ଟି-ଟ୍ୱେଣ୍ଟି-ବିଶ୍ୱକପ୍‌: ବାଂଲାଦେଶକୁ ୭୫ ରନ୍‌ ହରାଇଲା ନ୍ୟୁଜିଲାଣ୍ଡ

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ବାଂଲାଦେଶକୁ ୭୫ରନ୍‌ରେ ହରାଇଛି ନ୍ୟୁଜିଲାଣ୍ଡ। ଏହା ସହିତ ଗ୍ରୁପ-୨ରେ ରହିଥିବା ବାଂଲାଦେଶ ସୁପର୍‌ଟେନ୍‌ରେ ୪ଟି ଯାକ ମ୍ୟାଚ୍‌ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି। ଅନ୍ୟପକ୍ଷରେ ୪ଟି ଯାକ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚି ଯାଇଛି ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୫ ରନ୍‌ ସଂଗ୍ରହ କରିଥିଲା। […]

newziland-won

newziland-won

Rakesh Mallick
  • Published: Saturday, 26 March 2016
  • Updated: 26 March 2016, 04:23 PM IST

Sports

Latest News

[caption id="attachment_75838" align="alignleft" width="206"]williamson ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ କେନ୍‌ ୱିଲିୟମସନ୍‌[/caption]

କୋଲକାତା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି କୋଲକାତାର ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ବାଂଲାଦେଶକୁ ୭୫ରନ୍‌ରେ ହରାଇଛି ନ୍ୟୁଜିଲାଣ୍ଡ। ଏହା ସହିତ ଗ୍ରୁପ-୨ରେ ରହିଥିବା ବାଂଲାଦେଶ ସୁପର୍‌ଟେନ୍‌ରେ ୪ଟି ଯାକ ମ୍ୟାଚ୍‌ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଯାଇଛି। ଅନ୍ୟପକ୍ଷରେ ୪ଟି ଯାକ ମ୍ୟାଚ୍‌ ଜିତି ସେମିଫାଇନାଲରେ ପହଞ୍ଚି ଯାଇଛି ନ୍ୟୁଜିଲାଣ୍ଡ।

ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍ ହରାଇ ୧୪୫ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ  କେନ୍‌ ୱିଲିୟମସନ୍‌ ୪୨ରନ୍‌ (୩୨ ବଲ୍,୫ଟି ଚୌକା ଓ ଗୋଟିଏ ଛକା), କୋଲିନ୍‌ ମୁନ୍‌ରୋ ୩୫ରନ୍‌ (୩୩ ବଲ୍‌,ଗୋଟିଏ ଚୌକା ଓ ୨ଟି ଛକା) ଓ ରସ୍‌ ଟେଲର ୨୮ରନ୍‌ (୨୪ ବଲ୍, ୨ଟି ଚୌକା ଓ ଗୋଟିଏ ଛକା) ମାରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ୍‌ ୫ଟି, ଅଲ୍‌ଅମୀନ୍‌ ହୁସେନ୍‌ ୨ଟି ଓ ମୋର୍ତାଜା ଗୋଟିଏ ୱିକେଟ୍ ନେଇଥିଲେ।

୧୪୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ନିୟମିତ ଭାବେ ୱିକେଟ ହରାଇଥିଲା।  ୧୫.୪ ଓଭରରେ ମାତ୍ର ୭୦ ରନ୍‌ କରି ଟିମ୍ ଅଲ୍‌ଆଉଟ୍‌ ହୋଇଥିଲା। ଦଳ ପକ୍ଷରୁ ମିଥୁନ୍‌ ୧୭ ବଲରୁ ୧୧ରନ୍‌, ଶବୀର ୧୮ ବଲ୍‌ରୁ ୧୨ ରନ୍ ଓ ଶୁଭଗାତା ହମ୍‌ ଅପରାଜିତ ରହି ୧୭ ବଲରୁ ୧୬ ରନ୍‌ କରିଥିଲେ। ଦଳ ପକ୍ଷରୁ ବାକି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଇଶ୍‌ ଶୋଧୀ ଓ ଗ୍ରାଣ୍ଟ ଇଲିଓଟ୍‌ ୩ଟି ଲେଖାଏଁ ଓ ମିଚେଲ, ଆଣ୍ଡରସନ୍‌ ଓ ମକ୍କଲମ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

କେନ୍‌ ୱିଲିୟମସନ୍‌ଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story