ବାପ୍‌ସେ ଜ୍ୟାଦା ବେଟା: ସଚିନଙ୍କ ପୁଅ ଅର୍ଜୁନ ଜିତାଇଲେ ମୁମ୍ବାଇକୁ, ଘାତକ ବୋଲିଂରେ ବିପକ୍ଷ ଦଳ ଚିତ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇସାରିଛନ୍ତି। ସେ ବିଶ୍ୱ କ୍ରିକେଟ୍‌ରେ ଏମିତି କିଛି କୀର୍ତ୍ତିମାନ କରିଯାଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିଛି। ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ତାଙ୍କ ବାଟ ଅନୁସରଣ କରି କ୍ରିକେଟ୍‌ ଖେଳି ଚାଲିଛନ୍ତି। ଅର୍ଜୁନ ଏବେ ଜୁନିଅର ବର୍ଗରେ ବେଶ୍‌ ଉନ୍ନତମାନର ଖେଳ ପ୍ରଦର୍ଶନ କରୁଛନ୍ତି। ଅର୍ଜୁନ ଅଣ୍ଡର-୧୯ କୁଚ ବିହାର ଟ୍ରଫିରେ ଘାତକ ବୋଲିଂ କରି ରଲ୍‌ୱେ ବିପକ୍ଷ ଦ୍ୱିତୀୟ […]

555_1513688488_618x347

555_1513688488_618x347

Ordigital Desk
  • Published: Wednesday, 20 December 2017
  • Updated: 20 December 2017, 10:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇସାରିଛନ୍ତି। ସେ ବିଶ୍ୱ କ୍ରିକେଟ୍‌ରେ ଏମିତି କିଛି କୀର୍ତ୍ତିମାନ କରିଯାଇଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇ ରହିଛି। ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମଧ୍ୟ ତାଙ୍କ ବାଟ ଅନୁସରଣ କରି କ୍ରିକେଟ୍‌ ଖେଳି ଚାଲିଛନ୍ତି। ଅର୍ଜୁନ ଏବେ ଜୁନିଅର ବର୍ଗରେ ବେଶ୍‌ ଉନ୍ନତମାନର ଖେଳ ପ୍ରଦର୍ଶନ କରୁଛନ୍ତି। ଅର୍ଜୁନ ଅଣ୍ଡର-୧୯ କୁଚ ବିହାର ଟ୍ରଫିରେ ଘାତକ ବୋଲିଂ କରି ରଲ୍‌ୱେ ବିପକ୍ଷ ଦ୍ୱିତୀୟ ଇଂନିସରେ ୫ଟି ୱିକେଟ୍‌ ନେଇ ନିଜ ଟିମ୍‌କୁ ଜିତାଇଛନ୍ତି। ଅର୍ଜୁନ ଏବେ ମୁମ୍ବାଇ ପକ୍ଷରୁ ଖେଳୁଛନ୍ତି।

ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ଇଂନିସରେ ୩୮୯ରନ ସ୍କୋର କରିଥିଲା ମୁମ୍ବାଇ ଟିମ୍‌ । ଜବାବରେ ରେଲୱେ ପ୍ରଥମ ଇଂନିସରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାପରେ ମୁମ୍ବାଇ ରେଲୱେକୁ ଫଲୋନ ଦେଇଥିଲା। ଦ୍ୱିତୀୟ ଇଂନିସରେ ଅର୍ଜୁନ ତେନ୍ଦୁଲକରଙ୍କ ବୋଲିଂକୁ ସାମ୍ନା କରି ନ ପାରି ରେଲୱେ ଧୂଳିସାତ ହୋଇଯାଇଥିଲା। ଅର୍ଜୁନ ୧୧ ଓଭରରେ ୪୪ ରନ ଦେଇ ୫ୱିକେଟ୍‌ ହାସଲ କରିଥିଲେ। ଫଳରେ ରେଲୱେ ପାରି ଓ ୧୦୩ ରନରେ ପରାସ୍ତ ହୋଇଥିଲା।

https://youtu.be/eAlv7zYeklw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story