ଏପ୍ରିଲ ୯ରୁ ଆଇପିଏଲ୍-୯; ମୁମ୍ବାଇ ଓ ପୁନେ ମଧ୍ୟରେ ପ୍ରଥମ ମ୍ୟାଚ୍

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୯ମ ସଂସ୍କରଣ ଆସନ୍ତା ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଆଜି ମ୍ୟାଚ୍ ସୂଚୀ ଜାରି କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ନୂଆ କରି ଗଠିତ ରାଇଜିଂ ପୁନେ ସୁପର୍‌ଜାଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମଧ୍ୟ ମୁମ୍ବାଇରେ ଖେଳାଯିବ। ମେ’୨୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ୍‌୯ରେ ୫୧ ଦିନ ମଧ୍ୟରେ […]

IPL_logo

IPL_logo

Rakesh Mallick
  • Published: Friday, 11 March 2016
  • Updated: 12 March 2016, 10:03 AM IST

Sports

Latest News

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୯ମ ସଂସ୍କରଣ ଆସନ୍ତା ଏପ୍ରିଲ୍ ୯ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ଆଜି ମ୍ୟାଚ୍ ସୂଚୀ ଜାରି କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ନୂଆ କରି ଗଠିତ ରାଇଜିଂ ପୁନେ ସୁପର୍‌ଜାଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମଧ୍ୟ ମୁମ୍ବାଇରେ ଖେଳାଯିବ। ମେ’୨୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆଇପିଏଲ୍‌୯ରେ ୫୧ ଦିନ ମଧ୍ୟରେ ୬୦ଟି ମ୍ୟାଚ୍ ଖେଳାଯିବାକୁ ସୂଚୀ ପ୍ରସ୍ତୁତ କରାଯାଇଛି।

ଆଇପିଏଲ୍ ଚେୟାରମ୍ୟାନ୍ ରାଜୀବ ଶୁକ୍ଳା କହିଛନ୍ତି,“ସାରା ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କୁ ଏଥର ଆଇପିଏଲ୍‌ରେ ଦେଖିବାକୁ ମିଳିବ। ଏଥର ଆଇପିଏଲ୍ ମ୍ୟାଚ୍‌ଗୁଡ଼ିକ ମୋହାଲି, ଦିଲ୍ଲୀ, ମୁମ୍ବାଇ, ନାଗପୁର, ପୁନେ, ବେଙ୍ଗଲୁରୁ, ହାଇଦ୍ରାବାଦ, କୋଲକାତା, ରାଜକୋଟ ଓ ରାୟପୁରରେ ଖେଳଯିବ।”

ଉଦ୍‌ଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁନେ ମଧ୍ୟରେ ଏପ୍ରିଲ୍ ୯ ତାରିଖରେ ହେବାକୁ ଥିବା ବେଳେ ୧୦ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ ଡେୟାରଡେଭିଲ୍ସ ମଧ୍ୟରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ମ୍ୟାଚ୍ ହେବ। ୧୧ରେ କିଙ୍ଗ୍ସ ଇଲେଭେନ୍ ପଂଜାବ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ମୋହାଲିରେ ଖେଳ ହେବ। ୧୨ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ବେଙ୍ଗଲୁରୁରେ ମ୍ୟାଚ୍ ଖେଳାଯିବ। ୧୩ରେ କୋଲାକାତା ନାଇଟ୍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଇଡେନ୍ ଗାର୍ଡେନ୍‌ରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୪ରେ ଗୁଜରାତ ଲାୟନ୍ସ ଓ ରାଇଜିଂ ପୁନେ ମଧ୍ୟରେ ରାଜକୋଟରେ, ୧୫ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଦିଲ୍ଲୀର ଫିରୋଜଶାହ କୋଟ୍‌ଲାରେ, ୧୬ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ମଧ୍ୟରେ ମୁମ୍ବାଇର ୱାଙ୍ଖଡେରେ, ୧୭ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟରେ ବେଙ୍ଗଲୁରୁରେ, ୧୮ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହାଇଦ୍ରାବାଦରେ, ୧୯ରେ କିଙ୍ଗ୍ସ ଇଲେଭେନ୍ ପଂଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୋହାଲିରେ, ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁମ୍ବାଇରେ, ୨୧ରେ ଗୁଜରାଟ ଲାୟନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରାଜକୋଟରେ ମ୍ୟାଚ୍ ଖେଳାଯିବ।

