ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍: ଇନ୍ଦ୍ରଜିତଙ୍କୁ ସ୍ୱର୍ଣ୍ଣ

ଉହାନ (ଚୀନ): ଆଜି ଠାରୁ ଚୀନର ଉହାନ୍ ଠାରେ ଆରମ୍ଭ ହୋଇଛି ୨୧ ତମ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍। ପ୍ରଥମ ଦିନରେ ଭାରତ ସ୍ୱର୍ଣ୍ଣ ପଦକ ସହିତ ଅଭିଯାନ ଆରମ୍ଭ କରିଛି। ପୁରୁଷ୍ ସଟପୁଟରେ ଇନ୍ଦ୍ରଜିତ୍ ସିଂହ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ। ସେ ୨୦.୪୧ ମିଟର ପର୍ଯ୍ୟନ୍ତ ଲୁହାର ବଲକୁ ଫୋପାଡ଼ି ଏହି ସଫଳତା ଅର୍ଜନ କରିଛନ୍ତି। ଚତୁର୍ଥ ପ୍ରୟାସରେ ତାଙ୍କୁ ମିଳିଥିଲା ଏହି ସଫଳତା। ଆଉ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ସଟପୁଟରେ ସ୍ୱର୍ଣ୍ଣ ପଦକ ହାତେଇବାରେ […]

indrajeet

indrajeet

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 05:21 PM IST

Sports

Latest News

ଉହାନ (ଚୀନ): ଆଜି ଠାରୁ ଚୀନର ଉହାନ୍ ଠାରେ ଆରମ୍ଭ ହୋଇଛି ୨୧ ତମ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍। ପ୍ରଥମ ଦିନରେ ଭାରତ ସ୍ୱର୍ଣ୍ଣ ପଦକ ସହିତ ଅଭିଯାନ ଆରମ୍ଭ କରିଛି। ପୁରୁଷ୍ ସଟପୁଟରେ ଇନ୍ଦ୍ରଜିତ୍ ସିଂହ ହାତେଇଛନ୍ତି ସ୍ୱର୍ଣ୍ଣ ପଦକ। ସେ ୨୦.୪୧ ମିଟର ପର୍ଯ୍ୟନ୍ତ ଲୁହାର ବଲକୁ ଫୋପାଡ଼ି ଏହି ସଫଳତା ଅର୍ଜନ କରିଛନ୍ତି। ଚତୁର୍ଥ ପ୍ରୟାସରେ ତାଙ୍କୁ ମିଳିଥିଲା ଏହି ସଫଳତା। ଆଉ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ସଟପୁଟରେ ସ୍ୱର୍ଣ୍ଣ ପଦକ ହାତେଇବାରେ ସେ ହେଉଛନ୍ତି ଅଷ୍ଟମ ଭାରତୀୟ। ସେହିପରି ୧୯.୫୬ ମିଟର ଫୋପାଡ଼ି ଚାଇନିଜ୍-ତାଇପେଇ ଖେଳାଳି ଚାଙ୍ଗ୍ ମିଙ୍ଗ୍-ହୁଆଙ୍ଗ ରୌପ୍ୟ ପଦକ ଜିତି ଥିବା ବେଳେ ଚୀନର ତିଆନ୍ ଜିଝୋଙ୍ଗ୍ ୧୯.୨୫ ମିଟର ଫୋପାଡ଼ି ବ୍ରୋଞ୍ଜ ପଦକ ଜିତିଥିଲ।
ସୂଚନାଯୋଗ୍ୟ, ୨୭ ବର୍ଷୀୟ ଇନ୍ଦ୍ରଜିତ ସିଂହ ରିଓ ଅଲିମ୍ପିକ୍ ପାଇଁ ପୂର୍ବରୁ ଯୋଗ୍ୟ ବିବେଚିତ ହୋଇସାରିଛନ୍ତି।
ଇନ୍ଦ୍ରଜିତଙ୍କ ପୂର୍ବରୁ ୧୯୭୩ରେ ଜଗରାଜ ସିଂହ, ୧୯୭୫ରେ ବାହାଦୂର ସିଂହ, ୧୯୮୫ ଓ ୧୯୮୯ରେ ବଲବିନ୍ଦର ସିଂହ, ୨୦୦୦ରେ ଶକ୍ତି ସିଂହ, ୨୦୦୭ରେ ନବପ୍ରୀତ ସିଂହ ଓ ୨୦୦୯ରେ ଓମ୍ ପ୍ରକାଶ ସିଂହ କରହାନା ଏସୀୟ ଆଥଲେଟିକ୍ସରେ ସଟପୁଟରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story