬୦୭ ରନ୍‌ କରିଛନ୍ତି। ମ୍ୟାଚ୍‌ ପୂର୍ବରୁ ରୋହିତ ୫୪୪ ରନ୍‌ କରିଥିଲେ। ତେବେ ଆଜି ୬୩ ରନ୍‌ କରିବା କ୍ଷଣି ଏହା ୬୦୭ରେ ପହଞ୍ଚି ଯାଇଥିଲା। ରିପୋର୍ଟ ଲେଖା ହେବା ବେଳକୁ ରୋହିତ ବ୍ୟାଟିଂ କରୁଛନ୍ତି। ପୂର୍ବରୁ ଚଳିତ ବିଶ୍ୱକପ୍‌ରେ ଏଯାଏ ବାଂଲାଦେଶର ସାକିବ ଅଲ ହାସନ ୬୦୬ ରନ୍‌ କରି ଏକ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ରୋହିତ ଏହାକୁ ଭାଙ୍ଗି ଦେଇଛନ୍ତି। ସେହିପରି ସଚିନ ତେନ୍ଦୁଲକରଙ୍କ ପରେ ରୋହିତ ଦ୍ୱିତୀୟ ଭାରତୀୟ ଭାବେ କୌଣସି ବିଶ୍ୱକପ୍‌ରେ ୬୦୦ରୁ ଅଧିକ ରନ୍‌ କରିଛନ୍ତି। ସଚିନ ୨୦୦୩ ବିଶ୍ୱକପ୍‌ରେ ୬୭୩ ରନ୍‌ କରିଥିଲେ। ଏଯାଏ ସଚିନଙ୍କ ରେକର୍ଡ କେହି ଭାଙ୍ଗି ନାହାନ୍ତି। ରୋହିତ ଏହି ରେକର୍ଡ ଠାରୁ ୬୬ ରନ୍‌ ଦୂରରେ ରହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଦେଇଥିବା ୨୬୫ ରନ୍‌ର ଟାର୍ଗେଟ ଚେଜ୍‌ କରୁଥିବା ଭାରତ ଦମଦାର ଆରମ୍ଭ କରିଛି। ଦଳର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରୁଛନ୍ତି।

ଶେଷ ଖବର ସୁଦ୍ଧା ଭାରତ ୧୯.୪ ଓଭର୍‌ରେ ବିନା ୱିକେଟରେ ୧୦୮ ରନ୍‌ କରିଛି। ରୋହିତ ୬୫ ଓ ରାହୁଲ ୪୨ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story