ପଦକରୁ ବଞ୍ଚିତ ହେଲେ କମଲପ୍ରୀତ କୌର୍

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ମହିଳା ଡିସକସ୍ ଥ୍ରୋ’ରେ ଭାରତୀୟ ଆଥଲେଟ୍ କମଲପ୍ରୀତ କୌର୍ ପଦକରୁ ବଞ୍ଚିତ ହୋଇଛନ୍ତି। କମଲପ୍ରୀତ ଫାଇନାଲ୍ ରାଉଣ୍ଡରେ ଷଷ୍ଠ ସ୍ଥାନରେ ରହିଛନ୍ତି। ଫାଇନାଲରେ ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ’ ୬୩.୭୦ ମିଟର୍ ରହିଛି। ଆଉ ଏଥିସହ କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ପଦକ ଜିତିବାରୁ ବଞ୍ଚିତ ରହିଥିଲେ ହେଁ କମଲପ୍ରୀତ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ମହିଳା ଡିସକସ୍ ଥ୍ରୋ’ ଫାଇନାଲରେ ଆମେରିକାର ଭଲାରୀ […]

KAMALPREET-KAUR

KAMALPREET-KAUR

Ranjit Kumar Jena
  • Published: Monday, 02 August 2021
  • Updated: 02 August 2021, 07:21 PM IST

Sports

Latest News

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସ ମହିଳା ଡିସକସ୍ ଥ୍ରୋ'ରେ ଭାରତୀୟ ଆଥଲେଟ୍ କମଲପ୍ରୀତ କୌର୍ ପଦକରୁ ବଞ୍ଚିତ ହୋଇଛନ୍ତି। କମଲପ୍ରୀତ ଫାଇନାଲ୍ ରାଉଣ୍ଡରେ ଷଷ୍ଠ ସ୍ଥାନରେ ରହିଛନ୍ତି। ଫାଇନାଲରେ ତାଙ୍କର ସର୍ବଶ୍ରେଷ୍ଠ ଥ୍ରୋ' ୬୩.୭୦ ମିଟର୍ ରହିଛି। ଆଉ ଏଥିସହ କମଲପ୍ରୀତ ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ପଦକ ଜିତିବାରୁ ବଞ୍ଚିତ ରହିଥିଲେ ହେଁ କମଲପ୍ରୀତ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି।

ମହିଳା ଡିସକସ୍ ଥ୍ରୋ' ଫାଇନାଲରେ ଆମେରିକାର ଭଲାରୀ ଅଲମ୍ୟାନ୍ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୬୮.୯୮ ମିଟର୍ ଥ୍ରୋ' କରି ପ୍ରଥମ ସ୍ଥାନ ଅକ୍ତିଆର କରିଥିଲେ। ସେହିପରି ଜର୍ମାନୀର କ୍ରିଷ୍ଟିନ ପୁଡେଞ୍ଜ ୬୬.୮୬ ମିଟର୍ ଥ୍ରୋ' କରି ରୌପ୍ୟ ଏବଂ କ୍ୟୁବାର ୟେମ୍ ପରେଜ୍ ୬୫.୭୨ ମିଟର୍ ଥ୍ରୋ' କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

ହୁଏତ କମଲପ୍ରୀତ ପଦକ ଜିତିପାରିନାହାନ୍ତି, କିନ୍ତୁ ସେ ଭାରତର ପ୍ରଥମ ଡିସକସ୍ ଥ୍ରୋୟର୍ ଭାବେ ଅଲିମ୍ପିକ୍ସ ଫାଇନାଲରେ ସ୍ଥାନ ହାସଲ କରିଥିଲେ। କ୍ୱାଲିଫିକେସନରେ କମଲପ୍ରୀତ ୬୪ ମିଟର୍ ଥ୍ରୋ' କରି ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଫାଇନାଲ୍ ରାଉଣ୍ଡରେ କିଛି ସମୟ ପାଇଁ ବର୍ଷା ହୋଇଥିଲା, ଯେଉଁ କାରଣରୁ ଆଥଲେଟ୍ ଅନେକ ସମସ୍ୟାର ସାମ୍ନା ହୋଇଥିଲେ। ବର୍ଷା ଯୋଗୁ କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story