ଏଇ ଫୁଟବଲ ତାରକାଙ୍କୁ କିଣିଲା ବାର୍ସେଲୋନା, ଦର ଜାଣିଲେ ଉଡ଼ିଯିବ ହୋସ

ପ୍ୟାରିସ୍‌: ଫୁଟବଲ ବିଶ୍ୱକପ୍‌ ବିଜେତା ଫ୍ରାନ୍ସର ଫରୱାର୍ଡ ଆଣ୍ଟୋନିଓ ଗ୍ରୀଜମ୍ୟାନଙ୍କୁ ସ୍ପେନର ଫୁଟବଲ କ୍ଲବ ବାର୍ସେଲୋନା କିଣିଛି। ଏଥିପାଇଁ କ୍ଲବ ପକ୍ଷରୁ ଗ୍ରୀଜମ୍ୟାନଙ୍କୁ ୯୨୬ କୋଟି ଟଙ୍କାର ଫି’ ଦିଆଯିବ। ସେ ଆସନ୍ତା ୫ ବର୍ଷ ପାଇଁ ବାର୍ସେଲୋନା ପକ୍ଷରୁ ଖେଳିବେ। ଜୁନ୍‌ ୩୦, ୨୦୨୪ ଯାଏ ଏହି ଚୁକ୍ତି ହୋଇଛି। ବର୍ତ୍ତମାନ ଗ୍ରୀଜମ୍ୟାନ୍‌ ଆଟେଲିଟିକୋ ମ୍ୟାଡ୍ରିଡ୍‌ ପକ୍ଷରୁ ଖେଳୁଛନ୍ତି। ଗତବର୍ଷ ମଧ୍ୟ ବାର୍ସେଲୋନା ଏହି ୨୮ ବର୍ଷୀୟ ଷ୍ଟାର ଫୁଟବଲରଙ୍କୁ କିଣିବା ପାଇଁ ଚାହିଁଥିଲା, ହେଲେ […]

gh

gh

Hemant Lenka
  • Published: Saturday, 13 July 2019
  • Updated: 13 July 2019, 07:30 PM IST

Sports

Latest News

ପ୍ୟାରିସ୍‌: ଫୁଟବଲ ବିଶ୍ୱକପ୍‌ ବିଜେତା ଫ୍ରାନ୍ସର ଫରୱାର୍ଡ ଆଣ୍ଟୋନିଓ ଗ୍ରୀଜମ୍ୟାନଙ୍କୁ ସ୍ପେନର ଫୁଟବଲ କ୍ଲବ ବାର୍ସେଲୋନା କିଣିଛି। ଏଥିପାଇଁ କ୍ଲବ ପକ୍ଷରୁ ଗ୍ରୀଜମ୍ୟାନଙ୍କୁ ୯୨୬ କୋଟି ଟଙ୍କାର ଫି' ଦିଆଯିବ। ସେ ଆସନ୍ତା ୫ ବର୍ଷ ପାଇଁ ବାର୍ସେଲୋନା ପକ୍ଷରୁ ଖେଳିବେ। ଜୁନ୍‌ ୩୦, ୨୦୨୪ ଯାଏ ଏହି ଚୁକ୍ତି ହୋଇଛି।

ବର୍ତ୍ତମାନ ଗ୍ରୀଜମ୍ୟାନ୍‌ ଆଟେଲିଟିକୋ ମ୍ୟାଡ୍ରିଡ୍‌ ପକ୍ଷରୁ ଖେଳୁଛନ୍ତି। ଗତବର୍ଷ ମଧ୍ୟ ବାର୍ସେଲୋନା ଏହି ୨୮ ବର୍ଷୀୟ ଷ୍ଟାର ଫୁଟବଲରଙ୍କୁ କିଣିବା ପାଇଁ ଚାହିଁଥିଲା, ହେଲେ ଗ୍ରୀଜମ୍ୟାନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ତେବେ ଚଳିତ ବର୍ଷ ମେ’ ମାସରେ ଗ୍ରୀଜମ୍ୟାନ ଆଉ ମାଡ୍ରିଡ ପକ୍ଷରୁ ଖେଳିବେ ନାହିଁ ବୋଲି ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story