ବାରବାଟୀ ଦିନିକିଆ: ୧୮ରେ ପହଞ୍ଚିବେ ଉଭୟ ଦଳର ଖେଳାଳି

କଟକ: ଆସନ୍ତା ୧୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳର ଖେଳାଳି ମ୍ୟାଚ ପୂର୍ବଦନି ଅର୍ଥାତ ୧୮ ତାରିଖରେ ଆସି ପହଞ୍ଚିବେ। ମ୍ୟାଚ୍‌ ଆୟୋଜନ ସମ୍ପର୍କିତ ଆଲୋଚନା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ଆଜି ବସିଥିବା ବୈଠକ ପରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଏହା କହିଛନ୍ତି। ଆଶୀର୍ବାଦ କହିଛନ୍ତି,“ମ୍ୟାଚ୍‌ ଦିନ ଦର୍ଶକ ଷ୍ଟାଡିୟମ ଭିତରକୁ ସୁବିଧାରେ ଯିବା ପାଇଁ ଦିନ ୧୦ଟାରୁ ଗେଟ୍‌ ଖୋଲାଯିବ। ପୂରା ଷ୍ଟାଡିୟମ […]

barabati

barabati

Rakesh Mallick
  • Published: Saturday, 31 December 2016
  • Updated: 31 December 2016, 02:58 PM IST

Sports

Latest News

କଟକ: ଆସନ୍ତା ୧୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଉଭୟ ଦଳର ଖେଳାଳି ମ୍ୟାଚ ପୂର୍ବଦନି ଅର୍ଥାତ ୧୮ ତାରିଖରେ ଆସି ପହଞ୍ଚିବେ। ମ୍ୟାଚ୍‌ ଆୟୋଜନ ସମ୍ପର୍କିତ ଆଲୋଚନା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ଆଜି ବସିଥିବା ବୈଠକ ପରେ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଏହା କହିଛନ୍ତି।

ଆଶୀର୍ବାଦ କହିଛନ୍ତି,“ମ୍ୟାଚ୍‌ ଦିନ ଦର୍ଶକ ଷ୍ଟାଡିୟମ ଭିତରକୁ ସୁବିଧାରେ ଯିବା ପାଇଁ ଦିନ ୧୦ଟାରୁ ଗେଟ୍‌ ଖୋଲାଯିବ। ପୂରା ଷ୍ଟାଡିୟମ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ। ଷ୍ଟାଡିୟମ ଭିତରେ ୬୪ଟି ସିସିଟିଭି କ୍ୟାମେରା ସହିତ ୪ଟି ହାଇପାୱାର ମୁଭେବୁଲ ସିସିଟିଭି କ୍ୟାମେରା ମଧ୍ୟ ଲଗାଯିବ।”

ମ୍ୟାଚ୍‌ର ନେଣଦେଣ କ୍ୟାସ୍‌ଲେସ୍‌ କରିବାକୁ ଓସିଏ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ଏହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। ଏନେଇ ଆଶୀର୍ବାଦ କହିଛନ୍ତି,“୨୦୦୦ ଅଧିକ ଟଙ୍କାର ଟିକେଟ୍‌ କିଣିବାକୁ ହେଲେ ଦର୍ଶକଙ୍କୁ ଡ୍ରାଫ୍ଟ ଓ ଚେକ୍‌ ଦେବାକୁ ପଡିବ। ଅନୁବନ୍ଧିତ କ୍ଲବ ଓ ଶିକ୍ଷାନୁଷ୍ଠାନ ପାଇଁ ଟିକେଟ୍‌ ବିକ୍ରି କ୍ୟାସ୍‌ଲେସ୍‌ କରାଯାଇଛି। ୧୪ ଓ ୧୫ ତାରିଖରେ ଅନୁବନ୍ଧିତ କ୍ଲବ ଓ ଶିକ୍ଷାନୁଷ୍ଠାନ ପାଇଁ ଟିକେଟ୍‌ ବିକ୍ରି କରାଯିବ। ୧୬ ଓ ୧୭ ତାରିଖରେ ଦର୍ଶକଙ୍କ ପାଇଁ କାଉଣ୍ଟର ଖୋଲିବ। ଦର୍ଶକଙ୍କ ପାଇଁ ମୋଟ ୩୨,୪୦୩ଟି ଟିକେଟ୍‌ ବିକ୍ରି କରାଯିବ। ସାଧାରଣ ଲୋକଙ୍କ ପାଇଁ ଟିକେଟ୍‌ ବ୍ୟବସ୍ଥାରେ କୋହଳ କରାଯାଇଛି। ୨୦୦୦ ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ କ୍ୟାସ୍‌ ଦେଇ ସାଧାରଣ ଲୋକେ ନେବେ। ୨୦୦୦ରୁ ଅଧିକ ଟଙ୍କାର ଟିକେଟ୍‌ ପାଇଁ ଡ୍ରାଫଟ୍‌ ଓ ଚେକ୍‌ ଦେବାକୁ ପଡିବ। ଟିକେଟ୍‌ କାଉଣ୍ଟରରେ ସ୍ୱାଇପ୍‌ ମେସିନ ରହିବ। ଦର୍ଶକ ଚାହିଁଲେ କାର୍ଡ ସ୍ୱାଇପ୍‌ କରି ଟିକେଟ୍‌ ନେଇପାରିବେ।”

ସେ ଆହୁରି କହିଛନ୍ତି,“ପୂରା ଷ୍ଟାଡିୟମରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି। ଷ୍ଟଡିୟମ ଭିତରକୁ ପାଣି ବୋତଲ ନେବା ଉପରେ କଟକଣା ଜାରି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story