୨୯ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ଜୁନ ବିଶ୍ୱ ବିଜେତା

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଗ୍ରେଟର ୱେଲୀ ସ୍କୁଲ୍‌ର ଛାତ୍ର ଅର୍ଜୁନ ଭାଟୀ ମାଲେସିଆରେ ଅନୁଷ୍ଠିତ ୟୁଏସ୍ କିଡ୍‌ସ ଜୁନିଅର ଗଲ୍ଫ ବିଶ୍ୱ ଚାମ୍ପିଅନଶିପ୍‌ରେ ଚାମ୍ପିଅନ ହୋଇଛନ୍ତି। ସେ ଆମେରିକାର ଏଲେକ୍ସ ମୋ’ଙ୍କୁ ୩ଟି ଶଟ୍‌ରେ ହରାଇ ଏହି ଟାଇଟାଲ୍‌କୁ ନିଜ ନାଁରେ କରି ନେଇଛନ୍ତି। ଏହି ପ୍ରତିଯୋଗିତାରେ ୨୯ଟି ଦେଶର ଖେଳାଳି ଭାଗ ନେଇଥିଲେ। ୧୩ରୁ ୧୪ ବର୍ଷ ବର୍ଗରେ ଅର୍ଜୁନଙ୍କୁ ଏହି ସଫଳତା ମିଳିଥିଲା। ଏହି ପ୍ରତିଯୋଗିତାକୁ ୟୁଏସ୍ କିଡ୍‌ସ ଗଲ୍ଫ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ […]

arjun

arjun

Jitendra Garnayak
  • Published: Monday, 24 December 2018
  • Updated: 24 December 2018, 12:58 PM IST

Sports

Latest News

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଗ୍ରେଟର ୱେଲୀ ସ୍କୁଲ୍‌ର ଛାତ୍ର ଅର୍ଜୁନ ଭାଟୀ ମାଲେସିଆରେ ଅନୁଷ୍ଠିତ ୟୁଏସ୍ କିଡ୍‌ସ ଜୁନିଅର ଗଲ୍ଫ ବିଶ୍ୱ ଚାମ୍ପିଅନଶିପ୍‌ରେ ଚାମ୍ପିଅନ ହୋଇଛନ୍ତି। ସେ ଆମେରିକାର ଏଲେକ୍ସ ମୋ’ଙ୍କୁ ୩ଟି ଶଟ୍‌ରେ ହରାଇ ଏହି ଟାଇଟାଲ୍‌କୁ ନିଜ ନାଁରେ କରି ନେଇଛନ୍ତି।

ଏହି ପ୍ରତିଯୋଗିତାରେ ୨୯ଟି ଦେଶର ଖେଳାଳି ଭାଗ ନେଇଥିଲେ। ୧୩ରୁ ୧୪ ବର୍ଷ ବର୍ଗରେ ଅର୍ଜୁନଙ୍କୁ ଏହି ସଫଳତା ମିଳିଥିଲା।
ଏହି ପ୍ରତିଯୋଗିତାକୁ ୟୁଏସ୍ କିଡ୍‌ସ ଗଲ୍ଫ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିଲା।

ବିଶ୍ୱ ଚାମ୍ପିୟନ ହେବା ପରେ ଅର୍ଜୁନ କହିଛନ୍ତି,“ମୁଁ ବିଶ୍ୱର ଏକ ନମ୍ବର ଗଲ୍ଫ ଖେଳାଳି ହେବାକୁ ଲକ୍ଷ୍ୟ ରଖିଛି। ଏହା ସହିତ ଏଥିରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବାକୁ ଚାହୁଁଛି।” ଏହା ପୂର୍ବରୁ କନିଷ୍ଠ ସ୍ତରରେ ସେ ଅନେକ ଗଲ୍ଫ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଛନ୍ତି।

ଏହି ପ୍ରତିଯୋଗିତାରେ ଆଉ ଦୁଇ ଭାରତୀୟ ଖେଳାଳି ପାବ୍‌ଲୋ ସୁନ୍ଦରମ୍‌ ଓ ପର୍ଣ୍ଣିକା ଶର୍ମା ଭାଗ ନେଇଥିଲେ। ୧୫ରୁ ୧୬ ବର୍ଷ ବର୍ଗରେ ଭାଗ ନେଇଥିବା ସୁନ୍ଦରମ୍‌ ଷଷ୍ଠ ସ୍ଥାନରେ ରହିଥିଲେ। ସେହିପରି ୯ରୁ ୧୦ ବର୍ଷ ବର୍ଗରେ ଭାଗ ନେଇଥିବା ପର୍ଣ୍ଣିକା ତୃତୀୟ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story