ଏସିଆନ୍‌ ଗେମ୍ସ: ଭାରତକୁ ପ୍ରଥମ ପଦକ ଦେଲେ ଅପୂର୍ବୀ ଓ ରବି

ଜାକର୍ତା: ଏସିଆନ୍‌ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି। ୪୨୯.୯ ପଏଣ୍ଟ ସହ ଉଭୟ ଫାଇନାଲ୍‌ରେ ପହଞ୍ଚି ଥିଲେ। ଫାଇନାଲ୍‌ରେ ୫ଟି ଟିମ୍‌ ମଧ୍ୟରୁ ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ବର୍ଗରେ ଚୀନ୍‌ ତାଇପେକୁ ସ୍ୱର୍ଣ୍ଣ ଏବଂ ଚୀନ୍‌କୁ ରୌପ୍ୟ ପଦକ ମିଳିଛି। ଆଗକୁ ଅପୂର୍ବୀ ଏବଂ ରବି ବ୍ୟକ୍ତିଗତ ୧୦ […]

jakarta-apurvi

jakarta-apurvi

Rakesh Mallick
  • Published: Sunday, 19 August 2018
  • Updated: 19 August 2018, 09:39 AM IST

Sports

Latest News

ଜାକର୍ତା: ଏସିଆନ୍‌ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।
୪୨୯.୯ ପଏଣ୍ଟ ସହ ଉଭୟ ଫାଇନାଲ୍‌ରେ ପହଞ୍ଚି ଥିଲେ। ଫାଇନାଲ୍‌ରେ ୫ଟି ଟିମ୍‌ ମଧ୍ୟରୁ ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି ବର୍ଗରେ ଚୀନ୍‌ ତାଇପେକୁ ସ୍ୱର୍ଣ୍ଣ ଏବଂ ଚୀନ୍‌କୁ ରୌପ୍ୟ ପଦକ ମିଳିଛି।
ଆଗକୁ ଅପୂର୍ବୀ ଏବଂ ରବି ବ୍ୟକ୍ତିଗତ ୧୦ ମିଟର୍‌ ଏୟାର ରାଇଫଲ୍‌ରେ ଭାଗ ନେବେ। ଏଥିରେ ସେମାନେ ପଦକ ଜିତିବା ନେଇ ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos