ବାଂଲାଦେଶକୁ ହରାଇ ଏସିଆ କପ୍‌ ଟାଇଟଲ୍‌ ଜିତିଲା ଭାରତ

ମୀରପୁର: ମୀରପୁରରେ ଟିମ୍ ଇଣ୍ଡିଆର ମହାବିଜୟ। ଏସିଆ କପ୍ ଗ୍ରାଣ୍ଡ୍ ଫାଇନାଲରେ ବାଂଲଦେଶକୁ ୮ ୱିକେଟରେ ହରାଇ ଚାମ୍ପିଅନ୍ ହୋଇଛି ଧୋନି ବାହିନୀ। ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍‌ ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ବାଂଲାଦେଶ ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା। ୧୨୧ ରନ୍ ବିଜୟ ଲକ୍ଷ୍ୟ ନେଇ ଧୋନୀ ବାହିନୀ […]

AsiaCup

AsiaCup

Rakesh Mallick
  • Published: Monday, 07 March 2016
  • Updated: 07 March 2016, 06:21 AM IST

Sports

Latest News

ମୀରପୁର: ମୀରପୁରରେ ଟିମ୍ ଇଣ୍ଡିଆର ମହାବିଜୟ। ଏସିଆ କପ୍ ଗ୍ରାଣ୍ଡ୍ ଫାଇନାଲରେ ବାଂଲଦେଶକୁ ୮ ୱିକେଟରେ ହରାଇ ଚାମ୍ପିଅନ୍ ହୋଇଛି ଧୋନି ବାହିନୀ। ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍‌ ହାସଲ କରିଛି। ବର୍ଷା ବାଧାପ୍ରାପ୍ତ ଫାଇନାଲ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ବାଂଲାଦେଶ ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ୍ ହରାଇ ୧୨୦ ରନ୍ କରିଥିଲା। ୧୨୧ ରନ୍ ବିଜୟ ଲକ୍ଷ୍ୟ ନେଇ ଧୋନୀ ବାହିନୀ ପଡିଆକୁ ଓହ୍ଲାଇ ଥିଲା। ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ୱିକେଟ୍ ହରାଇ ୧୨୨ ରନ୍ କରି ଭାରତ ଦଳକୁ ବିଜୟୀ କରାଇଥିଲେ। ୪୪ ବଲ୍‌ରେ ୬୦ ରନ୍‌ କରି ଥିବା ଧାୱନ ମ୍ୟାନ୍ ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

ବର୍ଷା ହେବାରୁ ଫାଇନାଲ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌କୁ ୧୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ ଟସ୍ ଜିତି ବାଂଲାଦେଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ବାଂଲଦେଶ ପକ୍ଷରୁ ମହମ୍ମଦୁଲ୍ଲା ୧୩ଟା ବଲ୍‌ରେ ଧୂଆଁଧାର ୩୪ ଓ ସବୀର ରେହମାନ୍ ଅପରାଜିତ ୩୨ ରନ୍ କରିଥିଲେ। ଭାରତ ପକ୍ଷରୁ ବୁମ୍‌ରା, ଅଶ୍ୱିନ, ନେହରା ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇ ଥିବା ଭାରତର ପ୍ରାରମ୍ଭିକ ବ୍ୟାଟି ଭଲ ହୋଇ ନ ଥିଲା। ଦଳୀୟ ସ୍କୋର ୫ ଥିବା ବେଳେ ରୋହିତ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଅନ୍ୟତମ ଓପନର ଧାୱନ ଦଳର ସ୍କୋରକୁ ଆଗେଇ ନେଇଥିଲେ। ସେହିପରି କୋହଲି ୨୮ଟି ବଲ୍‌ରୁ ୪୧ ରନ୍‌ ସଂଗ୍ରହ କରି ନଟ୍‌ ଆଉଟ୍ ରହିଥିଲେ। ଶେଷରେ ଧୋନି ୬ଟି ବଲ୍‌ରୁ ୨୦ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story