ଏସିଆ କପ୍‌: ଆସନ୍ତାକାଲି ଭାରତ-ୟୁଏଇ ମୁକାବିଲା

ମୀରପୁର: ଆସନ୍ତାକାଲି ଭାରତ ତା’ର ଚତୁର୍ଥ ମ୍ୟାଚ୍‌ରେ ୟୁଏଇକୁ ମୀରପୁର ସ୍ଥିତ ଶେର-ଏ-ବାଂଲା ଷ୍ଟାଡିୟମରେ ଭେଟିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ତେବେ ଭାରତ ପାଇଁ ଏହି ମ୍ୟାଚ୍ ଏକ ଔପଚାରିକତା ମାତ୍ର। କାରଣ ଦଳ ଗତକାଲି ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରି ସାରିଛି। ଭାରତ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ୟୁଏଇ ୩ଟି ମ୍ୟାଚରେ […]

kohli-dhoni

kohli-dhoni

Rakesh Mallick
  • Published: Wednesday, 02 March 2016
  • Updated: 03 March 2016, 05:23 AM IST

Sports

Latest News

ମୀରପୁର: ଆସନ୍ତାକାଲି ଭାରତ ତା’ର ଚତୁର୍ଥ ମ୍ୟାଚ୍‌ରେ ୟୁଏଇକୁ ମୀରପୁର ସ୍ଥିତ ଶେର-ଏ-ବାଂଲା ଷ୍ଟାଡିୟମରେ ଭେଟିବ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ତେବେ ଭାରତ ପାଇଁ ଏହି ମ୍ୟାଚ୍ ଏକ ଔପଚାରିକତା ମାତ୍ର। କାରଣ ଦଳ ଗତକାଲି ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରି ସାରିଛି।

ଭାରତ ବାଂଲାଦେଶ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇ ୬ ପଏଣ୍ଟ ସହ ପଏଣ୍ଟ ତାଲିକାର ଶୀର୍ଷରେ ଥିବା ବେଳେ ୟୁଏଇ ୩ଟି ମ୍ୟାଚରେ ହାରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଛି।

ଭାରତର ସାମ୍ଭାବ୍ୟ ଦଳ: ଏମଏସ ଧୋନି(ଅଧିନାୟକ),ଶିଖର ଧାୱନ,ରୋହିତ ଶର୍ମା, ଯୁବରାଜ ସିଂହ,ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଜସପ୍ରିତ ବୁମରା, ଆଶିଷ ନେହେରା, ସୁରେଶ ରାଇନା,ଆଜିଙ୍କ୍ୟ ରାହାଣେ, ହରଭଜନ ସିଂହ, ପୱନ ନେଗୀ, ଭୁବନେଶ୍ୱର କୁମାର ଓ ପାର୍ଥିବ ପଟେଲ।

ୟୁଏଇର ସାମ୍ଭାବ୍ୟ ଦଳ: ଅମଜଦ୍‌ ଜାଭେଦ୍(ଅଧିନାୟକ), ଅହମ୍ମଦ୍ ତାରିକ୍‌, ଫରହାନ୍ ଅହମ୍ମଦ, ମହମ୍ମଦ ନାଭିଦ୍, ମହମ୍ମଦ ଶାହାଜାଦ୍,ଏମ୍.କଲୀମ୍,ଏମ. ଉସ୍‌ମାନ୍,ସ୍ୱନ୍ନୀଲ୍ ପାଟିଲ୍‌, କାଦିର ଅହମ୍ମଦ, ରୋହନ୍‌ ମୁସ୍ତାଫା,ସାକ୍‌ଲେନ୍‌ ହାଇଦର, ଏସ୍‌ ଅନୱାର, ଉସମାନ୍ ମୁଶତାକ୍‌ ଓ ଜାହିର ମାସୁଦ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story