ଗୋଟିଏ ମ୍ୟାଚରୁ ସସପେଣ୍ଡ ହେଲେ ଏହି ଅଷ୍ଟ୍ରେଲୀୟ ପେସର

ସିଡନୀ: କ୍ରିକେଟ୍ ମଇଦାନରେ ଗାଳିଗୁଲଜ କରିବା ଅଷ୍ଟ୍ରେଲିଆର ପେସ୍ ବୋଲର ଜେମ୍ସ ପାଟିନସନଙ୍କ ମହଙ୍ଗା ପଡ଼ିଛି। ପାଟିନସନ୍ ଜଣେ ଖେଳାଳିଙ୍କୁ ଗାଳିଗୁଲଜ କରି ଗୋଟିଏ ମ୍ୟାଚରୁ ସସପେଣ୍ଡ୍ ହୋଇଛନ୍ତି। ଫଳରେ ପାକିସ୍ତାନ ବିପକ୍ଷ ଚଳିତ ସପ୍ତାହରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟରେ ଖେଳିପାରିବେ ନାହିଁ। ଏହି ପେସ୍ ବୋଲର ଜଣକ ଗତ ସପ୍ତାହରେ ଭିକ୍ଟୋରିଆର କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ଆଚାର ସଂହିତାର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। […]

pattinson

pattinson

Ranjit Kumar Jena
  • Published: Sunday, 17 November 2019
  • Updated: 17 November 2019, 06:15 PM IST

Sports

Latest News

ସିଡନୀ: କ୍ରିକେଟ୍ ମଇଦାନରେ ଗାଳିଗୁଲଜ କରିବା ଅଷ୍ଟ୍ରେଲିଆର ପେସ୍ ବୋଲର ଜେମ୍ସ ପାଟିନସନଙ୍କ ମହଙ୍ଗା ପଡ଼ିଛି। ପାଟିନସନ୍ ଜଣେ ଖେଳାଳିଙ୍କୁ ଗାଳିଗୁଲଜ କରି ଗୋଟିଏ ମ୍ୟାଚରୁ ସସପେଣ୍ଡ୍ ହୋଇଛନ୍ତି। ଫଳରେ ପାକିସ୍ତାନ ବିପକ୍ଷ ଚଳିତ ସପ୍ତାହରୁ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟରେ ଖେଳିପାରିବେ ନାହିଁ। ଏହି ପେସ୍ ବୋଲର ଜଣକ ଗତ ସପ୍ତାହରେ ଭିକ୍ଟୋରିଆର କୁଇନ୍ସଲ୍ୟାଣ୍ଡ୍ ବିପକ୍ଷ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ବେଳେ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ଆଚାର ସଂହିତାର ଉଲ୍ଲଙ୍ଘନ କରି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ତେବେ ଏହି ମ୍ୟାଚରେ ପାଟିନସନ୍ କ'ଣ କହିଥିଲେ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ଅନୁଯାୟୀ, ପାଟିନସନ୍ ଫିଲ୍ଡିଂ ବେଳେ ଜଣେ ଖେଳାଳିଙ୍କୁ ଅପଶବ୍ଦ କହିଛନ୍ତି। ଗତ ୧୮ମାସରେ ତୃତୀୟଥର ପାଇଁ ପାଟିନସନ୍ ଆଚାର ସଂହିତାର ଉଲ୍ଲଙ୍ଘନ କରିଛନ୍ତି, ଯେଉଁକାରଣରୁ ତାଙ୍କୁ ଗୋଟିଏ ମ୍ୟାଚରୁ ସସପେଣ୍ଡ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story