ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍: ୨୦୦ମି ଦୌଡରେ ଶ୍ରାବଣୀଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର: ଚୀନର ଉହାନଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତ ପାଇଁ ସଫଲତା ଆଣିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ। ୨ଶହ ମିଟର ମହିଳା ଦୌଡ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ଶ୍ରାବଣୀ। ୨୩.୫୪ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ସେ ଏହି ସଫଳତା ପାଇଛନ୍ତି। ସିନିୟର ଆନ୍ତର୍ଜାତିକ କ୍ଷେତ୍ରରେ ଏହା ହେଉଛି ଶ୍ରାବଣୀ ନନ୍ଦଙ୍କ ପ୍ରଥମ ବ୍ୟକ୍ତିଗତ ମେଡାଲ। ଓଡ଼ିଶା ଅଲିମ୍ପିକସ ଆସୋସିଏସନର ସମ୍ପାଦକ ଆଶିର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ୨୫ହଜାର […]

Srabani Nanda

Srabani Nanda

Rakesh Mallick
  • Published: Sunday, 07 June 2015
  • Updated: 07 June 2015, 10:28 AM IST

Sports

Latest News

ଭୁବନେଶ୍ୱର: ଚୀନର ଉହାନଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତ ପାଇଁ ସଫଲତା ଆଣିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ। ୨ଶହ ମିଟର ମହିଳା ଦୌଡ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ଶ୍ରାବଣୀ। ୨୩.୫୪ସେକେଣ୍ଡରେ ଏହି ଦୂରତା ଅତିକ୍ରମ କରି ସେ ଏହି ସଫଳତା ପାଇଛନ୍ତି। ସିନିୟର ଆନ୍ତର୍ଜାତିକ କ୍ଷେତ୍ରରେ ଏହା ହେଉଛି ଶ୍ରାବଣୀ ନନ୍ଦଙ୍କ ପ୍ରଥମ ବ୍ୟକ୍ତିଗତ ମେଡାଲ। ଓଡ଼ିଶା ଅଲିମ୍ପିକସ ଆସୋସିଏସନର ସମ୍ପାଦକ ଆଶିର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଏହି ପୂର୍ପ୍ରବରୁ ଏହି ଚାମ୍ପିଅନସିପରେ ହେପ୍ଟାଥାଲାନରେ ପୂର୍ଣ୍ଣିମା ହେମ୍ବ୍ରମଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story