୨୨ରେ ରାଇଜିଂ ପୁନେ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପୁନେରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୩ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦିଲ୍ଲୀରେ ମୁକାବିଲା ହେବ। ସେହି ୨୩ ତାରିଖରେ ଆଉ ଏକ ମ୍ୟାଚ୍ ହାଇଦ୍ରାବାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳଯିବ। ୨୪ ତାରିଖରେ ମଧ୍ୟ ଦୁଇଟି ମ୍ୟାଚ୍ ଖେଳାଯିବ। ଗୋଟିଏ ମ୍ୟାଚ୍‌ରେ ରାଜକୋଟରେ ଗୁରାଟ ଲାୟନ୍ସ ଓ  ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଅନ୍ୟଟି ପୁନେରେ ରାଇଜିଂ ପୁନେ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ୨୫ ତାରିଖରେ କିଙ୍ଗ୍ସ ଇଲେଭେନ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୋହାଲିରେ ଏକ ମ୍ୟାଚ୍ ଖେଳାଯିବ। ୨୬ରେ ହାଇଦ୍ରାବାଦରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରାଇଜିଂ ପୁନେ ମଧ୍ୟରେ ମ୍ୟାଚ୍ ଥିବା ବେଳେ ୨୭ରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ମୁକାବିଲା ହେବ। ୨୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଳକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁମ୍ବାଇରେ ମୁକାବିଲା ହେବାକୁ ଥିବା ବେଳେ ୨୯ରେ ରାଇଜିଂ ପୁନେ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ପୁନେରେ ମ୍ୟାଚ୍ ଅନୁଷ୍ଠିତ ହେବ। ୩୦ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଦିଲ୍ଲୀର ଫିରୋଜଶାହ କୋଟଲାରେ ମ୍ୟାଚ୍ ଖେଳାଯିବ। ସେହିଦିନ ଆଉ ଏକ ମ୍ୟାଚ୍ ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ।

ମେ’ ୧ ତାରିଖରେ ରାଜକୋଟ ଓ ପୁନେରେ ଯଥାକ୍ରମେ ଗୁଜରାଟ ଲାୟନ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଏବଂ ରାଇଜିଂ ପୁନେ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ମେ’୨ ତାରିଖରେ ବେଙ୍ଗଲୁରୁରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମେ’୩ରେ  ରାଜକୋଟରେ ଗୁଜରାଟ ଲାୟନ୍ସ ଓ ଦିଲ୍ଲୀ ଡେୟାରଡେଭିଲ୍ସ ମଧ୍ୟରେ, ମେ’୪ରେ କୋଲକାତାରେ କୋଲକାତା ନାଇଟ୍ ରାଇଡର୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ମଧ୍ୟରେ, ମେ’ ୫ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓ ରାଇଜିଂ ପୁନେ ମଧ୍ୟରେ ଦିଲ୍ଲୀରେ, ମେ’୬ରେ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ହାଇଦ୍ରାବାଦରେ, ମେ’ ୭ ତାରିଖରେ ବେଙ୍ଗଲୁରୁରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଇଜିଂ ପୁନେ ମଧ୍ୟରେ, ମେ’୮ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଲାୟନ୍ସ ମଧ୍ୟରେ ମୁମ୍ବାଇରେ, ମେ’୯ରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ନାଗପୁରରେ ଓ ୧୦ ତାରିଖରେ ରାଇଜିଂ ପୁନେ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ପୁନେରେ ମୁକାବିଲା ହେବ। ମେ’୧୧ରୁ ମେ’୨୨ ତାରିଖ ପର୍ଯ୍ୟନ୍ତ ମଧ୍ୟ ମ୍ୟାଚ୍ ରହିଛି।

୨୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story