ଓଡ଼ିଆ କ୍ରିକେଟର୍ ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇ ଦୁଇ ବର୍ଷ ପାଇଁ ବାସନ୍ଦ

କଟକ, (ଓଡ଼ିଶା ରିପୋର୍ଟର୍): ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସେଥିରେ ଅନ୍ୟ ଜଣଙ୍କ ନାମ ଦେଖାଉଛି। ଏହି କାରଣରୁ ରାଜେଶଙ୍କୁ ବାସନ୍ଦ କରାଯାଇଥିବା କୁହାଯାଉଛି। ସେହିପରି ବର୍ତ୍ତମାନ ଡେରାଡୁନ ଗସ୍ତରେ ଥିବା […]

rajesh

rajesh

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 10:31 PM IST

Sports

Latest News

କଟକ, (ଓଡ଼ିଶା ରିପୋର୍ଟର୍): ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ ଯାଞ୍ଚ କରିବା ପରେ ସେଥିରେ ଅନ୍ୟ ଜଣଙ୍କ ନାମ ଦେଖାଉଛି। ଏହି କାରଣରୁ ରାଜେଶଙ୍କୁ ବାସନ୍ଦ କରାଯାଇଥିବା କୁହାଯାଉଛି। ସେହିପରି ବର୍ତ୍ତମାନ ଡେରାଡୁନ ଗସ୍ତରେ ଥିବା ୨୩ ବର୍ଷରୁ କମ୍‌ ଦିନିକିଆ ଦଳର ସଦସ୍ୟ କ୍ରୀଷ୍ଣା ପଲାଇଙ୍କୁ ମଧ୍ୟ ସମାନ କାରଣରୁ ଦୁଇ ବର୍ଷ ପାଇଁ ବାସନ୍ଦ କରାଯାଇଥିବା ସୂଚନା ମିଳିଛି।

ରାଜେଶ ଗତବର୍ଷ ବାଂଲାଦେଶରେ ଆୟୋଜିତ ଅଣ୍ଡର-୧୯ ଏସିଆ କପରେ ବିଜେତା ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ଏହା ପରେ ତାଙ୍କୁ ଓଡ଼ିଶା ରଣଜୀ ଦଳରେ ସୁଯୋଗ ମିଳିଥିଲା। ରଣଜୀରେ ସେ ନିଜ ପ୍ରତିଭାର ପରିଚୟ ଦେଇ ୪୦ ୱିକେଟ୍ ନେଇଥିଲେ। ଗୁରୁବାର ସେ ସୟଦ ମୁସ୍ତାକ ଅଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶାର ୧୫ଜଣିଆ ଦଳରେ ସ୍ଥାନ ପାଇଥିଲେ। ଯେହେତୁ ତାଙ୍କୁ ବିସିସିଆଇ ବାସନ୍ଦ କରିଛି, ତେଣୁ ସେ ଟିମରୁ ବାଦ୍ ପଡ଼ିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story