ଗରିବଙ୍କ ପାଇଁ ପୁରି ତିଆରି କଲେ ଭାରତର ଷ୍ଟାର୍ ମହିଳା ରେସଲର୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଦେଶରେ ଲକଡାଉନ୍ ଜାରି ରହିଛି। ତେବେ ଏହି ସଙ୍କଟ ସମୟରେ ଭାରତର ଷ୍ଟାର୍ ମହିଳା ରେସଲର୍ ବବିତା ଫୋଗାଟ୍ ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ମହାନତାର ପରିଚୟ ଦେଇଛନ୍ତି। ବବିତା ଦିଲ୍ଲୀର ନଜଫଗଡ଼ସ୍ଥିତ ପୁଲିସ୍ ଷ୍ଟେସନରେ ପହଞ୍ଚି ସେଠାରେ କାର୍ଯ୍ୟରତ ପୁଲିସକର୍ମୀଙ୍କ ସହ ମିଶି ନିଜ ହାତରେ ପୁରି ବେଲିଛନ୍ତି।   View this post on Instagram   आज पुलिस थाने में महिला पुलिसकर्मी बहनों […]

babita

babita

Ranjit Kumar Jena
  • Published: Tuesday, 21 April 2020
  • Updated: 21 April 2020, 09:17 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଦେଶରେ ଲକଡାଉନ୍ ଜାରି ରହିଛି। ତେବେ ଏହି ସଙ୍କଟ ସମୟରେ ଭାରତର ଷ୍ଟାର୍ ମହିଳା ରେସଲର୍ ବବିତା ଫୋଗାଟ୍ ଗରିବ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ମହାନତାର ପରିଚୟ ଦେଇଛନ୍ତି। ବବିତା ଦିଲ୍ଲୀର ନଜଫଗଡ଼ସ୍ଥିତ ପୁଲିସ୍ ଷ୍ଟେସନରେ ପହଞ୍ଚି ସେଠାରେ କାର୍ଯ୍ୟରତ ପୁଲିସକର୍ମୀଙ୍କ ସହ ମିଶି ନିଜ ହାତରେ ପୁରି ବେଲିଛନ୍ତି।

View this post on Instagram

आज पुलिस थाने में महिला पुलिसकर्मी बहनों के साथ मिलकर खाना बनाने में और जरूरतमंद लोगों में बांटने मैं उनका सहयोग किया।गर्मी में भी जिस उत्साह के साथ मेरी बहन दिन-रात जरूरतमंदों की सेवा में जुटी हैं।मेरे पास इन बहनों का धन्यवाद करने के लिए शब्द नहीं हैं।बहनों को सेल्यूट करती हूं। 👏🏻👏🏻

A post shared by Babita Phogat (@babitaphogatofficial) on

ବବିତା ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ଶେଆର୍ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଆଜି ପୁଲିସ୍ ଥାନାରେ ମହିଳା ପୁଲିସ୍ କର୍ମଚାରୀଙ୍କ ସହ ମିଶି ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଗରିବଙ୍କ ମଧ୍ୟରେ ବାଣ୍ଟିବାରେ ମୁଁ ସେମାନଙ୍କୁ ସହଯୋଗ କରିଛି। ପ୍ରବଳ ଗରମରେ ମୋ ଭଉଣୀ (ପୁଲିସକର୍ମୀ) ଯେଉଁ ଉତ୍ସାହ ସହ ଦିନରାତି ଅସହାୟଙ୍କ ସେବା କରିଚାଲିଛନ୍ତି, ସେମାନଙ୍କର ଏହି କାମକୁ ଧନ୍ୟବାଦ ଜଣାଇବା ପାଇଁ ମୋ ପାଖରେ ଶବ୍ଦ ନାହିଁ । ଏଭଳି ଭଉଣୀମାନଙ୍କୁ ମୁଁ ସଲାମ୍ କରୁଛି।

ବବିତା ନଜଫଗଡ଼ ଥାନାରେ ମହିଳା ପୁଲିସକର୍ମୀଙ୍କୁ ସାକ୍ଷାତ କରିଛନ୍ତି, ଯେଉଁମାନେ ଏହି ସଙ୍କଟ ସମୟରେ ନିଜ ଜୀବନକୁ ବାଜି ଲଗାଇ ମାସ୍କ୍ ସିଲ୍ କରୁଥିଲେ। ନଜଫଗଡ଼ ଥାନାରେ ଉପସ୍ଥିତ ପୁଲିସକର୍ମୀ ଗରିବଙ୍କ ପାଇଁ ଖାଦ୍ୟ ଏବଂ ମାସ୍କ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କର ଏହି ମହତ କାମରେ ବବିତା ସହଯୋଗ କରିଛନ୍ତି। ବବିତାଙ୍କ ଆସିବା ଦ୍ୱାରା ପୁଲିସକର୍ମୀଙ୍କ ମନୋବଳ ବୃଦ୍ଧି ପାଇଥିବା ୱେଷ୍ଟ ଜୋନ୍ ଯୁଗ୍ମ କମିଶନର ଶାଲିନୀ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story