ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ: ବାଂଲାଦେଶ ଓ ଓମାନ୍ ବିଜୟୀ

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ବାଂଲାଦେଶ ୮ ରନରେ ଜିତି ନେଇଛି। ବାଂଲାଦେଶ ୭ୱିକେଟ ହରାଇ ନିର୍ଦ୍ଧାରତ ଓଭରରେ ୧୫୩ ରନ୍‌ କରିଥିବା ବେଳେ ନେଦରଲାଣ୍ଡ ସମାନ ୭ ୱିକେଟ ହରାଇ ୧୪୫ ରନ କରିବାକୁ ସମର୍ଥ ହୋଇଥିଲା। ପ୍ରଥମେ ନେଦରଲାଣ୍ଡ ଟିସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ପକ୍ଷରୁ ତମିମ୍‌ ଇକ୍‌ବାଲ ୫୮ ବଲରୁ […]

naderland vs bangladesh

naderland vs bangladesh

Rakesh Mallick
  • Published: Wednesday, 09 March 2016
  • Updated: 10 March 2016, 04:44 AM IST

Sports

Latest News

ଧର୍ମଶାଳା: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଆଜି ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ନେଦରଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ବାଂଲାଦେଶ ୮ ରନରେ ଜିତି ନେଇଛି। ବାଂଲାଦେଶ ୭ୱିକେଟ ହରାଇ ନିର୍ଦ୍ଧାରତ ଓଭରରେ ୧୫୩ ରନ୍‌ କରିଥିବା ବେଳେ ନେଦରଲାଣ୍ଡ ସମାନ ୭ ୱିକେଟ ହରାଇ ୧୪୫ ରନ କରିବାକୁ ସମର୍ଥ ହୋଇଥିଲା।

ପ୍ରଥମେ ନେଦରଲାଣ୍ଡ ଟିସ୍‌ ଜିତି ବାଂଲାଦେଶକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ପକ୍ଷରୁ ତମିମ୍‌ ଇକ୍‌ବାଲ ୫୮ ବଲରୁ ଅପରାଜିତ ୮୩ ରନ କରିଥିଲା ବେଳେ ସୌମ୍ୟ ସରକାର ୧୫ (୧୩ ବଲ), ସବୀର ରହେମାନ ୧୫ (୧୫ ବଲ) ଓ ମେହମୁଦ୍ଦଉଲ୍ଲା ୯ଟି ବଲରୁ ୧୦ ରନ କରିଥିଲେ। ନେଦରଲାଣ୍ଡ ପକ୍ଷରୁ ଟିଭିଡି ଗୁଜତେନ୍‌ ୩ଟି ୱିକେଟ, ପିଭି ମାରକେରନ୍‌ ୨ଟି, ଆରଭିଡି ମାରୱେ ଓ ପିଟର ବୋରେନ୍‌ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୫୪କୁ ପିଛା କରି ନେଦରଲାଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଦଳପକ୍ଷରୁ ବ୍ୟାଟିଂ ଭଲ କରିଥିଲେ ମଧ୍ୟ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ ଭଲ ଭାଗୀଦାରୀ ନ ହେବାରୁ ଦଳ ପରାଜିତ ହୋଇଥିଲା। ଦଳ ପକ୍ଷରୁ ଷ୍ଟିଫେନ୍‌ ମାଇବ୍ରୁହ ୨୯ ରନ୍‌ (୨୯ ବଲ), ବେନ୍‌ କପର ୨୦ ରନ୍‌ (୧୫ ବଲ), ପିଟର ବୋରେନ୍‌ ୨୮ ବଲରୁ ୩୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ଦ୍ୱିତୀୟ ମ୍ୟାଚ୍‌ରେ ଆୟାରଲାଣ୍ଡକୁ  ହରାଇଛି ଓମାନ। ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ  ୧୫୪ ରନ୍ କରିଥିଲା। ଓମାନ  ୧୫୭ ରନ୍‌ କରି ମ୍ୟାଚ୍‌କୁ ଜିତି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story