କୋଲକାତାରେ ଭାରତ-ପାକ୍‌ ମ୍ୟାଚ୍‌ ହେଲେ ପିଚ୍‌ ତାଡ଼ିବାକୁ ଧମକ

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ-ପାକ୍‌ ମ୍ୟାଚ୍‌କୁ ନେଇ ସମସ୍ୟା କମିବାର ନାଁ ନେଉନାହିଁ। ଭାରତରେ ପାକ୍ ଖେଳାଳି ମ୍ୟାଚ୍‌ ଖେଳିବାକୁ ବିରୋଧ କରୁଥିବା ଆଣ୍ଟି-ଟେରୋରିଷ୍ଟ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ଏଟିଏଫ୍ଆଇ) କୋଲକାତାରେ ମ୍ୟାଚ୍‌କୁ ବିରୋଧ କରିଛି। ଯଦି କୋଲକାତାରେ ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌ ହୁଏ ତେବେ ଅନୁଷ୍ଠାନ ପକ୍ଷରୁ ଇଡେନ୍‌ ଗାର୍ଡେନ୍‌ ପିଚ୍‌କୁ ତାଡି ଦେବାକୁ ଧମକ ଦିଆଯାଇଛି। ୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନ୍‌କୋଟ ଓ ପାମ୍ପୋର ଆକ୍ରମଣରେ ପାକିସ୍ତାନର ହାତ ଥିବା ଅଭିଯୋଗ କରାଯାଇ […]

ireland-icc-south-africa-group-world-2011_97d0fd32-e6cb-11e5-872f-c4e2863eb78d

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 06:00 PM IST

Sports

Latest News

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ-ପାକ୍‌ ମ୍ୟାଚ୍‌କୁ ନେଇ ସମସ୍ୟା କମିବାର ନାଁ ନେଉନାହିଁ। ଭାରତରେ ପାକ୍ ଖେଳାଳି ମ୍ୟାଚ୍‌ ଖେଳିବାକୁ ବିରୋଧ କରୁଥିବା ଆଣ୍ଟି-ଟେରୋରିଷ୍ଟ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ଏଟିଏଫ୍ଆଇ) କୋଲକାତାରେ ମ୍ୟାଚ୍‌କୁ ବିରୋଧ କରିଛି। ଯଦି କୋଲକାତାରେ ଏହି ହାଇ ଭୋଲଟେଜ୍‌ ମ୍ୟାଚ୍‌ ହୁଏ ତେବେ ଅନୁଷ୍ଠାନ ପକ୍ଷରୁ ଇଡେନ୍‌ ଗାର୍ଡେନ୍‌ ପିଚ୍‌କୁ ତାଡି ଦେବାକୁ ଧମକ ଦିଆଯାଇଛି।

୨୬/୧୧ ମୁମ୍ବାଇ ଆକ୍ରମଣ, ପଠାନ୍‌କୋଟ ଓ ପାମ୍ପୋର ଆକ୍ରମଣରେ ପାକିସ୍ତାନର ହାତ ଥିବା ଅଭିଯୋଗ କରାଯାଇ ଏଟିଏଫ୍‌ଆଇ ପକ୍ଷରୁ ବିରୋଧ କରାଯାଉଛି।

ଏ ନେଇ ଏଟିଏଫ୍‌ଆଇର ଜାତୀୟ ସଭାପତି ଭିରେଶ ଶାନ୍ଦିଲ୍ୟ କହିଛନ୍ତି,“ଭାରତରେ ପାକିସ୍ତାନ ଖେଳିବା ସହିଦ ଓ ତାଙ୍କ ପରିବାର ପ୍ରତି ବଡ ଅପମାନ। କୌଣସି ପରିସ୍ଥିତିରେ ଏହି ମ୍ୟାଚ୍‌କୁ ଏହିଠାରେ କରାଇ ଦିଆଯିବ ନାହିଁ, ଯଦି ଏହି ମ୍ୟାଚ୍‌ ହୁଏ ତେବେ ଆମେ ପିଚ୍‌ ତାଡି ଦେବୁ।”

ଗତକାଲି ସୁରକ୍ଷାକୁ କେନ୍ଦ୍ର କରି ୧୯ ତାରିଖରେ ହେବାକୁ ଥିବା ମ୍ୟାଚ୍‌ ଭାରତ-ପାକ୍‌ ମ୍ୟାଚ୍‌କୁ ଧର୍ମଶାଳାରୁ କୋଲକାତାକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story