ବାଂଲାଦେଶ କ୍ରିକେଟର୍ ଶାହାଦତ୍ ହୁସେନ୍ ୫ ବର୍ଷ ବାସନ୍ଦ

ଢ଼ାକା: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଜାତୀୟ ଦଳର ପୂର୍ବତନ ପେସ୍ ବୋଲର ଶାହାଦତ୍ ହୁସେନଙ୍କୁ ମାରପିଟ୍ କାରଣରୁ ପାଞ୍ଚବର୍ଷ ପାଇଁ ବାସନ୍ଦ କରିଛି, ଯେଉଁଥିରେ ଦୁଇବର୍ଷର ସସପେଣ୍ଡ୍ ଦଣ୍ଡାଦେଶ ସାମିଲ୍ ଅଛି। ରବିବାର ଜାତୀୟ କ୍ରିକେଟ୍ ଲିଗ୍ (ଏନସିଏଲ୍‌) ମ୍ୟାଚ୍ ବେଳେ ଶାହାଦତ୍ ସାଥୀ ଖେଳାଳିଙ୍କ ଚାପୁଡା ଓ ଗୋଇଠା ମାରିଥିଲେ। ଏ ନେଇ ଅମ୍ପାୟାର ଶାହାଦତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ବୋର୍ଡ କହିଛି ଯେ ଜାତୀୟ ମହାସଂଘ ଦୁଇବର୍ଷର ସସପେଣ୍ଡ ରଖିଛି, କିନ୍ତୁ ‘ଶାରୀରିକ […]

hossain

hossain

Ranjit Kumar Jena
  • Published: Tuesday, 19 November 2019
  • Updated: 23 November 2019, 01:25 AM IST

ଢ଼ାକା: ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଜାତୀୟ ଦଳର ପୂର୍ବତନ ପେସ୍ ବୋଲର ଶାହାଦତ୍ ହୁସେନଙ୍କୁ ମାରପିଟ୍ କାରଣରୁ ପାଞ୍ଚବର୍ଷ ପାଇଁ ବାସନ୍ଦ କରିଛି, ଯେଉଁଥିରେ ଦୁଇବର୍ଷର ସସପେଣ୍ଡ୍ ଦଣ୍ଡାଦେଶ ସାମିଲ୍ ଅଛି। ରବିବାର ଜାତୀୟ କ୍ରିକେଟ୍ ଲିଗ୍ (ଏନସିଏଲ୍‌) ମ୍ୟାଚ୍ ବେଳେ ଶାହାଦତ୍ ସାଥୀ ଖେଳାଳିଙ୍କ ଚାପୁଡା ଓ ଗୋଇଠା ମାରିଥିଲେ। ଏ ନେଇ ଅମ୍ପାୟାର ଶାହାଦତଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ବୋର୍ଡ କହିଛି ଯେ ଜାତୀୟ ମହାସଂଘ ଦୁଇବର୍ଷର ସସପେଣ୍ଡ ରଖିଛି, କିନ୍ତୁ 'ଶାରୀରିକ ଆକ୍ରମଣ' ଅଭିଯୋଗ ସ୍ୱୀକାର କରିଥିବା ଶାହାଦତଙ୍କ ଉପରେ ତିନି ଲକ୍ଷ ଟାକା (୩୫୪୦ ଡଲାର)ର ଜୋରିମାନା ଲଗାଯାଇଛି। ବୋର୍ଡର ଜଣେ ଅଧିକାରୀ କହିବା ଅନୁଯାୟୀ, ଢ଼ାକା ଓ ଖୁଲନା ମଧ୍ୟରେ ହୋଇଥିବା ମ୍ୟାଚ୍ ବେଳେ ବଲକୁ କିପରି ଚିକ୍କଣ କରାଯିବା ନେଇ ହୋଇଥିବା ଯୁକ୍ତିତର୍କ ପରେ ୩୩ ବର୍ଷୀୟ ବୋଲର ଜଣକ ଯୁବ ବୋଲର ଆରାଫତ୍ ସନ୍ନି ଜୁନିୟରଙ୍କ ଉପରକୁ ଆକ୍ରମଣ କରିଥିଲେ।

ବିସିବିର ଟେକନିକ୍ କମିଟିର ପ୍ରମୁଖ ମିନହାଜୁଲ୍ ଆବେଦିନ୍ କହିଛନ୍ତି, ତାଙ୍କର ଅତୀତ ଆଚରଣକୁ ଦୃଷ୍ଟିରେ ରଖି ଆମେ ତାଙ୍କୁ ୫ବର୍ଷ ପାଇଁ ଦଣ୍ଡ ଦେବାକୁ ନିଷ୍ପତ୍ତି ନେଇଛୁ। ଏହି ପ୍ରତିବନ୍ଧର ଶେଷ ଦୁଇବର୍ଷ ସସପେଣ୍ଡ୍ ରହିବ। ଶାହାଦତଙ୍କ ଉପରେ ମଧ୍ୟ ଆଜୀବନ ପ୍ରତିବନ୍ଧ ମଧ୍ୟ ଲାଗିପାରିଥାନ୍ତା।

ବାଂଲାଦେଶ ପକ୍ଷରୁ ୩୮ ଟେଷ୍ଟ ଓ ୫୧ ଦିନିକିଆ ମ୍ୟାଚ୍ ଖେଳିଥିବା ଶାହାଦତ୍ ୨୦୧୫ରେ ପ୍ରାୟ ଦୁଇମାସ ଜେଲରେ ବିତାଇଥିଲେ। ସେତେବେଳେ ଶାହାଦତଙ୍କ ଉପରେ ନିଜ ପତ୍ନୀ ଓ ୧୧ ବର୍ଷର ବାଳିକା ଉପରେ ନିର୍ଯାତନାର ଅଭିଯୋଗ ଲାଗିଥିଲା। ତେବେ ପରେ ତାଙ୍କୁ କୋର୍ଟରେ ଜାମିନ୍ ମିଳିଥିଲା। ଏହା ପରେ ୨୦୧୮ରେ ମଧ୍ୟ ଶାହାଦତ୍ ଜଣେ ରିକ୍ସା ଚାଳକଙ୍କୁ ମାଡ଼ ମାରି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story